ଶନିବାର ଦିନ ଓସ୍ତ ଗଛ ମୂଳରେ ବସି କହି ଦିଅନ୍ତୁ ଏହି ୨ଟି ଶବ୍ଦ, ତାପରେ ଦେଖିବେ ଚମତ୍କାର

ଶନି ଦେବ ନ୍ୟାୟ ପ୍ରିୟ ଦେବତା ଅଟନ୍ତି ସେ କେବେ ଭଲ ଲୋକଙ୍କ ସହ କିଛି ଖରାପ କରନ୍ତି ନାହିଁ କିନ୍ତୁ ଦୁଷ୍ଟ ବ୍ୟକ୍ତିଙ୍କୁ ଭଗବାନ ଶନି ଦେବ ଦଣ୍ଡ ଅବଶ୍ୟ ଦେଇଥାନ୍ତି । ତେବେ ବହୁତ୍ ଲୋକଙ୍କ ଜୀବନରେ ବହୁତ୍ କଷ୍ଟ ହୋଇଥାଏ ଆଉ ସେ ବିଚାର କରି ପାରନ୍ତି ନାହିଁ ଜେ ଏହି ସବୁର ସମାଧାନ କେମିତି ହବ । କାହା ପାଖରେ ଘର, ଚାକିରୀ, ଶାନ୍ତି କିଛି ନାହିଁ ଏହି ଭଳି ଲୋକଙ୍କୁ ଭଗବାନ ଶନି ଦେବଙ୍କ ଏହି ଉପାୟ ନିଶ୍ଚିନ୍ତ କରିବା ଆବଶ୍ୟକ ଅଟେ ଏହା ଦ୍ୱାରା ତାଙ୍କ ଜୀବନ ସୁଖମୟ ହବ ।

ଓସ୍ତ ଗଛ ଭଗବାନ ସନୀଙ୍କୁ ବହୁତ୍ ପ୍ରିୟ ହୋଇଥାଏ ତେବେ ଯେଉଁ ଘର କନ୍ୟା ବା ମହିଳା ପ୍ରତି ଶନିବାର ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତି ଆଉ ସେହି ଜାଲରେ ୪ଟି କଳା ରାଶି ପକାଇଥାନ୍ତି ତାଙ୍କ ଘର୍ପତିବାର ଉପରେ କେବେ କାହାର କୁ ଦୃଷ୍ଟି ଲାଗିଥାଏ ।

ଏହି ଭଳି ଘର ଉପରେ ଭଗବାନ ଶନି ଦେବ ତାଙ୍କ କୃପା କରନ୍ତି ଆଉ ଏହି ଭଳି ରୀ ତେବେ ଆପଣଙ୍କୁ ଗୋଟେ ସହଜ ଉପାୟ କରିବାର ଅଛି ଆପଣଙ୍କୁ ନିଜ ଘର୍ ପାଖ ଏମିତି ଗୋଟେ ଓସ୍ତ ଗଛ ମୂଳରେ ଯିବାର ଅଛି ଯେଉଁଠାରେ ଲୋକ ଆଗରୁ ପୂଜା କରନ୍ତି ସନ୍ଧ୍ୟା ସମୟରେ ଆପଣଙ୍କୁ ଗଛ ମୂଳରେ ଯିବାର ଅଛି ।

ତା ପରେ ଆପଣଙ୍କୁ ଗୋଟେ ଅଟା ଦୀପ କରିବାକୁ ହବ ସେଥିରେ ଘିଅ ପକାଇ ଆପଣ ଦୀପ ଲଗାନ୍ତୁ ଏହା ପରେ ଆପଣ ଓସ୍ତ ଗଛ ମୂଳରେ ବସି ହନୁମାନ ଚାଳିଶା ହାପ କରନ୍ତୁ ଆଉ ଓସ୍ତ ଗଛ ଗୋଟେ ପତ୍ରରେ ନାଲି ରଙ୍ଗ ଇଙ୍କ ରେ ନିଜ ଅସୁବିଧା ଲେଖି ଦିଅନ୍ତୁ ଆଉ ଆପଣଙ୍କ ଇଛା କଣ ଅଛି ।

କିନ୍ତୁ ମନେ ରଖିବେ ଆପଣ ଯେଉଁ ପତ୍ରରେ ଲେଖିବେ ତାକୁ ତୋଳିବେ ନାହିଁ ସେ ଗଛରେ ଲାଗି ରହିବ ଯେମିତି । ଏହା ପରେ ଆପଣ ସେହି ଡାଳରେ ପୂଜା ର ନାଲି ସୂତା ବାନ୍ଧି ଦିଅନ୍ତୁ ଆଉ ୧୦୮ ଥର ଓଁ ସନିଶ୍ଚରାୟ ନମଃ ଯାପ୍ କରନ୍ତୁ ୭ ଶନିବାର ଦିନ ଏମିତି କରନ୍ତୁ ଦେଖିବେ ଆପଣଙ୍କ ଜିବନ ସବୁ କଷ୍ଟ ବହୁତ୍ ଶିଘ୍ର ଦୂରେଇଯିବା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *