ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଲା ଏହି ନୂଆ ଦାୟିତ୍ଵ, ଦେଖନ୍ତୁ କଣ

ନମସ୍କାର ବନ୍ଧୁଗଣ । ବଦନାମ ସାଂସଦକୁ ଦାୟିତ୍ଵ ରାବଣ is Back, ରିଲ ଆଉ ଫିଲ୍ମକୁ ରିଟର୍ନ । ଏହି କଥାର ଯଥାର୍ଥ ହେଉଛି କେନ୍ଦ୍ରାପଡାର ସାଂସଦ ଓ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି । ଏବେ ଅନେକ ଦିନ ଅଣଦେଖା ପରେ ଅନୁଭବ ସାଜିଛନ୍ତି ପର୍ଜବେକ୍ଷକ । କେନ୍ଦୁଝରର ଆନନ୍ଦପୁର ସହରରେ ତେଲକୋଇ ଓ ସହର ନିର୍ବାଚନରେ ଶଙ୍ଖକୁ ଚମକାଇବା ପାଇଁ ଦାୟିତ୍ଵ ନେଇଛନ୍ତି ଅନୁଭବ ମହାନ୍ତି । ଅନୁଭବଙ୍କର ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହାର ନାଁ ରହିଛି ରାବଣ । ଅବଶ୍ୟ ବ୍ୟକ୍ତିଗତ ଜୀବନ ଓ ରାଜନୀତି କ୍ଷେତ୍ରରେ ନାୟକ କମ ଓ ଖଳନାୟକ ଭାବେ ଅନୁଭବ ଜଣାଶୁଣା ଅଟନ୍ତି ।

ଏତେ ବଡ ସାଂସଦ ହୋଇ ମଧ୍ୟ ଅନୁଭବ କୌଣସି ଘଟଣା ସ୍ଥଳରେ ନଜର ଆସୁ ନାହାନ୍ତି । ବର୍ଷାଙ୍କ ସହ ବିବାଦ ପରେ ସେ ନିଜକୁ ରାଜନୀତି ଓ ଫିଲ୍ମ ଦୁନିଆରୁ ଦୂରେଇ ରଖିଥିଲେ । ବିଜେଡିର ସବୁ ବଡ ସୋ ରେ ଅନୁପସ୍ତିତି ଥିଲେ ଅନୁଭବ ମହାନ୍ତି । ପୂର୍ବ ରୁ ଅନୁଭବ ଆକ୍ଟର ରୁ ଡାକ୍ତର ମଧ୍ୟ ହୋଇ ସାରିଛନ୍ତି । କୋରୋନା ମହାମାରୀ ପାଇଁ ରାଜ୍ୟ ରେ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିବାକୁ କହୁଥିବା ବେଳେ ଅନୁଭବ ମାସ୍କ ପିନ୍ଧିବାକୁ ମନା କରିଥିଲେ । ଅନୁଭବ କହିଥିଲେ ମାସ୍କ ପିନ୍ଧିଲେ ଡାଇବେଟିସ, ମେଡ ବାହୁଲତା ଏହି ଭଳି ରୋଗ ହେବ । କଣ ମାସ୍କ ପିନ୍ଧିଲେ କୋରୋନା ହେବ ନାହି ବୋଲି ପ୍ରଶ୍ନ ଉଠାଇ ଥିଲେ ଅନୁଭବ ମହାନ୍ତି ।

ସାଂସଦକ ଙ୍କ ନାଁ ରେ ପାରିବାରିକ ହିଂସା, ଆଇପିସି ଧାରା ୪୯୮-A, ୩୪୧, ୫୦୬, ୩୪ରେ ମାମଲା ରହିଛି ଅନୁଭବ ଙ୍କ ନାଁ । ବିଜେଡି କ୍ଷେତ୍ର ରେ କୌଣସି ଆକ୍ସନ ନାହି ଅନୁଭବଙ୍କ ତରଫରୁ । କଥା କଥା ରେ ଅଡୁଆ ଆଣୁଛନ୍ତି କେନ୍ଦ୍ରାପଡାର ବିଜେଡ଼ି ସାଂସଦ ଅନୁଭବ ମହାନ୍ତି । ସୋସିଆଲ ମିଡିଆରେ ଅନୁଭବ ଙ୍କୁ କେନ୍ଦ୍ରାପଡା ବାସୀ ଟ୍ରୋଲ ମଧ୍ୟ କରିଛନ୍ତି । ରାତି ଅଧାରେ ବଲିଉଡ ଷ୍ଟାର ସଲାମନା ଖାନ ଙ୍କୁ ଲାଇକ ମାଗି ଚର୍ଚ୍ଚାକୁ ଆସିଥିଲେ ଅନୁଭବ । ଏବେ କିନ୍ତୁ ବଦନାମ ହୋଇଥିବା ଅନୁଭବଙ୍କୁ ଦାୟିତ୍ଵ ଦେଇଛି ବିଜେଡ଼ି ଦଳ । ଯାହାକୁ ନେଇ ସବୁବେଳେ ଅଡୁଆ ହେଉଥିଲା ଆଜି ସେହି ଅନୁଭବଙ୍କୁ ଦଳ ତରଫରୁ ଦାୟିତ୍ଵ ଦିଆ ଯାଇଛି ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ସାଜିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *