ସଂସାରର ସବୁଠୁ ଲମ୍ବା ବିଷଧର ସାପ ଏହି ପରିବାର ସହ 6 ମାସ ଧରି ରହୁଥିଲା, ତାପରେ କଣ ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ବି-ଷୟରେ ନେଇ ଆସିଛୁ ଯେଉଁଠି ଗୋଟେ ନାଗ ସା-ପ ଘରେ ଗତ ୬ ମାସ ହେବ ରହୁଥିଲା ଯାହାକୁ ଶୁଣିଲେ ବିଶ୍ଵାସ କରି ହେବ ନାହିଁ । ତେବେ ଏହି ଘଟଣା ଟି ବାଲେଶ୍ଵର ଜିଲ୍ଲାର କମରପଡା ଗାଁ ରେ ଗହଟିଛି । ଯେଉଁଠି ଜଣଙ୍କ ଘରେ ଗୋଟେ କିଙ୍ଗ କୋବ୍ରା ଗତ ୬ ମାସ ହେବ ରହୁଛି । ଏହା ପରେ ସେହି ଘର ଲୋକେ ସା-ପକୁ ଦେଖିବା ପରେ ସା-ପ ଧରାଳିକୁ ଡାକି ତାକୁ ଉଦ୍ଧାର କରିଛନ୍ତି ।

ଏହି କିଙ୍ଗ କୋବ୍ରା ଏତେ ବି-ଷଧର ଯେ ତାର ବି-ଷରେ ମଣିଷ ର ମୃ-ତ୍ୟୁ ହୋଇଥାଏ । ଏହା ଦେଖିବାକୁ ଯେତିକି ଲମ୍ବା ତାରା ବି-ଷ ମଧ୍ୟ ସେତିକି ଖ-ତ-ର-ନା-କ ଅଟେ । ଏହି ଭି-ଡି-ଓ ରେ ସା-ପ ଧରାଳି ଜଣକ ଅନେକ ଚେଷ୍ଟା କରିବା ପରେ କିଙ୍ଗ କୋବ୍ରା କୁ ଧରିବାରେ ସଫଳ ହୋଇଛନ୍ତି ।

ତେବେ ଏହି ସା-ପ ଘରେ ରହିଲେ କେତେ ଯେ ମା-ରା-ତ୍ମ-କ ତାହା କହିବା ଠିକ ହେବ ନାହି । ଏହି ଭି-ଡି-ଓ ରେ ସା-ପ ଟି ଯେଉଁ ଘରେ ଲୁଚି ରହିଥିଲା ସେଠାରେ ବହୁତ ଅଳିଆ ଆବର୍ଜନା ଥିବାର ଦୃଶ୍ୟ ହେଉଛି । ସା-ପ ଟି ଘରୁ ବାହାରି ଘର ବାହରକୁ ଆସି ଯାଇଛି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି ।

କାରଣ ସା-ପ ଟି ଅଧିକ ଲୋକଙ୍କୁ ଦେଖିବା ପରେ ବହୁତ ଜୋର ରେ ଫଣା ଟେକିବାରେ ଲାଗିଛି । ଯାହାକୁ ଦେଖି ସେଠାରେ ଥିବା ଲୋକ ମାନେ ଭ-ୟ-ଭୀ-ତ ହୋଇ ଯାଇଛନ୍ତି । ତେବେ ସା-ପ ଧରାଳି ଜଣକ ଅନେକ ପ୍ରୟାସ କରିବା ପରେ କିଙ୍ଗ କୋବ୍ରା କୁ ଧରି ଲୋକଙ୍କ ସାମନାକୁ ଆଣିଛନ୍ତି । ଅନ୍ଧାର ଜାଗାରେ ଏ ଭଳି ଭ-ୟ-ଙ୍କ-ର କିଙ୍ଗ କୋବ୍ରା ରହିଥିଲା ଯାହା ଦେଖିବା ପରେ ଲୋକ ମାନେ ବିଶ୍ଵାସ କରି ପାରୁ ନାହାନ୍ତି । କିଙ୍ଗ କୋବ୍ରା ର ଲମ୍ବା ଯେତିକି ଅଧିକା ରହିଛି ଠିକ ସେହି ପରି ତାରା ଶରୀର ର ଗଠନ ମଧ୍ୟ ଭିନ୍ନ ଧରଣର ରହିଛି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି ।

କିଙ୍ଗ କୋବ୍ରା ଯେତେ ବି-ଷଧର ସା-ପ ହେଇ ଥାଉ ନାଁ କାହିଁକି ସବୁ ଖାଇ ଦେଇଥାଏ । ଯେତେବେଳେ କିଙ୍ଗ କୋବ୍ରା ରାଗିଯାଏ ସେତେବେଳେ ମଣିଷର ମୃ-ତ୍ୟୁ ହେବା ସୁନିଶ୍ଚିନ୍ତ ହୋଇଥାଏ । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ଏ ଭଳି ଖ-ତ-ର-ନା-କ କିଙ୍ଗ କୋବ୍ରା କୁ ଘରେ ରଖିବା ଭୁଲ ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମ କୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *