ସଫଳ ଇମପ୍ଳାଣ୍ଟେସନ ଚାହୁଁଛନ୍ତି ତେବେ ଏହି ୧୦ ଜିନିଷ ଭୁଲ ବି କେବେ ଖାଆନ୍ତୁ ନାହିଁ- Pregnancy Tips

ଗର୍ଭ ଧାରଣର ସଫଳତା ପାଇ କିଛି ଜିନିଷ ଆପଣେଇବା ଆଉ କିଛି ଆଭୋଏଡ କରିବା ବହୁତ ଜରୁରୀ ହୋଇଥାଏ । ଏମିତି କିଛି ୧୦ ଟି ଜିନିଷ ରହିଛି ଜା ଆମେ ତାକୁ ଯାଇଥାଉ ଆଉ ତାର ଆଖପାଖରେ ରହିଥାଉ ।

ଆଉ ସେହି ସମୟରେ ଆପଣଙ୍କୁ ସେହି ଜିନିଷରୁ ବଞ୍ଚିତ ରହିବାର ଆବଶ୍ୟକତା ରହିଛି କାରଣ ଆପଣଙ୍କ ଗର୍ଭ ଧାରଣ ସଫଳ ହେବ ପାଇଁ । ଆସନ୍ତୁ ଜାଣିବା ଏହି ଦଶଟି ଜିନିଷ ବିଷୟରେ ଯାହାକୁ ଆପଣଙ୍କୁ ଇମପ୍ଳାଣ୍ଟେସନ ସମୟରେ ଖାଇବା ଠିକ ହୋଇନଥାଏ ଆପଣଙ୍କ ଗର୍ଭ ଧାରଣ ସୁରକ୍ଷିତ ଓ ସଫଳ ରହୁ ।


କଞ୍ଚା ଅଣ୍ଡା :- କଞ୍ଚା ଅଣ୍ଡା ଆମେ ଖାଇ ନଥାଉ କିନ୍ତୁ ତାକୁ ଆମେ ହେୟାର କେୟାରରେ ବ୍ୟବହାର କରିଥାଉ । କଞ୍ଚା ଅଣ୍ଡା ଦ୍ଵାରା ଆମକୁ ବ୍ୟକ୍ଟେରିଆ ଇନଫେକସନ ହୋଇପାରେ । ଆଉ ଗର୍ଭକୁ କ୍ଷତି ହୋଇପାରେ ।


ଚା ଓ କଫି :- ଇମପ୍ଳାଣ୍ଟେସନ ସମୟରେ କେବେବି ୫୦ ଏମେଲ ରୁ ଅଧିକ ଟି ବା କଫିକୁ ସେବନ କରିବା ଠିକ ନୁହେଁ । ଆଉ ଏହା ଗର୍ଭ ପାତର କାରଣ ହୋଇଥାଏ । ଯଦି ଆପଣଙ୍କ ଶରୀର ଅଧିକ ଗରମ ରହିଥାଏ ଆଉ ହିଟ ଓ ଏସିଡିଟି ବହୁତ ଜଲ୍ଦି ହୋଇଥାଏ । ଖାଲି ପେଟରେ ଚା ଆଉ କଫିର ବିଲକୁଲ ସେବନ କରନ୍ତୁ ନହିଁ ।


ଫିଶ :- ଯେଉଁ ମାନେ ଆମିଷ ପ୍ରିୟ ହୋଇଥାନ୍ତି ତନବ୍କା ପାଇଁ ବହୁତ ଭଲ ଜିନିଷ ହୋଇଥାଏ । ଆଉ ସେଥିରୁ ବହୁତ ଭଲ ଫ୍ୟାଟ ମିଳିଥାଏ ଅମେଗା ୩ । କିନ୍ତୁ ଜାଣିବାର ଅଛି ଫିଶର ସୋର୍ଷ କେମିତି ରହିଛି ଅସନା ପାଣି କି ପଲ୍ଯୁଟେଡ ପାଣିରୁ ହୋଇଥିବା ତ ଆପଣଙ୍କ ପାଖକୁ ଅପରିଷ୍କାର ଜିନିଷ ଆସିଥାଏ । ତେବେ ତାହା ଗର୍ଭସ୍ଥ ଶିଶୁକୁ ଜନ୍ମ ବିକୃତ ହୋଇଥାଏ ଆଉ ତାହା ଦ୍ଵାରା ଗର୍ଭପାତର ମଧ୍ୟ ଶିକାର ହୋଇଥାଏ ।


ଚିଜ :- ଇମପ୍ଳାଣ୍ଟେସନ ସମୟରେ ଯଦି ଆପଣ ବାହାରେ କେଉଁଠିକୁ ଖାଇବାକୁ ଯାଉଛନ୍ତି କି ଘରେ କିଛି ବନାଉଛନ୍ତି ଆଜି କଲି ବହୁତ ଫାଷ୍ଟ ଫୁଡରେ ରହିଛି ତାହା ପାଶ୍ଚରାଇଜ ଥିବା ଦରକାର । କାରଣ ଏଥିରେ ମଧ୍ୟ ଇନଫେକସନର ବିପଦ ରହିଥାଏ ।


କଞ୍ଚା ସାଲଡ :- ଯଦି କଞ୍ଚା ସାଲଡ ଓ ପୂର୍ବରୁ କଟାଯାଇଥିବା ପରିବା ଇନଫେକଟେଡ଼ ହୋଇଥାଏ ବା ସେଥିରେ ବ୍ୟକ୍ଟେରିଆ ଥାଏ । ଏହାଦ୍ବାରା ଆପଣଙ୍କ ବ୍ଲଡରେ ଇନଫେକସନ ହୋଇଥାଏ । ଯାହାକୁ ଆମେ ଟ୍ୟାକସୋପ୍ଲାଜ୍ମୋସୀସ କହିଥାଉ । ଆଉ ଏହା ଗର୍ଭକୁ କ୍ଷତି ପହଞ୍ଚାଇ ଥାଏ । ଯଦି ଏହି ସମୟରେ କିଛି ସପ୍ଲିମେଣ୍ଟ ନେଉଛନ୍ତି ଗୋଟେ ହେଉଛି ଭିଟାମିନ ଏ, ଯଦି ଆପଣ ଭିଟାମିନ ଏ ର କ୍ୟାପସୁଲ ନେଉଛନ୍ତି ବା ଶିନ୍ଥେଟିକ ସପ୍ଲିମେଣ୍ଟ ନେଉଛନ୍ତି , ଯଦି ଏହା ଅଧିକ ନେଉଛନ୍ତି ତେବେ ଏହା ଆପଣଙ୍କ ଗର୍ଭକୁ କ୍ଷତି ପହଞ୍ଚାଇ ପାରେ । ସେଇଥିପାଇଁ ଏହାର ମାତ୍ରା ସୀମିତ ନିଅନ୍ତୁ ।


ଆଲୋଭେରା :- ଆଲୋଭେରା ଗର୍ଭପାତ କରାଇ ପାରେ । ଶେଠୀ ପାଇଁ ଏମପ୍ଳାଣ୍ଟେସନ ସମୟରେ କୌଣସି ପ୍ରକାରରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଆଲୋଭେରା ୟୁଟ୍ରେସରେ କଣ୍ଟ୍ରାସନ କରିଥାଏ ଯାହାଫଳରେ ଗର୍ଭପାତ ହୋଇପାରେ ।


ପିଚ ଓ ଡ୍ରମ ଷ୍ଟିକ :- ଏହାର ବ୍ଯବହାର କରନ୍ତୁ ନହିଁ, ଏଥିରେ ଏମିତି କିଛି କେମିକାଲ ରହିଥାଏ ଯାହା ୟୁଟ୍ରେସକୁ ସଙ୍କୁଚିତ କରିଥାଏ । ହିଟ ବଢାଇଥାଏ ଓ ଗର୍ଭପାତ କରିଥାଏ ।


ସି ଫୁଡ :- ଯଦି ସି ଫୁଡ ଯଦି ବହୁତ ପସନ୍ଦ କରୁଥାନ୍ତୁ ତେବେ ଏହି ସମୟରେ ଟିକେ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ସଫଳ ଗର୍ଭ ଧାରଣ ପାଇଁ ବହୁତ ସହାୟକ ହୋଇଥାଏ ।


ଗରମ ମସଲା :- ଏହାର ସାମାନ୍ଯ ପ୍ରୟୋଗ ଚଳିବ କିନ୍ତୁ ଆପଣ ଡାଲଚିନି ଆଉ ମେଥିର ପ୍ରୟୋଗ ସେ ସମୟରେ କରନ୍ତୁ ନହିଁ । ଏହା ଦ୍ଵାରା ବହୁତ ସାରା ମହିଳାଙ୍କୁ ଗର୍ଭ ପାତ ହୋଇଥାଏ । ଗରମ ମସାଲାର ବ୍ଯବହାର କମ କରନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *