Special Story: ସରକାରଙ୍କ ନୂଆ ଟ୍ରାଫିକ ନିୟମ ହେଲା ଲାଗୁ, ଦେଖନ୍ତୁ କଣ ରହିଛି ନୂଆ ନିୟମ

ପ୍ରାୟତଃ ଟ୍ରା-ଫି-କ ଛକରେ ଦେଖିଥିବେ କି ଟ୍ରା-ଫି-କ ପୋ-ଲି-ସମାନେ କାର ଓ ବାଇକକୁ ଅଟକାଇ ଚେକିଙ୍ଗ କରିଥାନ୍ତି । କିନ୍ତୁ ବେଳେ ବେଳେ ଦେଖା ଦେଇଛି କି ବିନା କାରଣରେ ବି ଟ୍ରା-ଫି-କ ପୋ-ଲି-ସମାନେ ଟ୍ରା-ଫି-କରେ ଗାଡି ଅଟକାଇ ଚେକିଙ୍ଗ କରିଥାନ୍ତି ।

କିନ୍ତୁ ବର୍ତ୍ତମାନ ଟ୍ରା-ଫି-କ ନି-ୟ-ମକୁ ନେଇ କିଛି ନୂଆ ନି-ୟ-ମ ଆସିଛି । ଯେଉଁ ନି-ୟ-ମ ଅନୁସାରେ ଟ୍ରା-ଫି-କ ପୋ-ଲି-ସ ରାସ୍ତାରେ ଆପଣଙ୍କ କାରକୁ ଅଟକାଇବେ ନାହିଁ । ବିନା କୌଣସି କାରଣ ଥିଲେ ସେମାନେ ଆପଣଙ୍କର କାରର ଚେକିଙ୍ଗ କରିବେ ନାହିଁ । ଯାହା ଦ୍ଵାରା ଆପଣ ବିନା କୌଣସି ବାଧାରେ ଯିବା ଆସିବା କରି ପାରିବେ । କହିବାକୁ ଗଲେ ନୂଆ ନି-ୟ-ମ ଅନୁସାରେ ବର୍ତ୍ତମାନ ଟ୍ରା-ଫି-କ ପୋ-ଲି-ସ ବିନା କୌଣସି କାରଣରେ ସେମାନଙ୍କୁ ଆଉ ହଇରାଣ କରିବେ ନାହିଁ ।

ମୁମ୍ବାଇ ପୋ-ଲି-ସ କମିଶନର ହେମନ୍ତ ନାଗରାଳ ଟ୍ରା-ଫି-କ ବିଭାଗକୁ ଏହି ସମ୍ବନ୍ଧରେ ଏକ ସରକୁଳାର ଜାରି କରିଛନ୍ତି । ଆପଣ ସମସ୍ତେ ମୁମ୍ବାଇର ଟ୍ରା-ଫି-କ ବିଷୟରେ ଜାଣିଛନ୍ତି । ଯଦି ଆପଣ କୌଣସି ଜାଗାକୁ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୁଇ ଘଣ୍ଟା ପୂର୍ବରୁ ଯିବାକୁ ପଡିବ । ଟ୍ରା-ଫି-କ ଯୋଗୁ ମୁମ୍ବାଇ ବାସିନ୍ଦା ବହୁତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଆସି ଯାଇଛି । ଅଯଥାରେ ଗାଡି ଅଟକାଇ ଯାଞ୍ଚ ନ କରିବା ପାଇଁ ଟ୍ରା-ଫି-କ ପୋ-ଲି-ସକୁ ଏହି ସରକୁଳାରରେ କୁହାଯାଇଛି ।

ବିଶେଷ କରି ଯେଉଁ ସମସ୍ତ ସ୍ଥାନରେ ଚେକ ପୋସ୍ଟ ଅଛି ସେହି ସମସ୍ତ ସ୍ଥାନରେ ଟ୍ରା-ଫି-କ ପୋ-ଲି-ସ କେବଳ ନଜର ରଖିବେ । ଟ୍ରା-ଫି-କ ଛକ ଗୁଡିକରେ ଯଦି କୌଣସି ଗାଡି ଅଧିକ ବେଗରେ ଗାଡି ଚଲାଉଛି ତେବେ ସେହି ସ୍ଥାନରେ ହିଁ ଗାଡି ଅଟକିବ । କହିବାକୁ ଗଲେ ପ୍ରାୟତଃ କେତେକ ସ୍ଥାନରେ ଟ୍ରା-ଫି-କ ପୋ-ଲି-ସ ସନ୍ଦେହ କରି ଗାଡି ଅଟକାଇ ଥାନ୍ତି । ଯେଉଁ କାରଣରୁ ଲୋକମାନଙ୍କୁ ବେଳେ ବେଳେ ଟ୍ରା-ଫି-କ ଛକରେ ଅଟକିବାକୁ ପଡିଥାଏ ।

ଏହି କାରଣରୁ ଅନ୍ୟ ଗାଡି ଗୁଡିକୁ ଯିବା ଆସିବାରେ ବାଧା ହୋଇଥାଏ । ଏହି ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଓ ମୁମ୍ବାଇ ବାସିନ୍ଦାଙ୍କ ପାଇଁ ନୂଆ ନି-ୟ-ମ ଜାରି କରାଯାଇଛି । ସିପି ନାଗରାଳଙ୍କ ଦ୍ଵାରା ଜାରି କରାଯାଇଥିବା ଏହି ନୂଆ ନି-ୟ-ମ ଅନୁସାରେ ସମସ୍ତ ଟ୍ରା-ଫି-କ ପୋ-ଲି-ସମାନଙ୍କୁ ନୂତନ ଟ୍ରା-ଫି-କ ନି-ୟ-ମ ଅନୁସାରେ କାମ କରିବା ପାଇଁ କୁହାଯାଇଛି ।

ଏହା ସହିତ ଯାତାୟାତ ଅଧିକ ହେଉଥିବା କାରଣରୁ ଟ୍ରା-ଫି-କର ସମସ୍ତ ଗତିବିଧି ଉପରେ ଅଧିକ ନଜର ରଖିବାକୁ ନିର୍ଦେଶ ମଧ୍ୟ ଜାରି କରାଯାଇଛି । କିନ୍ତୁ ଯିଏ ଟ୍ରା-ଫି-କ ନି-ୟ-ମ ଉଲଂଘନ କରିବେ ସେମାନେଙ୍କୁ ଟ୍ରା-ଫି-କ ପୋ-ଲି-ସ ଅଟକାଇ ପାରିବେ ।

କିନ୍ତୁ ଯିବା ଆସିବା ସମୟରେ କୌଣସି ବି ପ୍ରକାରର ଯାଞ୍ଚ ନ କରିବା ପାଇଁ କୁହାଯାଇଛି । ଟ୍ରା-ଫି-କ ପୋ-ଲି-ସ ଓ ଲୋକାଲ ପୋ-ଲି-ସଙ୍କ ଯାଞ୍ଚ ସମୟରେ ସେମାନେ କେବଳ ଟ୍ରା-ଫି-କ ନି-ୟ-ମ ଉଲଂଘନକାରୀଙ୍କୁ ହିଁ ଧରିବ ଓ ତାଙ୍କ ବିରୁଦ୍ଧରେ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *