ଶନିବାର 20 ମାର୍ଚ୍ଚ 2021- ଶନିଦେବଙ୍କ କୃପାରୁ ଆଜି ଏହି 4 ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ବିତୀୟ ମାମଲାରେ ଟିକେ ସତର୍କ ରହିବାର ଆବଶ୍ୟକ ଅଟେ । ଦିନର ଆରମ୍ଭ ଆନନ୍ଦା ଦାୟକ ରହିବ । ଲାଭର ଯୋଗ ରହିଛି । କ୍ରୋଧ ବା ଉତେଜନା ଉପରେ ନିୟତ୍ରଣ ରଖନ୍ତୁ । ଭାବ ବିହ୍ଵଳ ହୋଇ କୌଣସି ଭୁଲ ନିସ୍ପତି ନିଅନ୍ତୁ ନହିଁ । ରାଜକୀୟ ସହଯୋଗ ପ୍ରାପ୍ତ ହେବ । ବ୍ୟାପାର ବ୍ୟବସାୟ ଠିକ ରହିବ । ଶତ୍ରୁ ପରାସ୍ତ ହେବେ । ଶ୍ଵାସ ସମ୍ବନ୍ଧୀୟ ରୋଗରେ ପୀଡିତ ରହିବେ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ ।

ବୃଷ :- ଆଜି ବହୁତ ମାମଲାରେ ପ୍ରଗତି ହେବ । ପରିବାର ଲୋକଙ୍କ ସହିତ ପ୍ରେମ ଭାବ ବନାଇ ରଖିବାର ଚେଷ୍ଟା କରନ୍ତୁ । ସମ୍ପର୍କରେ ମଜଭୁତି ହେବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ  ସହଯୋଗ ପ୍ରାପ୍ତି ହେବ । ଶ୍ଵାସତ୍ୟାର ଧ୍ୟାନ ରଖନ୍ତୁ । ବ୍ୟବସାୟ ଭଲ ଚାଲିବ । କେଉଁଠାକୁ ଯିବାକୁ ବଞ୍ଚନ୍ତୁ ସ୍ଵାସ୍ଥ୍ୟର ଆଜିଟିକେ ଧ୍ୟାନ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସହକର୍ମୀବି ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ଆଜି ଆପଣ କାହା ଉପରେ ଈର୍ଷା କରିବେ ନାହିଁ ।

ମିଥୁନ :- ଆଜି କୋର୍ଟ କଚେରୀ ଚକ୍କର ଲଗାଇବେ । ସମୟ ସହିତ ନିଜ ବ୍ୟବହାରରେ ଚେଞ୍ଜେସ କରିବାକୁ ପଡିବ । ସୁଖ ଶାନ୍ତି ଚାହୁଞ୍ଚନ୍ତିତ ନିଜ ବ୍ୟବହାରକୁ ବଦଳାଇବାକୁ ପଡିବ । କୌଣସି ବଡ ସଉଦା ଲାଭ ଦେଇପାରେ । ବେରୋଜଗାର ଦୂର କରିବାରେ ପ୍ରୟାସ ସଫଳ ହେବ । ବ୍ୟସ୍ତତା ଭିତରେ କମଜୋରି ଓ ଥକା ଲାଗିବ । ଲାଭର ଅବସର ବଢିବ । ବଡ ଲୋକଙ୍କ ମାର୍ଗ ଦର୍ଶନରେ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ । ପରିବାର ଲୋକଙ୍କ ସ୍ଵାସ୍ଥ୍ୟକୁ ନେଇ ଟିକେ ଚିନ୍ତିତ ହେବେ ।

କର୍କଟ :- ଜୀବନସାଥି ସହଯୋଗ ମିଳିପାରେ । କାନ୍ଧ ଓ ପିଠି ଦରଜରୁ ମୁକ୍ତି ମିଳିବ । ବ୍ୟବସାୟରେ ନିଜ କାର୍ଯ୍ୟକୁ ବିସ୍ତାର କରିବାକୁ ଭାବିବେ । ଶିକ୍ଷାରେ ସଫଳତାର ପ୍ରାପ୍ତି ହେବ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । କୌଣସି ବଡ ସମସ୍ୟାର ସମାଧାନ ହେବ । ଆର୍ଥିକ ସ୍ଥିତି ଚିନ୍ତାରେ ପକାଇବ । ଆର୍ଥିକ ଅସୁବିଧା କାରଣରୁ ଆପଣଙ୍କ ମନ ଚାରି ତରଫରୁ ଚିନ୍ତାଗ୍ରସ୍ତ ସ୍ଥିତିରେ ରହିବ । କିନ୍ତୁ କିଛି ବାରିଷ୍ଠ ବ୍ୟକ୍ତିତ୍ବ ଦ୍ଵାରା ଧାର୍ଯ୍ୟ ବାଧା ମିଳିବାରୁ ମୁକ୍ତି ମିଳିବ ।

ସିଂହ :- ବ୍ୟବସାୟରେ ରାଜନୈତିକ ଫାଇଦା ମିଳିପାରେ । ମତ ପିତା ଆପଣଙ୍କ ପରିଶ୍ରମ ଦ୍ଵାରା ଖୁସି ରହିବେ । ଆପଣଙ୍କ ସବୁ କାମରେ ତାଙ୍କର ସପୋଟ ମିଳିବ । କୌଣସି ପ୍ରୋଜେକ୍ଟ ପାଇଁ ଆପଣଙ୍କୁ ଆପଣଙ୍କର ରାୟ ଦେବାର ଆବଶ୍ୟକତା ପଡିବ । ପରିବାର ଲୋକଙ୍କ ସହିତ କୌଣସି ସମାରୋହରେ ବାହାରକୁ ବା ପର୍ଯ୍ୟଟନରେ ଯାଇପାରନ୍ତି । ବହନ ପ୍ରଯୋଗରେ ସାବଧାନ ହୁଅନ୍ତୁ ।

କନ୍ୟା :- ପଇସା ମାମଲାରେ କୌଣସି ସ୍ଟେପ ନେବା ପୂର୍ବରୁ ଭଲ ଭାବରେ ପରଖି ନିଅନ୍ତୁ । ପରିଜନଙ୍କ ସହିତ ସମ୍ପର୍କ ସ୍ଥାପିତ ହେବ । ଭୈରା ସ୍ୱାସ୍ଥ୍ୟ ଚୀନ୍ତା ହୋଇପାରେ । କିଛି ଲୋକ ଆପଣଙ୍କ ଭୂଲର ଫାଇଦା ଉଠାଇବେ । ଆଜିର କାମ କାଲିକି ରଖନ୍ତୁ ନହିଁ । ସରକାରୀ ଲୋକଙ୍କ ଠୁ ଲାଭ ହେବ । ବିମାର ପଡିବାର ଯୋଗ ରହିଛି ।

ତୁଳା :- ଆପଣ ସେହି ଲୋକଙ୍କ ସହିତ ମିଶିବେ ଯାହା ସହିତ ଆପଣ ମିଶିବାକୁ ଚାହୁଁ ଥିଲେ । ପରିବାର ଲୋକଙ୍କ ସହିତ ସମୟ ବିତିବ । ଜବରେ ଉନ୍ନତି ହେବ । ସନ୍ତାନ ସଫଳତାରେ ଖୁସି ହେବେ । ପ୍ରେମ ଜୀବନରେ ଚିନ୍ତା ରହିବ । ଏହି ରାଶିର ପିଲାଙ୍କ ପାଠପଢା ଭଲରେ ଚାଲିବ । ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା :- ପରିବାର ତରଫରୁ ଆପଣଙ୍କୁ ଭଲ ସହଯୋଗ ମିଳିବ । ଆଜି କମ ପ୍ରେସରରେ ଆପଣଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ରହିବ । କୌଣସି କଥାରେ ଖୁସି ମିଳିବ । ଜୋସରେ ଆସି କୌଣସି ରିସ୍କ ନିଅନ୍ତୁ ନାହିଁ । ଭାବିଥିବା କାମ ଧୀରେ ହୋଇବ । ଜୀବନସଠି ସହିତ ବିବାଦ ହୋଇପାରେ । ମାତପିତଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଆଧ୍ୟତ୍ମ ଦ୍ଵାରା ଲାଭ ହୋଇବ ।

ଧନୁ :- ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଯେଉଁ କାର୍ଯ୍ୟ କରିବାକୁ ଚହୁଁଛନ୍ତି ସେଥିରେ ସଫଳତା ମିଳିବ । ଆପଣଙ୍କ ଆଯ ବଢିବ ଓ ଧନ ଏକତ୍ରିତ କରିବାର ଯୋଗ ବନୁଛି । ଆଜି ଛାତ୍ରଅଧ୍ୟୟନର ନୂଆ ଦିଗ ମିଳିବ । ଆପଣ ଜୀବନସଥିର ନିକଟତା ସୁଖ ପ୍ରାପ୍ତ କରିବେ । ଅପରିବାର ଲୋକଙ୍କ ସହିତ ସମୟ ବିତାଇବେ ।

ମକର :-  ଆର୍ଥିକ ଓ ବ୍ୟାପାରିକ ନିଯୋଜନ କରିବା ପାଇଁ ଆଜିର ଦିନ ବହୁତ ଶୁଭ ରହିବ । ଆଜି ଆପଣ ପ୍ରସନ୍ନ ଓ ଆନନ୍ଦିତ ରହିବେ । ମିତ୍ର ତଥା ସମ୍ପର୍କୀୟ ମାନଙ୍କ ସହିତ ବୁଲିବା ପାଇଁ ଯୋଜନା ବନାଇବେ ଓ ଆନନ୍ଦ ଦାୟୀ ପ୍ରବାସ ମଧ୍ୟ ମିଳିବ । ଯେଉଁ ବିଦ୍ୟାର୍ଥୀ ମାନେ ଉଚ ଶିକ୍ଷା ପାଇଁ ପ୍ରୟାସ ରତ ଅଛନ୍ତି ତାଙ୍କୁ ଆସୁଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ । ନିଜ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନହିଁ ।

କୁମ୍ଭ :- ଆଜି ଆପଣ ଆପଣଙ୍କ ସାଥିର ଭାବନକୁ ବୁଝନ୍ତୁ । ଖର୍ଚର ଯୋଗ ରହିଛି, ବଜେଟର ଧ୍ୟାନ ରଖୀ କାମ କରନ୍ତୁ । ଆପଣଙ୍କୁ ଯିଏ ଈର୍ଷା କରୁଥିଲେ ସେମାନେ ଆପଣଙ୍କୁ ପ୍ରତେକ୍ଷ ଓ ପରୋକ୍ଷ ଭାବରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ । ଜୀବନସାଥି ସହିତ ବାଦ ବିବାଦ ନକରିବାକୁ ଚେଷ୍ଟା କରନ୍ତୁ ଆଜି ଦିନରେ ରାଗିବା ଅପଣଙ୍କ ପାଇଁ କ୍ଷତି ପ୍ରମାଣିତ ହୋଇପାରେ ଏଥିରେ ଆପଣଙ୍କ କାର୍ଯ୍ୟ ବିଗିଡି ପାରେ । ମାନସିକ ଚିନ୍ତା ଆସିପାରେ ।

ମୀନ :- ଆଜିର ଦିନ ବହୁତ କଥାବର୍ତାରେ ବିତିବ । ମାନସିକ ଚିନ୍ତରୁ ମୁକ୍ତି ମିଳିବ । ଦାଂପତ୍ଯ ଜୀବନରେ ପ୍ରେମ ରୋମାନ୍ସ ର ଅବସର ଆସିବ । ଯେଉଁ ଲୋକ ପ୍ରେମ ଜୀବନରେ ଅଛନ୍ତି ତାଙ୍କୁ ଆପଣଙ୍କ ପ୍ରିୟ ବ୍ୟବହାର ଅସୁବିଧାରେ ପକାଇ ପରେ । ଆଜି ନୂଆ ସାଥି ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

Leave a Reply

Your email address will not be published. Required fields are marked *