Sanjay Duttଙ୍କ 5ଜଣ Girlfriend ଯେଉଁମାନେ ଦେଖିବାକୁ ଏତେ ସୁନ୍ଦର କି ଆପଣ ଗୋଟେ ନଜରରେ ହୋଇଯିବେ ଦିବାନା

ବଲିଉଡ ଜଗତ ରେ ଆପଣଙ୍କୁ ବହୁତ ଏମିତି କଳାକାର ଦେଖିବାକୁ ମିଳି ଯିବେ ଯିଏ ନିଜ ଫିଲ୍ମ ଠାରୁ ଅଧିକ ନିଜ କଣ୍ଟ୍ରୋଭର୍ଶି ପାଇଁ ବହୁତ ଚର୍ଚା ର ବିଷୟ ହୋଇଥାନ୍ତି । ତେବେ ଦର୍ଶକ ମାନଙ୍କୁ ମଧ୍ୟ ନିଜ ପସନ୍ଦ କଳାକାର ଜିବନ ବିଷୟରେ ଜାଣିବାକୁ ବହୁତ ଇଛା ହୋଇଥାଏ । ସଞ୍ଜୟ ଦତ୍ତ ଙ୍କୁ କିଏ ଅବା ଜାଣି ନାହିଁ ସେ ବହୁତ ଭଲ ଅଭିନେତା ହବା ସହ ବହୁତ ଭଲ ନିର୍ମାତା ମଧ୍ୟ ଅଛନ୍ତି ଆଉ କିଛି ପଲିଟିକଲ ପାର୍ଟି ରେ ମଧ୍ୟ ଅଛନ୍ତି । ସଞ୍ଜୟ ଦତ୍ତ ଙ୍କ ବାପା ସୁନିଲ ଦତ୍ତ ବଲିଉଡ ଦୁନିଆର ବହୁତ ବଡ ନାମ୍ ଥିଲେ ତାଙ୍କ ଅଭିନୟ ଆଉ ବ୍ୟବହାର ସମସ୍ତଙ୍କୁ ବହୁତ ପସନ୍ଦ ଥିଲା ।

ଆଉ ଲୋକେ ତାଙ୍କୁ ବହୁତ ସମ୍ମାନ ମଧ୍ୟ କରୁଥିଲେ । କିନ୍ତୁ ସଞ୍ଜୟ ଦତ୍ତ ଅଭିନୟ ଭଲ କଲେ ଲୋକ ବି ବହୁତ ଭଲ କିନ୍ତୁ ରାଗ କେବେ କଣ୍ଟ୍ରୋଲ କରି ପାରିଲେ ନାହିଁ ଆଉ ବହୁତ କଣ୍ଟ୍ରୋଭର୍ଶି ଏବେ ବି ତାଙ୍କ ନାରେ ଅଛି । ଆଜି ଆମେ ଆପଣଙ୍କୁ ସଞ୍ଜୟ ଦତ୍ତଙ୍କ କିଛି ପ୍ରିୟ ଗାର୍ଲ୍ ଫ୍ରେଣ୍ଡ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

୧- ଟିନା :

ଆପଣ ମାନେ ସଞ୍ଜୟ ଦତ୍ତ ଫିଲ୍ମ ରକି ଦେଖିଥିବେ ଏହି ଫିଲ୍ମରେ ଟୀନା ତାଙ୍କ ସହ କାମ କରିଥିଲେ ଦୁହିଁଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ହୋଇଥିଲା ଯାହାକୁ ସଞ୍ଜୟ ଦତ୍ତ ପରିବାର ମାନି ନେଇ ଥିଲା କିନ୍ତୁ ଦୁହିଁଙ୍କ ମଧ୍ୟ କିଛି ଝଗଡା ପାଇଁ ସମ୍ପର୍କ ଭାଙ୍ଗି ଗଲା ଆଉ ଦୁହେଁ ଅଲଗା ହୋଇ ଗଲେ ।

୨- ମାଧୁରୀ ଦିକ୍ଷୀତ :

ଧକ ଧକ ଗର୍ଲଙ୍କୁ କିଏ ଅବା ଜାଣି ନାହିଁ ଆଜିବି ଭାରତ ଦର୍ଶକ ଆଉ ବିଦେଶରେ ମଧ୍ୟ ମାଧୁରୀଙ୍କ ଫ୍ୟାନ ଅଛନ୍ତି । ଗୋଟେ ସମୟ ଏମିତି ଆସିଥିଲା ଯେତେବେଳେ ମାଧୁରୀ ମଧ୍ୟ ସଞ୍ଜୟଙ୍କ ପ୍ରେମରେ ଦିବାନୀ ହୋଇଥିଲେ କିନ୍ତୁ ମାଧୁରିଙ୍କ ଘର ଲୋକଙ୍କୁ ସଞ୍ଜୟ ଜମା ପଶନ୍ଦ ନଥିଲେ ଆଉ ତା ପରେ ସଞ୍ଜୟ କିଛି କେସ ପାଇଁ ଜେଲ ଗଲେ ଯାହା ପରେ ମାଧୁରୀ ସଞ୍ଜୟ ଠାରୁ ଦୂରେଇ ଗଲେ ଆଉ ଦୁହିଁଙ୍କ ପ୍ରେମ ଅଧାରେ ରହି ଗଲା ।

୩- ଏହା ପରେ ସଞ୍ଜୟ ଦତ୍ତଙ୍କୁ ରିଚା ସହ ପ୍ରେମ ହେଲା ଆଉ ଦୁହେଁ ବିବାହ ମଧ୍ୟ କଲେ ଆଉ ଦୁହିଁଙ୍କ ଗୋଟେ ଝିଅ ମଧ୍ୟ ହେଲେ ଯାହାଙ୍କ ନାମ୍ ତୃଷ୍ଣା ଅଟେ କିନ୍ତୁ ରିଚାଙ୍କୁ କ୍ୟାନ୍ସର ହୋଇଗଲା ଓ ସେ ସଞ୍ଜୟଙ୍କୁ ସବୁଦିନ ପାଇଁ ଏକା କରି ଚାଲିଗଲେ।

୪- ରିଆ ପିଲଇ :

ରିଚା ଶର୍ମାଙ୍କ ମୃତ୍ୟୁ ବହୁତ ବର୍ଷ ପରେ ସଞ୍ଜୟ ଦତ୍ତ ରିୟା ସହ ବିବାହ କଲେ କିନ୍ତୁ ବହୁତ କମ ସମୟରେ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଗଲା ଆଉ ଦୁହେଁ ଅଲଗା ହୋଇ ଗଲେ ।

୫- ମାନ୍ୟତା ଦତ୍ତ :

ଏହା ପରେ ସଞ୍ଜୟ ଦତ୍ତ ଜୀବନରେ ମାନ୍ୟତା ଦତ୍ତ ଆସିଲେ ଯିଏ ବର୍ତମାନ ପର୍ଯ୍ୟନ୍ତ ସଞ୍ଜୟ ଦତ୍ତଙ୍କ ସହ ଅଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *