ଶାରଦୀୟ ଦୂର୍ଗାପୂଜା ଠାରୁ 5ଟି ରାଶିରେ ଲାଗିବ ଲଟେରୀ, ମା’ଙ୍କ କୃପାରୁ ହେବେ କୋଟିପତି- Astrology

ବନ୍ଧୁଗଣ ଆପଣ ମାନଙ୍କୁ ଶାରଦୀୟ ଦୁର୍ଗାପୁଜାର ଅନେକ ଅନେକ ଶୁଭକାମନା ଓ ଅଭିନନ୍ଦନ । ଦୂର୍ଗା ମାଙ୍କ କୃପା ଓ ଆଶୀର୍ବାଦ ଆପଣଙ୍କ ଉପରେ ରହୁ ଏହା ଆମର ପ୍ରାର୍ଥନା । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଦେବଙ୍କର ରାଶୀ ପରିବର୍ତ୍ତନ ହୋଇ ସାରିଛି ଯାହାକି ବହୁତ ଶୁଭ ରହୁଛି । ଏହା ସହ ଆଜି ଠାରୁ କିଛି ରାଶି ମାନଙ୍କ ପାଇଁ ବହୁତ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ସେପ୍ଟେମ୍ବର ୩୧ ରୁ ଦଶହରା ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖରେ ଶେଷ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ଯେଉଁ ମାନଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି ଦୁର୍ଗାପୂଜା ଠାରୁ ।

ବୃଷ ରାଶି : ଏହି ରାଶିର ଲୋକଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଲମ୍ବ ସମୟ ଧରି ଆପଣ ଯେଉଁ ସମସ୍ୟାରେ ଘେରି ହୋଇ ରହିଥିଲେ ସେଥିରୁ ମୁକ୍ତି ମିଳିବ । ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ ଯାହା ଆପଣଙ୍କୁ ଉନ୍ନତି ଆଡକୁ ନେଇଯିବ । ଏହି ଯୋଗ କାରଣରୁ ନୂଆ ମିତ୍ର ସୃଷ୍ଟି ହେବେ । ଯାହା ଆପଣଙ୍କ ପାଇଁ ଲାଭକାରି ସିଦ୍ଧ ହେବ ।

କନ୍ୟା ରାଶି : ଏହି ରାଶିର ଜାତକଙ୍କ ପାଇଁ ରାଜଯୋଗ ଶୁଭ ଫଳ ପ୍ରଦାନ କରିବାର ଅଛି । ଜୀବନ ସାଥିଙ୍କ ସହ ସମ୍ପର୍କ ବହୁତ ଭଲ ରହିବ । ଦାଂପତ୍ଯ ଜୀବନରେ ଯାହା ବି କଷ୍ଟ ବା ସମସ୍ଯା ରହିଥିଲା ତାହା ଦୂର ହେବ । ଏହି ସମୟରେ ଆପଣଙ୍କୁ କୌଣସି ଶୁଭ ଖବର ମିଳିପାରେ ଯାହାର ପେକ୍ଷା ଦୀର୍ଘ ଦିନରୁ କରି ରହିଛନ୍ତି ।

ମିଥୁନ ରାଶି : ଏହି ରାଶିର ଜାତକଙ୍କ ପାଇଁ ଖୁବ ଭଲ ସମୟ ଆସିବାର ଅଛି । ଆପଣଙ୍କ ଭାଗ୍ଯର କବାଟ ଖୋଲିବାକୁ ଯାଉଛି । ଆପଣଙ୍କ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତାହାକୁ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ ।

କୁମ୍ଭ ରାଶି : କୁମ୍ଭ ରାଶିର ବ୍ୟକ୍ତିଙ୍କୁ ସବୁଠାରୁ ବଡ ଲାଭ ଧନରେ ହିଁ ହେବ । ବ୍ୟାପାରିଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଧନ ଲାଭ ହେବ । କଳାତ୍ମକ ଓ ସୃଜନାତ୍ମକ ଶକ୍ତିରେ ଅଚାନକ ଭାବେ ବୃଦ୍ଧି ହେବ ଯାହା ଆପଣ ନିଜେ ଅନୁଭବ କରିବେ । ଯାହାର ଲାଭ ଆପଣଙ୍କୁ ଲମ୍ବା ସମୟ ଧରି ମିଳିବ । ଏହି ଯୋଗର ପ୍ରଭାବରେ ଧନ ଜନିତ ସମସ୍ଯା ରହିବ ନାହି । ଦାଂପତ୍ଯ ଜୀବନ ସୁଖମୟ ରହିବ ଯାହା ପାଇଁ ଆପଣଙ୍କ ମନ ହର୍ଷିତ ରହିବ ।

ମୀନ ରାଶି : ଆପଣଙ୍କର ସମୟ ଆଗକୁ ଶୁଭ ଫଳଦାୟକ ଅହିବାର ଅଛି । କୋର୍ଟ କଚେରି ମାମଲାରେ ନିସ୍ପତି ଆପଣଙ୍କ ପକ୍ଷରେ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟାପାରୀଙ୍କୁ ଲାଭ ମିଳିବ । ଚାକିରିରେ ରହିଥିବା ବାଧା ଦୂର ହେବ । ସମସ୍ୟାର ସମାଧାନ ସହଜରେ କରିବେ । କାହାକୁ ସାହାଜ୍ଯ କରିଲେ ଉଚ୍ଚ ଧାରଣର ଲାଭ ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *