ସରକାରଙ୍କ ନୂଆ ନିୟମ, 1 October ରୁ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସ୍ ଟାଇମ୍ ହେବ 12 ଘଣ୍ଟା, ଏହା ସହିତ ରହିଛି ଏକ ଖୁସି ଖବର

ନମସ୍କାର ବନ୍ଧୁଗଣ । ଯେଉଁ ମାନେ ଚାକିରି କ୍ଷେତ୍ର ରେ ଅଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ମୋଡିଆ ସରକାର ଅକ୍ଟୋବର ୧ରୁ ଶ୍ରମ ଆଇନକୁ ପରିବର୍ତ୍ତନ କରିବାକୁ ନିଷ୍ପତି ନେଇଛନ୍ତି । ଯଦି ଏହି ନୂଆ ନିୟମ ଲାଗୁ କରାଯିବ ତେବେ ଅଫିସ ଟାଇମ ବୃଦ୍ଧି ପାଇବ । ନୂଆ ଶ୍ରମ ଆଇନରେ ୧୨ ଘଣ୍ଟା ଧରି କାମ କରିବା ପାଇଁ କୁହା ଯାଇଛି । ଏହା ଛଡା ଚାକିରିଆଙ୍କ ଇନ ହ୍ୟାଣ୍ଡ ସାଲାରି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜଣାଇବା ଏହି ନୂଆ ନିୟମର ପ୍ରଭାବ କେଉଁ ଭଳି ଭାବେ ରହିବ ।

ଆମ ସରକାର ଲେବର କୋଡର ନିୟମ କୁ ଏପ୍ରିଲ ୧ରୁ ଲାଗୁ କରିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ଏହି ନିୟମକୁ ରାହି ମାନେ ପ୍ରସ୍ତୁତ ନ ଥିବାରୁ କମ୍ପାନୀ ମାନଙ୍କୁ HR ପଲିଶି ବଦଳାଇବା ପାଇଁ ଅଧିକ ସମୟ ଦିଆଗଲା । ଲେବର ମିନିଷ୍ଟ୍ର ମୁତାବକ ସରକାର ଲେବର କୋଡର ନିୟମ କୁ ଜୁଲାଇ ୧ରୁ ଲାଗୁ କରିବାକୁ ଚାହୁଁଥିଲେ କିନ୍ତୁ ରାଜ୍ଯରେ ଏହି ନିୟମକୁ ଲାଗୁ କରିବା ପାଇଁ ଅନେକ ସମୟ ଲାଗିଲା । ସେଥିପାଇଁ ଅକ୍ଟୋବର ୧ ପର୍ଯ୍ୟନ୍ତ ଏହାକୁ ଟାଳି ଦିଆଗଲା । ବର୍ତ୍ତମାନ ସୂଚନା ଅନୁସାରେ ଲେବର ମିନିଷ୍ଟ୍ର ଓ ମୋଦୀ ସରକାର ଲେବର କୋଡର ନିୟମ ଅକ୍ଟୋବର ୧ ଯାଏଁ ନୋଟିଫାଏ କରିବାକୁ କହିଛନ୍ତି ।

ସାଂସଦ ଅଗଷ୍ଟ ୨୦୧୯ରେ ୩ଟି ଲେବର କୋଡ ଇଣ୍ଡଷ୍ଟ୍ରିୟାଲ ରିଲେସନ, କାମର ସୁରକ୍ଷା, ହେଲଥ ଓ ୱର୍କିଙ୍ଗ କାଣ୍ଡିସନ ଓ ସୋସିଆଲ ଶିକୁରୀଟି ସହ ଜଡିତ ନିୟମରେ ପରିବର୍ତ୍ତନ କରିଥିଲା । ଏହି ନିୟମ ଗତ ୨୦୨୦ରେ ପାସ କରା ଯାଇଥିଲା । ନୂଆ ଡ୍ରାଫ୍ଟ ଆଇନରେ କାମ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇ ଯେଉଁ ୧୨ ଘଣ୍ଟା କରା ଯାଇଛି ତାହାର ବିରୋଧ କରିଛି କୋଡର ଡ୍ରାଫ୍ଟ ନିଯମରେ ୧୫ ରୁ ୩୦ ମିନିଟ ଯାଏଁ ଅତିରିକ୍ତ କାମ କୁ ଅଧ ଘଣ୍ଟା ବୋଲି ହିସାବ କରି ଓଭର ଟାଇମ ରେ ଆଡ କରିବାର ନିୟମ ରହିଛି ।

ବର୍ତ୍ତମାନ ନିୟମ ଅନୁସାରେ ୩୦ ମିନିଟରୁ କମ ସମୟକୁ ଓଭର ଟାଇମ ଯୋଗ୍ୟ କୁହା ଯାଉଛି । ଡ୍ରାଫ୍ଟ ନିଯମରେ କୌଣସି କର୍ମଚାରୀ ଙ୍କୁ ୫ ଘଣ୍ଟା ରୁ ଅଧିକ ସମୟ ଅଜାଏନ କାମ କରିବା ପାଇଁ ମନା ହୋଇଛି । କର୍ମଚାରୀ ଙ୍କୁ ପ୍ରତି ୫ ଘଣ୍ଟା ପରେ ୩୦ ମିନିଟ ଯାଏଁ ରେସ୍ଟ ଦେବାକୁ ହେବ । ଏହା ବ୍ଯତୀତ ମୂଳ ବେତନ ସମୁଦାୟ ବେତନର ୫୦% ବା ଅଧିକ ହେବା ଉଚିତ ।

ଏହା ଠାରୁ ଅଧିକ ବେତନର ଷ୍ଟ୍ରାକର ରେ ପରିବର୍ତ୍ତନ ଆସିବ । ବେଶିକ ଦରମା ବଢିବା ଯୋଗୁ ପିଏଫ ଓ ଗ୍ରାଚୁଟି ପାଇଁ ଯେଉଁ ପଇସା କଟୁଛି ତାହା ବଢାଯିବ କାରଣ ଏଥିରେ ଯାଉଥିବା ପଇସା ବେଶିକ ଦରମାରେ ଅନୁପାତରେ ହୋଇଥାଏ । ଏପରି ହେଲେ ଆପଣଙ୍କ ସାଲାରି କମ ହେବା ସହ ରିଟାୟାର ମେଣ୍ଟରେ ମିଳୁଥିବା ସାଲାରି ପିଏଫ ଓ ଗ୍ରାଚୁଟିର ପଇସା ବୃଦ୍ଧି ପାଇବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *