ଓଡିଶାରେ କେତେକ କଳାକାର ଅଛନ୍ତି ଯିଏ ଛୁଆ ବେଳେ ବହୁତ ଭଲ କାମ କରିଛନ୍ତି କିନ୍ତୁ ବଡ ହବା ପରେ ଏହି ଲାଇନରେ ଆସିବାକୁ ଇଛା କଲେ ନାହିଁ । ତେବେ ଏହି ଲିଷ୍ଟରେ ପ୍ରଥମ ନାମ ସନ୍ଦୀପଙ୍କ ଆସିଛି ତାଙ୍କୁ ଆପଣ ମାନେ ସନ୍ତାନ ଫିଲ୍ମରେ ଶିଶୁ କଳାକାର ରୂପରେ ଦେଖିବାକୁ ପାଇଥିବେ ।
ଏହା ଛଡା ଅନ୍ୟ ବହୁତ ଫିଲ୍ମରେ ମଧ୍ୟ ସେ ଶିଶୁ କଳାକାର ରୂପରେ କାମ କରିଛନ୍ତି । ତାଙ୍କ ବାପା ଜଣେ ବହୁତ ବଡ ପ୍ରଡ୍ୟୁସର ଅଟନ୍ତି ଓ ସେ ନିଜ ପୁଅକୁ ଅଭିନେତା ରୂପରେ ଦେଖିବାକୁ ଇଛା କରିଥିଲେ । କିନ୍ତୁ ସନ୍ଦୀପଙ୍କୁ ଅଭିନୟ ଏତେ ପସନ୍ଦ ନୁହ ତାଙ୍କ କହିବା ଅନୁଯାଇ ସେ ଛୋଟ ଥିଲେ ଓ ତାଙ୍କ ମନ ନହେଲେ ମଧ୍ୟ ସେ ନିଜ ବାପାଙ୍କ ପାଇଁ ଅଭିନୟ କରୁଥିଲେ ।

କିନ୍ତୁ ସେ କେବେ ଗୋଟେ ଅଭିନେତା ହବାକୁ ଇଛା କଲେ ନାହିଁ । ସନ୍ଦୀପ ନିଜ ପାଠ ସମାପ କରିବା ପରେ ଜଣେ ପ୍ରଡ୍ୟୁସର ହବାକୁ ଇଛା କରୁଥିଲେ ତାଙ୍କୁ ନିଜ ବାପାଙ୍କ ଭଳି ଗୋଟେ ପ୍ରଡ୍ୟୁସର ହବାର ଥିଲା । ସନ୍ଦୀପ ଚଳଚିତ୍ର ଦୁନିଆରେ ଅଲଗା ହୋଇଛନ୍ତି କିନ୍ତୁ ସମ୍ପପୂର୍ଣ୍ଣ ଭାବରେ ଅଲଗା ହୋଇ ନାହାନ୍ତି । ବର୍ତମାନ ସେ ପ୍ରଡ୍ୟୁସର ଅନୁଯାଇ ବହୁତ ଚଳଚିତ୍ର ଓ ସିରିଏଲରେ କାମ କରୁଛନ୍ତି ଓ ନିଜ ପରିବାର ସହ ବହୁତ ଖୁସିରେ ଅଛନ୍ତି ।

ଖବର ଅନୁଯାଇ ଯେତେବେଳେ ସନ୍ଦୀପ ବଡ ହୋଇଥିଲେ ତାଙ୍କ ବାପପା ନିଜ ପୁଅକୁ ମୁଖ୍ୟ ଅଭିନେତା ରୂପରେ “ଆଇ ଲଭ ୟୁ” ଫିଲ୍ମରେ କାମ କରେଇବାକୁ ଇଛା କରିଥିଲେ କିନ୍ତୁ ସନ୍ଦୀପ ମନା କରିଥିଲେ ଯାହା ପରେ ଏହି ଫିଲ୍ମ ଅନୁଭବ କରିଥିଲେ ଓ ଫିଲ୍ମ ବହୁତ ହିଟ ମଧ୍ୟ ହୋଇଥିଲା । ଆପଣ ମାନଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଲୋକଙ୍କ ପାଖରେ ଚାନ୍ସ ମିଳୁ ନାହିଁ କାମ କରିବା ପାଇଁ । କିନ୍ତୁ ସନ୍ଦୀପ ସେହି ଚାନ୍ସ ମନା କରି ଦେଲେ ତେବେ ମଣିଷକୁ ନିଜ ସପନ ସତ କରିବା ଉଚିତ ।

ଏହା ସନ୍ଦୀପ ଦେଖେଇ ଦେଇଛନ୍ତି ଯେଉଁ କାମରେ ମଣିଷକୁ ଖୁସି ମିଳି ନଥାଏ ସେହି କାମ କରିବା ଉଚିତ ନୁହ । ସନ୍ଦିପ୍ପ ନିଜ କଲେଜ ସାଙ୍ଗ ପ୍ରିୟଙ୍କା ସହ ବିବାହ କରିଛନ୍ତି ଓ ନିଜ ସ୍ତ୍ରୀ ଓ ଛୁଆ ସହ ବର୍ତମାନ ବହୁତ ଖୁସିରେ ଅଛନ୍ତି । ତେବେ ସନ୍ଦୀପ ନିଜ ଜୀବନରେ ଯାହା କରିବାକୁ ଇଛା କରିଥିଲେ ତାହା ସେ ଏବେ କରୁଛନ୍ତି ଓ ସେ ନିଜ କାମ ପ୍ପାଇନ ବହୁତ ଖୁସି ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।