ସେ-କ୍ସ, ସପ୍ତାହରେ କେତେ ଥର କରିବା ଉଚିତ ହୋଇଥାଏ ?

ଆପଣ ମାନେ ଜାଣିଛନ୍ତି କି ମଣିଷ ଦାମ୍ପତ୍ୟ ଜୀବନ ସବୁଠାରୁ ଉତ୍ତମ ସମୟ ସେହି ସମୟ ହୋଇଥାଏ ଯେତେବେଳେ ସ୍ଵାମୀ ସ୍ତ୍ରୀ ମନ ମିଳନ ହୋଇଥାଏ । ତେବେ ସ୍ଵାମୀ ସ୍ତ୍ରୀ ସ-ମ୍ପ-ର୍କ ବହୁତ ଗ-ମ୍ଭୀ-ର ହୋଇଥାଏ ଆଉ ଏହାକୁ ମ-ଜ-ବୁ-ତ କରିବା ପାଇଁ ମନ ଆ-ତ୍ମା ସହ ଶରୀର ମିଳନ ହବା ଆବଶ୍ୟକ ହୋଇଥାଏ ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କିଛି ଲୋକଙ୍କ ମନରେ ଏହି ପ୍ରଶ୍ନ ହୋଇଥାଏ ଯେ ସପ୍ତାହରେ କେତେ ଥର ଶାରୀରକ ସ-ମ୍ପ-ର୍କ ରଖିବା ଉଚିତ ରହିଥାଏ ?

ତେବେ କଣ ଆପଣ ଜାଣିଛନ୍ତି ଯଦି ଏହାକୁ ସଂ-ଭୋ-ଗ କୁହା ଯାଏ ତେବେ ଏହାକୁ କହିବା ପାଇଁ ଆଉ ଶୁଣିବା ପାଇଁ ଖରାପ ଲାଗି ନଥାଏ, ତେବେ ଆୟୁର୍ବେଦରେ ଏହାକୁ ସଂ-ଭୋ-ଗ ନା ଦିଆ ଯାଇଛି । ସଂ-ଭୋ-ଗ ଏମିତି ଗୋଟେ ଜିନିଷ ଯାହା ଦୁଇ ଲୋକଙ୍କୁ ଏକ କରିଥାଏ ଆଉ ଦୁହିଙ୍କୁ ତୃ-ପ୍ତି ର ଅନୁଭବ ହୋଇଥାଏ । ତେବେ କିଛି ଲୋକ କୁହନ୍ତି ମୁଁ ୪ ରୁ ୫ ଥର କରିଥାଏ କିନ୍ତୁ ସଂ-ଭୋ-ଗ ନିଜ ସାଥି ଉପରେ ଜ-ବ-ର-ଦ-ସ୍ତି କରିବା ଅର୍ଥ ନୁହେଁ ।

ସାଥି ଆଉ ଆପଣ ଦୁହେଁ ସୁଖ ପାଇବେ ସେଥିପାଇଁ ସଂ-ଭୋ-ଗ କରା ଯାଇଥାଏ । କଣ ଆପଣ ଜାଣିଛନ୍ତି ଯେ ଗୋଟେ ଦିନରେ ଅଧିକ ଏକ୍ସରସାଇଜ କଲେ କଣ ହୁଏ ଆପଣଙ୍କ ହାଡ ଗଣ୍ଠି ସବୁ ଦରଜ ଆରମ୍ଭ ହୋଇଥାଏ ଠିକ ସେମିତି ସଂ-ଭୋ-ଗ ଯଦି ଆପଣ ନିଜ ଶରୀର ଆଉ ନିଜ ସାଥି କ୍ଷମତା ଅନୁଯାଇ ନକରି ପାରନ୍ତି ତେବେ ଏହା ଆପଣଙ୍କ ସାଥି ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିଥାଏ ।

ସଂ-ଭୋ-ଗ କରିବା ଜୀବନର ବହୁତ ବଡ ସୁଖ ହୋଇଥାଏ ଏହାକୁ ମଣିଷ ଜୀବନ ସୁଖମୟ କରିବା ପାଇଁ ଆଉ ବଂଶ ଆଗକୁ ବଢେଇବା ପାଇଁ ଉପଯୋଗୀ କରା ଯାଇଥାଏ । ତେବେ ସଂ-ଭୋ-ଗ କରିବା କିଛି ଖରାପ କଥା ନୁହ କିନ୍ତୁ ନିଜ ଶରୀର ଆଉ ନିଜ ସାଥି ଶରୀର ଧ୍ୟାନ ରଖିବା ଆପଣଙ୍କ ପାଇଁ ଆବଶ୍ୟକ ହୋଇଥାଏ । ତେବେ ଆପଣ ନିଜ ଜୀବନ ଯେତେ ସୁଖୀ ଭାବରେ ବଞ୍ଚି ପାରନ୍ତି ଆପଣଙ୍କ ପାଇଁ ଭଲ ରହିଥାଏ ଆଉ ସନ୍ତାନ ହେଲା ପରେ ବି ଏହା କରିବା ଉଚିତ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *