King Cobra ଭୟଭୀତ କରୁଥିବା ଭୟଙ୍କର ଫୁଙ୍କାର ଶୁଣି ଛାତି ଥଋ ଉଠିବ: ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ କିଙ୍ଗ କୋବ୍ରା ସା-ପ ବି-ଷୟରେ କହିବୁ । ଯାହାକୁ ସା-ପମାନଙ୍କ ମଧ୍ୟରେ ରାଜା ବୋଲି ବି କୁହାଯାଏ । ଏହାର ଫୁଙ୍କାର, ଆକ୍ରମଣ ଇତ୍ୟାଦି ବି-ଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହାର ଗୋଟିଏ ଚୋଟରେ ମନୁଷ୍ୟର ମୃ-ତ୍ୟୁ ସୁନିଶ୍ଚିତ । ଆଜି ଆମେ କିଙ୍ଗ କୋବ୍ରାର କିଛି ଆକ୍ରାମକ ଦୃଶ୍ୟ ଆପଣଙ୍କ ପାଇଁ ନେଇ ଆସିଛୁ । କହିବାକୁ ଗଲେ ସା-ପ ଧରାଳି ଗୋଟିଏ କିଙ୍ଗ କୋବ୍ରାକୁ ଜଙ୍ଗଲରେ ଛାଡିବାକୁ ଆସିଛନ୍ତି ।

ଏହା ସହିତ ସେ ଏହା ବି-ଷୟରେ କିଛି ବିଶେଷ ସୂଚନା ବି ଦେଉଛନ୍ତି । ଏହି ବ୍ୟକ୍ତି ଜଣକ ଏହା ବି କହୁଛନ୍ତି କି କୌଣସି ସା-ପକୁ କିମ୍ବା ଅନ୍ୟ କୌଣସି ଜୀବଜନ୍ତୁଙ୍କୁ ମାରିବା ଉଚିତ ନୁହେଁ । କାରଣ ସେମାନଙ୍କ ମଧ୍ୟରେ ବି ଜୀବନ ଥାଏ । ଜୀବହତ୍ୟା ମହାପାପ ବୋଲି କୁହାଯାଇଛି ।

ଆପଣ ସେହି ସା-ପକୁ ନ ମାରି ସା-ପ ଧରାଳିମାନଙ୍କୁ ଡାକନ୍ତୁ । ସେମାନେ ତାଙ୍କୁ ନେଇ ସୁରକ୍ଷିତ ସ୍ଥାନରେ ଛାଡି ଦେବେ । ଏହି ବ୍ୟକ୍ତି ଜଣକ ଏହା ବି କହୁଛନ୍ତି କି ସା-ପ ଛାଡିବା ସମୟରେ କେଉଁ ସବୁ କଥା ଉପରେ ଧ୍ୟାନ ରଖିବା ଉଚିତ । କିଙ୍ଗ କୋବ୍ରା ଅନ୍ୟ ସମସ୍ତ ସା-ପ ଠାରୁ ଭୟଙ୍କର ଅଟେ । କିଙ୍ଗ କୋବ୍ରା କାହାକୁ ବି ଦେଖି ଭୟଭୀତ ହୁଏ ନାହିଁ । ଓଲଟା ଏହା ସମସ୍ତଙ୍କୁ ଭୟଭୀତ କରିଥାଏ । ଦୁନିଆର ଏହା ସବୁଠୁ ଭୟଙ୍କର ଓ ବି-ଷଧର ସା-ପ ଅଟେ ।

ଏହି ସା-ପମାନଙ୍କର ସ୍ପୀଡ ଅନ୍ୟ ସା-ପମାନଙ୍କ ତୁଳନାରେ ବହୁତ ଅଧିକ । ଏମାନେ ବହୁତ ଜଲ୍ଦି ଜଣଙ୍କର ପିଛା କରନ୍ତି । ଏହା ସହିତ ବହୁତ ଜଲ୍ଦି ଚୋଟ ବି ମାରନ୍ତି । ଏମାନଙ୍କର ଗୋଟିଏ ଚୋଟରେ ବ୍ୟକ୍ତିର ଜୀବନ ଯିବା ସୁନିଶ୍ଚିତ ଅଟେ । ଏହି ସା-ପକୁ କିଙ୍ଗ କୋବ୍ରା ଓ ନାଗରାଜ ବୋଲି ବି କୁହାଯାଏ । ଏହି ସା-ପ ସାମ୍ନାକୁ ଯିବାକୁ ହେଲେ ଆପଣଙ୍କ ମଧ୍ୟରେ ସାହାସ ଭରପୁର ଥିବା ଦରକାର । ଯଦି ଆପଣ ଭୟଭୀତ ହୋଇଯିବେ ତେବେ ଆପଣ ଏହାର ଶିକାର ମଧ୍ୟ ହୋଇ ପାରନ୍ତି ।

ଯଦି ଏହି ସା-ପ କାହା ସାମ୍ନାକୁ ଚାଲି ଆସେ ତେବେ ଭଲ ଭଲ ଲୋକମାନଙ୍କର ବି ଝାଳ ବାହାରି ପଡେ । ଏହାକୁ ଦେଖିଲେ ହାତୀ ବି ନିଜର ରାସ୍ତା ପରିବର୍ତ୍ତନ କରିଦିଏ । କିନ୍ତୁ ଏହି ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ସା-ପର ବି-ଷ କିମ୍ବା ଅନ୍ୟ କୌଣସି କାରଣ ପାଇଁ ତାଙ୍କୁ ମାରି ଦେଉଛନ୍ତି । ଆପଣ ଏହି ସା-ପର ହୁଙ୍କାର ଦେଖି ପାରିବେ ।

ଯେମିତି ହିଁ ବ୍ୟକ୍ତି ଜଣକ ଏହାର ଲାଞ୍ଜ ଧରିବାକୁ ଚେଷ୍ଟା କରୁଛି ସା-ପ ସଙ୍ଗେ ସଙ୍ଗେ ପଛକୁ ବୁଲି ଚୋଟ ମାରିବା ପାଇଁ ବି ପ୍ରସ୍ତୁତ ହୋଇ ଯାଉଛି । ସା-ପ ପ୍ରତି ମୂହୁର୍ତ୍ତରେ ନିଜ ମୁହଁରୁ ଜିଭ ବାହାର କରି ସାମ୍ନାରେ ଥିବା ବ୍ୟକ୍ତିକୁ ଭୟଭୀତ କରୁଛି । ଏହା ପରେ ଶେଷରେ ସା-ପ ଟି ଜଙ୍ଗଲ ଭିତରକୁ ଚାଲି ଯାଉଛି ।

Leave a Reply

Your email address will not be published. Required fields are marked *