ଭାରତ ସରକାର 18 ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ କରୋନା ଟୀକାକୁ ମଞ୍ଜୁରୀ ଦେଲେ

DCGI ଅର୍ଥାତ Drugs Controller General of India ବର୍ତ୍ତମାନ ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କ-ରୋ-ନା ଟୀକା ଦେବା ପାଇଁ ଅନୁମତି ଦେଇଛି । ପିଲାମାନଙ୍କୁ କୋଭ୍ୟାକସିନର ଦୁଇଟି ଡୋଜ ଦେବା ପାଇଁ କୁହାଯାଇଛି । ପିଲାମାନଙ୍କ ଭ୍ୟାକସିନକୁ ନେଇ ସରକାର ବହୁତ ଜଲ୍ଦି ଗା-ଇ-ଡ-ଲା-ଇ-ନ ଜାରି କରିବେ । ଭାରତର ବାୟୋଟେକ ପିଲାମାନଙ୍କ ଉପରେ ଭ୍ୟାକସିନର ଟ୍ରାୟଲ ଶେଷ କରିସାରିଛି ।

ପିଲାମାନଙ୍କୁ କୋଭ୍ୟାକସିନ ଟୀକା ଦେବା ପାଇଁ ବାୟୋଟେକ ତରଫରୁ ଫେଜ ୨ ଓ ୩ ଟ୍ରାୟଲ ଚାଲିଥିଲା । ଟ୍ରାୟାଲ ରିପୋର୍ଟ ସାମ୍ନାକୁ ଆସିବା ପରେ ପିଲାମାନଙ୍କୁ କୋଭ୍ୟାକସିନ ଟୀକା ଦିଆଯିବକୁ ନେଇ ଡ଼ିସିଜିଆଇ ଅନୁମତି ଦେଇଛି ।

କହିଦେଉଛୁ କି ଭାରତର ବାୟୋଟେକ କମ୍ପାନୀ ଓ ଆଇସିଏମଆର କୋଭାକ୍ସିନ ପ୍ରସ୍ତୁତ କରିଥିଲେ । ଟ୍ରାଏଲରେ କୋଭାକ୍ସିନ ୭୮ ପ୍ରତିଶତ ପ୍ରଭାବୀ ପ୍ରମାଣିତ ହୋଇଛି । ସରକାରଙ୍କ ଗା-ଇ-ଡ-ଲା-ଇ-ନ ଆସିବା ପରେ ଟିକାକାରଣ ଆରମ୍ଭ ହୋଇଯିବ । ସାଧାରଣ ଲୋକମାନଙ୍କ ଭଳି ପିଲାମାନଙ୍କୁ ବି ଦୁଇଟି ଡୋଜ ଦିଆଯିବ । ଏହି ଟ୍ରାଏଲରେ ପିଲାମାନଙ୍କୁ କୌଣସି ବି ପ୍ରକାରର କ୍ଷ-ତି କିମ୍ବା ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନାହିଁ । କୁହାଯାଉଛି କି ଶ୍ଵାସ ରୋଗ ଥିବା ପିଲାମାନଙ୍କୁ ପ୍ରଥମେ ଟୀକା ଦିଆଯାଇ ପାରେ ।

କ୍ୟା-ନ୍ସ-ର ଓ ହୃ-ଦ୍ରୋ-ଗ-ରେ ଆ-କ୍ରା-ନ୍ତ ପିଲାମାନଙ୍କୁ ବି ପ୍ରଥମେ ଟୀକା ଦିଆଯାଇ ପାରେ ବୋଲି କୁହଆଯାଉଛି । ଯଦି ସବୁ ପିଲାମାନେ ଟୀକା ନେଇ ଯାଆନ୍ତି ତେବେ ସମସ୍ତ ସ୍କୁଲ ଖୋଲିବା ଅଧିକ ସହଜ ହୋଇଯିବ । ପିଲାମାନଙ୍କ ପ୍ରତି ଥିବା କ-ରୋ-ନା ଭ-ୟ ବି କମିଯିବ । ଆଗକୁ ତୃତୀୟ ଲହରର ଭୟ ଥିବାକରଣରୁ ପିଲାମାନଙ୍କୁ ଟୀକା କରଣ କରିବା ବର୍ତ୍ତମାନ ସମୟରେ ବାହାଉତ ଜରୁରୀ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ପିଲାମାନେ କ-ରୋ-ନାରେ ସଂକ୍ରମଣ ହୋଇଛନ୍ତି ।

କିନ୍ତୁ ଏହା ବି ସୂଚନା ମିଳୁଛି କି କିଛି ପିଲାମାନଙ୍କ ମଧ୍ୟରେ ଏହି ଟିକାର କିଛି ପାର୍ଶ୍ଵ ପ୍ରତିକ୍ରିୟା ଲକ୍ଷଣ ଦେଖିବାକୁ ମିଳିଛି । କହିଦେଉଛୁ କି ଆମେରିକାରେ ୧୨ ବର୍ଷରୁ ଅଧିକ ପିଲାମାନଙ୍କୁ ଫାଇଜର ଟୀକା ଦିଆଯାଉଛି । ୟୁରୋପୀୟ ସଂଘର ପିଲାମାନଙ୍କୁ ମଡର୍ଣ୍ଣା ଟୀକା ଦିଆଯାଉଛି । ୟୁକେରେ ୧୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଫାଇଜର ଟୀକା ଦିଆଯାଉଛି । କାନାଡାରେ ୨୦୨୦ ରୁ ୧୬ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ଫାଇଜର ଟୀକା ଦିଆ ଯାଇସାରିଛି ।

Leave a Reply

Your email address will not be published. Required fields are marked *