ସଞ୍ଜିବନୀ ବୁଟିବି ଫେଲ ମାରିବ ଏହା ଆଗରେ, ପ୍ରଥିବୀର ଅମୃତ ଅଟେ ଏହି ଜିନିଷ- ଯଦି ମିଳିଯାଏ ଛାଡିବେନି

ଆଜି ଆମେ ଆଲୋଚନା କରିବା ଏମିତି ଗଛ ବିଷୟରେ ଏହି ଗଛ ଆପଣ ମନ୍ଦିର ବାହାରେ ଦେଖିଥିବେ । ଏହି ଗଛ ପୁରା ଭରତ ବର୍ଷରେ ପ୍ରସିଦ୍ଧ ଅଟେ ଏହାର ନାମ ହେଉଛି କନିଅର ଗଛ । ଏହି ଗଛର ବହୁତ ଦିନ ପର୍ଯ୍ୟନ୍ତ ହୋଇଥାଏ, ଏହାର ପତ୍ର ବହୁତ ସରୁ ଓ ଲମ୍ବା ହୋଇଥାଏ । କନିଅର ଗଛ ଚାରି ପ୍ରକାରର ହୋଇଥାଏ ଧଳା, ନାଲି, ହଳଦିଆ, ଗୋଲାପି ବା ନାଲି ଏହି ଗଛ ପ୍ରାୟ ମନ୍ଦିର ବାହାରେ ମିଳିଥାଏ ।

ଏହାର ଫଳ ଫୁଲ ବିସ ହୋଇଥାଏ, କିନ୍ତୁ ବିସ ହେବା ସହିତ ଏହାକୁ ଆପଣ ଶରୀରର ବାହାର ଭାଗରେ କରିପାରିବ । ଚେହେରାରେ ବ୍ରଣ, ଓ ଧଳା ଦାଗ ହେଉ କି ଧଳା କେଶକୁ କଳା କରିବାର ହେଉ, ଘା ଯାହା ବହୁତ ଦିନରୁ ସୁଖୁନି, କାଛୁ କୁଣ୍ଡିଆ ହେଉ, ଗଣ୍ଠିର ଦରଜ ହେଉ। କି କେସ ଝଡିବା ହେଉ  ଆପଣ ଏହି ସବୁ ସମସ୍ୟାକୁ ଖତମ କରିପାରିବେ  ଏହା ସହିତ ଆହୁରିବି ବହୁତ ଫାଇଦା ରହିଛି ।

ଆସନ୍ତୁ ଜାଣିବା ବିସ୍ତାର ଭାବରେ ଏହାର ଫାଇଦା ବିଷୟରେ । ପ୍ରଥମେ ଜାଣିବା ଘା ଯାହା ବହୁତ ଦିନରୁ ସୁଖୁନି, ଏହାର ପତ୍ରକୁ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ  ନଡିଆ ତେଲରେ ମିଶାଇ ଘାରେ ଲଗାନ୍ତୁ  ଦେଖିବେ ବହୁତ ଶୀଘ୍ର ସୁଖୀ ଯିବ । ଯଦି ଚର୍ମ ରୋଗ ହୋଇଛି କେମିତି ତାକୁ ଠିକ କରିବା । କନିଅର ଫଳକୁ ଶେବ କେସର ସହିତ ପେଷିକି ପେଷ୍ଟ ବନାଇ ଦିଅନ୍ତୁ ଓ କାଛୁ କୁଣ୍ଡିଆ ସ୍ଥାନରେ ଲଗାଇଲେ ଦେଖିବେ ଆରମ ମିଳିବ ।


ଯଦି ଆଣ୍ଠୁ ଗଣ୍ଠି ଦରଜ ହେବ ଏହାକୁ କେମିତି ଦୂର କରାଯାଇପାରିବ, ତାର ଫୁଲକୁ ପେଷିକି  ଏରଣ୍ଡ ତେଲରେ ମିଶାଇ କି ଜତୁନ ତେଲରେ ମିଶାଇ  ହଲ୍କା ହାତରେ ,ମସାଜ କରିବା ଦ୍ଵାରା ଗଣ୍ଠି ଦରଜରୁ ଆରାମ ମିଳିଥାଏ । ଯଦି ଚେହେରାରେ ବ୍ରଣ କି ଦାଗ ହେଉ ତାହେଲେ କେମିତି ତାକୁ ଦୂର କରିପାରିବ । ଧଳା କନିଅର ଫୁଲକୁ ପେଷିକି ଚେହେରାରେ ଲଗାଇକି ଦଶ ମିନିଟ ପରେ ତାକୁ ଧୋଇ ଦିଅନ୍ତି । ଏମିତି ସପ୍ତାହରେ  ତିନିଦିନ କରିବା ଦ୍ଵାରା ଚେହେରାରେ ବ୍ରଣ ଦାଗ ସବୁ ଭଲ ହୋଇ ଗୋରା ହୋଇଯାଇଥାଏ ।


ଯଦି କେସ ଝଡୁଛି ତାହେଲେ  କନିଅର ପତ୍ରକୁ ନଡିଆ ତେଲରେ ଗରମ କରିବେ ଯେମିତି ପତ୍ର କଳା ହୋଇଯିବ ତେଲକୁ ଛାଣି କେଶରେ ଲଗାଇବା ଦ୍ଵାରା କେସ ଝଡିବା ବନ୍ଦ ହୋଇଯାଇଥାଏ । ରାତିରେ ଏହି ତେଲ ଲଗାଇବେ ଓ ସକାଳେ ଏହାକୁ ସାମ୍ପୁ କରିଦେବେ । ଯଦି କମ ବୟସରେ କେସ ଧଳା ହୋଇଥାଏତ ହଳଦିଆ କନିଅର ଫୁଲକୁ ଗାଇର ଦୁଧରେ ପେଷିକି ଲଗାଇବା ଦ୍ଵାରା ଏଥିରେ ଆପଣଙ୍କ ଧଳାବାଳ କଳା ହୋଇଯିବ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *