ଶନିବାର 07 ଅଗଷ୍ଟ 2021: ଶନିଦେବଙ୍କ କୃପାରୁ ଆଜି ଏହି 2 ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣ ବିବାଦରୁ ବଞ୍ଚିବା ପାଇଁ କଷ୍ଟ କରିବେ । ବ୍ୟାପାରରେ ଉନ୍ନତିର ସମ୍ଭାବନା ରହିବ । ଦବି ଯାଇଥିବା ସମସ୍ଯା ପୁଣି ବାହାରିକି ଆପଣଙ୍କୁ ମାନସିକ ଚିନ୍ତା ଦେଇପାରେ । ନିଜର ଅତିରିକ୍ତ ଧନକୁ ସୁରକ୍ଷିତ ଜାଗାରେ ରଖନ୍ତୁ, ଯାହା ଆସୁଥିବା ସମୟରେ ପୁଣି ଫେରି ପାଇବେ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କ ଅଧିକାର ବା ସମ୍ପତିରେ ବୃଦ୍ଧି ହେବ ।

ବୃଷ :- ବ୍ୟବସାୟ ଓ ଚାକିରିରେ ଭଲ ସଫଳତା ମିଳିବାର ଆଶା ରହିଛି । କାମକୁ ବଢାଇବା ଦ୍ଵାରା ଧନ ଲାଭରେ ବୃଦ୍ଧି ହେବ । ଯୁବ ବର୍ଗଙ୍କୁ ଚାକିରିର ଭଲ ଅବସର ମିଳିବ । ମାତା ପିତାଙ୍କ ଆଶୀର୍ବାଦ ଦ୍ଵାରା ସଫଳତାର ନୂଆ ପାହାଚକୁ ପ୍ରାପ୍ତ କରିବେ ।

ମିଥୁନ :- ଆଜି ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ । ବିଦ୍ୟାର୍ଥୀ ମାନେ ପାଠ ପଢା ଆଡକୁ ଧ୍ୟାନ ଦିଅନ୍ତୁ । କରାଯାଇଥିବା କାମକୁ ଉଚିତ ଶ୍ରେୟ ମିଳିବ । ଆପଣଙ୍କ ଚିଡଚିଡା ସ୍ଵଭାବ ଓ ନିଜକୁ ଅଧିକ ଭଲ ପାଉଥିବା ଆପଣଙ୍କ ପ୍ରିୟଜନଙ୍କୁ ଦୁଃଖ ଦେଇ ପାରନ୍ତି । ଆଜି ଆପଣ ସମାଜ, ମିତ୍ର ଓ ପରିବାରରେ ଅଲଗା ସ୍ଥାନ ବନାଇବେ ।

କର୍କଟ :- ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ଯବହାରିକ ଅବସରରେ ବାହାରକୁ ଯିବେ । ବହୁତ ସାଙ୍ଗ ସାଥି ଆପଣଙ୍କ ସହିତ ରହିବେ ଆଉ ଦୋସ୍ତି ନିଭାଇବେ । କିଛି ସାଙ୍ଗ ଗୁପ୍ତ ରୂପରେ ଆପଣଙ୍କ ସାହାର୍ଯ୍ୟ କରିବେ । ବିଦେଶରୁ ଭଲ ସମାଚାର ଆସିବ । କୌଣସି ବି ପରିସ୍ଥିତିରେ ଲୋକ ଆପଣଙ୍କ ସାଥ ଦେବାକୁ ପ୍ରସ୍ତୁତ ରହିବେ ।

ସିଂହ :- ଆଜି ଆପଣଙ୍କୁ ଧାର୍ମିକ ଲାଭ ହେବ । କାମର ନୂଆ ଅବସର ପ୍ରାପ୍ତ ହେବ । କାମ ବିଷୟରେ ନିର୍ନୟ ନେବା ସମୟରେ ନିଜ ଇଛାରବି ଧ୍ୟାନ ରଖନ୍ତୁ । ଯେଉଁ ସୁଯୋଗ ଆପଣଙ୍କୁ ଆଗକୁ ମଧ୍ୟ ଫାଇଦା ଦେବ ତାର ବିଚାର କରନ୍ତୁ । ଭୂମି ଭବନର କାମ ବନିବ । ଲୁଚି ରହିଥିବା ସାଙ୍ଗ ସାଥି ମାନେ ଆପଣଙ୍କ ନାମରେ ଉଡା କଥା କହିବାକୁ ଅଧୀର ହେବେ ।

କନ୍ୟା :- ଆଜି ଆପଣଙ୍କ ଘର ଭିତରେ ପ୍ରେମ ରହିବ । ପିତାଙ୍କ ତରଫରୁ ଲାଭ ମିଳିବାର ସଂଯୋଗ ବନିବ । ଆପଣ ଅଳ୍ପ ମୁଡ୍ଡି ଓ ଅଳ୍ପ ବହୁତ ସଂବେଦନଶୀଳ ହୋଇବେ । ସାମାଜିକ କାର୍ଯ୍ୟ କ୍ରମରେ ସାମିଲ ହେବାର ସୁଯୋଗ ମଧ୍ୟ ମିଳିବ । ସାଙ୍ଗ ମାନଙ୍କ ସହିତ ବହୁତ ଭଲ ସମୟ ବିତାଇବେ । ଆକସ୍ମିକ ଖର୍ଚର ଯୋଗ ରହିଛି । ପରିଶ୍ରମର ଅଧିକତା ରହିବ ।

ତୁଳା :- ଆଜି ଦୁଷ୍ଟ ଜନ କ୍ଷତି କରିପାରନ୍ତି । ବିଗିଡି ଯାଇଥିବା ସମସ୍ୟା ପାଇଁ ସ୍ଥିତି ଆପଣଙ୍କ ପକ୍ଷରେ ହୋଇବ । ବିଚାରରେ ସ୍ଥିରତା ଆପଣଙ୍କ ପାଇଁ ନୂଆ ଦିଗ ଦେବ । ଯେଉଁ ଲକ୍ଷର ପ୍ରାପ୍ତିର ଆପଣ ବହୁତ ସମୟ ଧରି ଅପେକ୍ଷା କରିଥିଲ ତାର ମାର୍ଗ ନଜର ଆସୁଛି । ଆପଣଙ୍କ ଭାବିବାର ଉପାୟରେ ଚେଞ୍ଜେସ ଆସିବ । ଘର ପରିବାରରେ ହସ ଖୁଶିର ବାତାବରଣ ରହିବ ।

ବିଛା :- ସମ୍ପତିର ରକ୍ଷଣ ବେକ୍ଷଣ ପାଇଁ ଖର୍ଚ ବଢିବ । ସଞ୍ଚିତା ଧନରେ କମି ଦେଖାଯିବ । ଶତ୍ରୁ ଆଉ ବିବାଦରୁ ମୁକ୍ତି ମିଳିବ । ଆପଣଙ୍କ ଖର୍ଚ କମ ହେବା ରୁ ଆପଣଙ୍କ ଅର୍ଥ ବ୍ୟବସ୍ଥା ସୁଦୃଢ ହେବ । ଭଲ ବାହାନର ସୁଖ ପ୍ରାପ୍ତି ହେବ ।

ଧନୁ :- ଘରର ଚିନ୍ତା ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିପାରେ । ନୂଆ ନୂଆ ଯୋଜନାରେ ଲାଭ ହେବ । ଆଜି ରୋଜଗାରରେ ପରିବର୍ତନ ହେବାର ସମ୍ଭାବନା ରହିଛି । ସାଙ୍ଗ ମାନଙ୍କ ଠାରୁ ଭଲ ସହଯୋଗ ମିଳିବ । ଆଜି ମହତ୍ଵ ପୂର୍ଣ କାମ ପୁରା ହେବ । ଆଜି ମନ ପ୍ରସନ୍ନ ହେବ । ବ୍ୟବସାୟରେ ବୃଦ୍ଧି ହେବ ।

ମକର :- ଆଜି ଆପଣ କୌଣସି ପ୍ରକାର ସମସ୍ୟାକୁ ନିଜ ପରିବାର ଉପରେ ଥୋପନ୍ତୁ ନହିଁ । ପୁରୁଣା ମିତ୍ରଙ୍କ ସହଯୋଗ ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ଅନୁକୂଳତା ରହିବ ଓ ବସ ସହିତ ଆପଣଙ୍କର ଭଲ ସମ୍ପର୍କ ରହିବ । କୌଣସି ଧାର୍ମିକ ଆୟୋଜନରେ ସେବା କରିବାର ସୁଯୋଗ ମିଳିବ । ରାଜନୀତିରେ କୌଣସି ଉଚ ନେତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

କୁମ୍ଭ :- ପ୍ରେମ ପ୍ରସଙ୍ଗ ପାଇଁ ସମୟ ବହୁତ ଭଲ ରହିଛି । ଲୋକ କଲ୍ଯାଣ କାର୍ଯ୍ୟ ପାଇଁ ବ୍ୟସ୍ତ ହୋଇପାରନ୍ତି । ଆଜି କାମ କରିବାର ଉପାୟ ଠିକ ରହିଲାତ ଆପଣଙ୍କୁ ସଫଳତା ହାସିଲ କରିବାରୁ କେହି ରୋକୀ ପାରିବେ ନହିଁ । ବାହାନର ପ୍ରୟୋଗ ସାବଧାନ ପୂର୍ବକ କରନ୍ତୁ ।

ମୀନ :- ଆଜି ଆପଣଙ୍କୁ ଘର, ଗାଡି, ଏହି ସବୁର କାଗଜ ପତ୍ର ସମ୍ଭାଳିକି ରଖିବାକୁ ହେବ । ଆଜି ଭୌତିକ ସୁଖ ସମୃଦ୍ଧିରେ ବୃଦ୍ଧି ହେବ ଓ ପରିବାର ଲୋକ ଆପଣଙ୍କ ଉପରେ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହିତ ସାମଜଂସ୍ୟ ବସାଇ ବାରେ ସଫଳ ରହିବେ । ବ୍ଯବସାୟିକ ଯାତ୍ରା ସଫଳ ରହିବ ।

Leave a Reply

Your email address will not be published. Required fields are marked *