ବଲିଉଡ ଯବଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । କିଛି କଳାକାର ମାନେ ନିଜର ରିୟଲ ଲାଇଫ କୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ବଲିଉଡ ଷ୍ଟାର ମାନେ ନିଜର ପ୍ରେମ ଜୀବନ ଓ ବୈବାହିକ ଜୀବନ କୁ ନେଇ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କ୍ଷେତ୍ର ରେ ବଲିଉଡ କଳାକାର ମାନେ ବିବାହ ଜୀବନରେ ସଫଳ ହେଉଛନ୍ତି ତ ଆଉ କିଛି କ୍ଷେତ୍ର ରେ ଅସଫଳ ହେଉଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ କ୍ଯାଟ୍ରିନା କେଫ ବହୁତ ଜଲ୍ଦି ମ୍ୟାରେଜ କରିବାକୁ ଯାଉଛନ୍ତି ତାହାକୁ ନେଇ କଣ ରହିଛି ରହସ୍ୟ ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ବଲିଉଡ ର ସୁନ୍ଦର ଅଭିନେତ୍ରୀ ଭାବେ ପରିଚିତ କ୍ଯାଟ୍ରିନା କେଫ ନୁ ବେଶ ଭଲ ଭାବେ ଜାଣିଥିବେ । ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଫିଲ୍ମ ରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତେବେ ବହୁତ ଜଲ୍ଦି ସେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଯେ କ୍ଯାଟ୍ରିନା ଓ ଭିକି କୌଶଲ ଙ୍କ ମଧ୍ୟ ରେ ବଢୁଥିବା ପ୍ରେମ ସମ୍ପର୍କ କୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହିଙ୍କୁ ଏକାଠି ଅନେକ ସମୟରେ ଦେଖା ଯାଉଥିବା ବେଳେ ବଲିଉଡରେ ଅନେକ କଥା ଚର୍ଚ୍ଚା ହେଉଛି । କୁହା ଯାଉଛି କି ଦୁହେଁ ଡିସେମ୍ବର ମାସରେ ବିବାହ କରିବେ । କେବଳ ଏତିକୀ ନୁହେଁ ବରଂ ଦୁହିଙ୍କ ମଧ୍ୟରେ ଅନେକ ଦିନ ହେବ ନିବିଡ ସମ୍ପର୍କ ରହିଛି ବୋଲି ସୂଚନା ମିଳିଛି । ଏହା ସହ କିଛି ଦିନ ପୂର୍ବରୁ କ୍ଯାଟ୍ରିନା ଓ ଭିକି ଙ୍କ ମଧ୍ୟରେ ଏନଗେଜମେଣ୍ଟ ହେବାର ସୂଚନା ରହିଛି ।
ସେଲିବ୍ରେଟି ମ୍ୟାନେଜର ରେସମା ଶେଠୀ ଙ୍କ ଘରେ କ୍ଯାଟ୍ରିନା କେଫ ଓ ବିକି କୌଶଲ ପ୍ରଥମେ ଏକାଠି ନଜର ଆସିଥିଲେ । ଦୁହେଁ ଦୁହିଙ୍କୁ ଆକର୍ଷଣ ଉପହାର ଦେଇଛନ୍ତି । କିନ୍ତୁ ଡିସେମ୍ବର ରେ ଦୁହେଁ ମ୍ୟାରେଜ କରିବେ କି ନାହି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହି । ଦୁହିଙ୍କ ଫୋଟୋ ଗଣ ମାଧ୍ୟମରେ ଭା-ଇ-ରା-ଲ ହେବା ପରେ ବଲିଉଡ ବ୍ଯତୀତ ତାଙ୍କର ଫ୍ୟାନ୍ସ ମାନେ ଉଶଚାହ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଦୁହିଙ୍କର ମ୍ୟାରେଜ ପାଇଁ ଡ୍ରେସ ମଧ୍ୟ ତିଆରି ସାରିଛି । କ୍ଯାଟ୍ରିନା ତାଙ୍କ ମ୍ୟାରେଜରେ ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ଡିଜାଇନର ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି ।
ନିକଟରେ ବିକିଙ୍କ ଫିଲ୍ମ ସରଦାର ର ସ୍କ୍ଯାନିଙ୍ଗ ସମୟରେ କ୍ଯାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା । ଦୁହେଁ ପରସ୍ପରକୁ ହକ କରିବା ସହ ଅନେକ ସମୟରେ ଦୁହିଙ୍କୁ ଇଭେଣ୍ଟରେ ଦେଖିବାକୁ ମିଳିଥିଲା । ପୂର୍ବରୁ ବିକି ତାଙ୍କର ପସନ୍ଦ କ୍ଯାଟ୍ରିନା ବୋଲି ଗଣ ମାଧ୍ୟମ ରେ କହି ସାରିଛନ୍ତି । ଏ ନେଇ ବିକି ଓ କ୍ଯାଟ୍ରିନା କହିଛନ୍ତି ଯେ ତାଙ୍କର ବିବାହ କେବେ ଓ କାହା ସହ ହେବ ତାହା ସ୍ଥିର ହୋଇନାହି । ଯେବେ ହେବ ତାହା ସମସ୍ତେ ଜଣାଇବେ ବୋଲି ଦୁହେଁ ମତ ଦେଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।