ସାପକୁ ରାକ୍ଷୀ ବାନ୍ଧିବା ପଡିଲା ମହଙ୍ଗା, ସବୁ ଦିନ ପାଇଁ ଶୋଇଗଲା ଭାଇ, ଭାଇରାଲ୍‌ Videoରେ ଛାତିଥରା ଦୃଶ୍ୟ

ଭାଇ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୨୨ ତାରିଖ ରବିବାର ଦିନ ରାକ୍ଷା ପୂର୍ଣ୍ଣିମା ଖୁବ ଧୂମଧାମରେ ପାଳନ କରା ଯାଇଛି । ଏହି ଦିନ ଭାଇ ଭଉଣୀ ପାଇଁ କେତେ ଯେ ଉପହାର ଆଣିଥାଏ । କିନ୍ତୁ ଏହି ଦିନ ଏମିତି ଏକ ଘ-ଟ-ଣା ଘଟିଛି ଯାହା ଏକ ହୃଦୟ ବି-ଦ-ରା-କ ଘ-ଟ-ଣା ଅଟେ । ରାକ୍ଷୀ ପୂର୍ଣ୍ଣିମା ଦିନ ବିହାରର ସାରଣ ଜିଲ୍ଲାର ଜଣେ ଯୁବକ ସା-ପକୁ ରାକ୍ଷୀ ବାନ୍ଧିବାକୁ ଯାଇ ପ୍ରା-ଣ ହ-ରା-ଇ-ଛ-ନ୍ତି । ସେହି ଯୁବକ ହେଉଛନ୍ତି ମନମୋହନ ଯାହାଙ୍କ ଭଉଣୀ ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ସେ ସା-ପ ଚୋ-ଟରେ ନିଜର ଜୀବନ ହ-ରା-ଇ-ଛନ୍ତି ।

ମନମୋହନ ତାଙ୍କ ଭଉଣୀକୁ ସା-ପକୁ ରାକ୍ଷୀ ବାନ୍ଧିବାକୁ କହିଥିଲେ । କିନ୍ତୁ ତାଙ୍କ ଭଉଣୀ ଭୟରେ ଦୂରେଇ ଯାଇଥିଲେ । ଏହା ପରେ ମନମୋହନ ସାହସ କରି ଦୁଇଟି ସା-ପର ମୁଣ୍ଡକୁ ଧରି ତିଳକ କରି ରାକ୍ଷୀ ବାନ୍ଧୁଥିଲେ ।

କିନ୍ତୁ ମନମୋହନ ଜାଣି ନ ଥିଲେ ଯେ ରାକ୍ଷୀ ଦିନ ତାଙ୍କ ଜୀବନର ଶେ-ଷ ଦିନ ହେବ । ସେ ସା-ପକୁ ବହୁତ ଭଲ ପାଉଥିଲେ । ଯେବେ ସେ ବି-ଷଧର ସା-ପ ଦେଖନ୍ତି ତେବେ ତାକୁ ଧରି ଦୂର ଜାଗାରେ ଛାଡି ଦେଇ ଆସନ୍ତି । ଏମିତିକି ସା-ପ ସହ ତାଙ୍କର ସ-ମ୍ପ-ର୍କ ପ୍ରାୟ ୧୦ ବର୍ଷ ହେବ ରହିଥିଲା ।

ବର୍ତ୍ତମାନ ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ରେ ଜଣା ପଡୁଛି ଯେ ମନମୋହନ ଦୁଇ ଟି ସା-ପର ମୁଣ୍ଡ କୁ ଧରି ତାଙ୍କ ମୁଣ୍ଡ ରେ ଟୀକା ଲଗାଉଛନ୍ତି । ଏହି ସମୟ ମଧ୍ୟ ରେ ଗୋଟେ ସା-ପ ତାଙ୍କ ଗୋଡ ଆଡକୁ ଯାଇ ପୁଣି ଥରେ ଫେରି ଆସୁଛି । ଏହାର କିଛି ସମୟ ପରେ ମନମୋହନ ଅନ୍ୟମନସ୍କ ହୋଇ ପଡିଛନ୍ତି ଯାହା ଏହି ଭି-ଡି-ଓ ରୁ ସ୍ପଷ୍ଟ ହେଉଛି । ଏହି ସମୟରେ ସା-ପ ଟି ପୁର୍ନବାର ତାଙ୍କ ଗୋଡ ପାଖ କୁ ଯାଇ ତାଙ୍କର ଆଙ୍ଗୁଳି କୁ କାମୁଡି ଦେଉଛି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି ।

କିନ୍ତୁ ମନମୋହନ ସା-ପ ଚୋ-ଟ ମା-ରି-ବା ପରେ ମଧ୍ୟ ଏହାକୁ ଖାତିର ନ କରି ମଉଜ ମସ୍ତି କରିବାରେ ମା-ତି ଯାଇଥିଲେ । ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁ-ରୁ-ତ-ର ହୋଇ ପଡିଥିଲା । କିନ୍ତୁ ଏହି ଭି-ଡି-ଓ ରେ ସେମିତି କିଛି ଦୃଶ୍ୟ ହୋଇ ନାହି । କିନ୍ତୁ ସୂଚନା ମିଳିଛି ଯେ ପରିବାର ଲୋକ ମାନେ ତାଙ୍କୁ ହସ୍ପିଟାଲ ନ ନେଇ ଝଡା ଫୁଙ୍କା କରିଥିଲେ । କିନ୍ତୁ ଶେଷ ମୂହୁର୍ତ୍ତରେ ତାଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହି । ହସପିଟାଲରେ ତାଙ୍କୁ ଡାକ୍ତର ମୃ-ତ ଘୋଷଣା କରିଥିଲେ ।

ଏହି ଘ-ଟ-ଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *