ସାରା ଜୀବନ ଦୁଃଖୀ ରୁହନ୍ତି ଏହି 2 ନାମର ଝିଅମାନେ- Jyotisha Shastra

ଆମେ ଜାଣିଛୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଣିଷର, ହସ୍ତ ଓ କପାଳ ର ରେଖା ଓ ରାଶି ଓ ଜାତକକୁ ନେଇ ମଣିଷର ଭାଗ୍ୟ ସମ୍ଭନ୍ଧୀୟ, ସ୍ଵଭାବ, ବ୍ୟକ୍ତିତ୍ବ ଆଦି ସମ୍ଭନ୍ଧରେ ଜଣାପଡିଥାଏ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଣିଷର ନାମ ର ପ୍ରଥମ ଅକ୍ଷର ଦ୍ଵାରା ମଣିଷର ସ୍ଵଭାବ ଓ ବ୍ୟକ୍ତିତ୍ବ ସମ୍ଭନ୍ଧ ରେ ଜଣା ପଡିଥାଏ ।

ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ବ୍ୟକ୍ତି ର ସ୍ଵଭାଵ ବିଷୟରେ ଜଣାଇଥାଏ । ତେବେ ଅନେକ ପ୍ରକାରର ଲୋକ ଅଛନ୍ତି ଦୁନିୟାରେ । ଯେଉଁ ମାନଙ୍କ ସ୍ଵଭାବ ପରସ୍ପର ଠାରୁ ଖୁବ ଅଲଗା ହୋଇ ଥାଏ । ଯଦି ଦେଖିବା ପାଇଁ ଜୀବ ଆସେମାନେ ସବୁ ବେଳେ ଖୁଶି ରେ ନ ରହି ସବୁ ବେଳେ ଦୁଃଖରେ ରହିବା ପାଇଁ ପସନ୍ଦ କରନ୍ତି । ଏହି ଭଳି କହିବାର କାରଣ ହେଉଛି କି ଏହି ନାମର ମହିଲା ମାନେ ସବୁ ବେଳ ନିଜକୁ ଦୁଃଖରେ ରଖନ୍ତି ।

ତେବେ ଆପଣ ଜାଣିଛନ୍ତି କି ସେହି ମହିଳା ମାନଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ହୁଏ ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ସେହି ମହିଳା ମାନଙ୍କ ନାମ । ଆପଣ ମାନେ ଜାଣିଥିବେ କି ବିବାହ ଏଭଳି ଏକ ସଂଯୋଗ ଯେଉଁ ଥିରେ ଉଭୟ ସ୍ଵାମୀ ସ୍ତ୍ରୀ ପରସ୍ପର ସହ ପାଦ ମିଶାଇ କି ଚାଲନ୍ତି କହିବା ପାଇଁ ଗଲେ କିଛି ମହିଳା ମାନେ ସବୁ କଥାରେ ତାଙ୍କ ସ୍ଵାମୀ ଙ୍କୁ ଭୁଲ ବୁଝି ନେଇ ଥାନ୍ତି ଏହି ଭଳି ମହିଳା ମାନେ ନିଜ ସ୍ଵାମୀ ଙ୍କୁ କାହା ସହ ଦେଖି ପାରନ୍ତି ନି ।

ଖୁବ ଛୋଟ ଛୋଟ କଥାରେ ସେମାନେ ଏଭଳି କିଛି କାମ କରନ୍ତି କି ଯେଉଁ ତିରେ ସେମାନେ ସବୁ ବେଳେ ନିଜ ସ୍ଵାମୀ ଙ୍କୁ ସେମାନେ ଦେଖାଇବେ କି ତାଙ୍କ ସ୍ଵାମୀ ଯାହା ଭି କରୁଛନ୍ତି ତାହା ଭୁଲ ଅଟେ । ଏହି ଝିଅ ମାନେ ପିଲା ବେଳୁ ଖୁବ ପୋଜେସିବ ଥାନ୍ତି କାରଣ ସେମାଙ୍କ ମତ ଅନୁସାରେ ସେମାନେ ଚାହୁଁ ଥିବା ମଣିଷ ମାନେ କେବେ ହେଲେ ଆଉ କାହାକୁ ଭଲ ପାଇବେ ନି ।

କେବଳ ସେତିକି ନୁହେଁ ଯଦି କାହାର ଏହି ନାମ ର ଝିଅ ମଧ୍ୟ ଥାଏ ସେମାନେ ଭି ନିଜ ସାନ ଭାଇ, ଭଉଣୀ ମାନଙ୍କୁ ସାହି ପାରନ୍ତି । ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର କିନ୍ତୁ ଏମାନେ କେବଳ ଏହି ଏକ ଗୁଣ ପାଇଁ ସବୁ ବେଳେ ଦୁଃଖ ଅନୁଭବ କରନ୍ତି । ତେବେ ଏମାନେ ଖୁବ ଭଲ ପରଉପକାରୀ ଅଟନ୍ତି କିନ୍ତୁ ଏମାନେ ଏହି ଗୁଣ ପାଇଁ ଅନେକ ସମୟରେ କିଛି ଲୋକ ମାନଙ୍କ ଆଗରେ ନିଜକୁ ଖରାପ ବୋଲି ପ୍ରମାଣିତ କରନ୍ତି ।

ତେବେ ଯଦି କହିବା ପାଇଁ ଯିବା ଏହି ଅକ୍ଷର ମଧ୍ୟରୁ ପ୍ରଥମ ଅକ୍ଷର ହେଉଛି “P” ଏହି ନାମର ମହିଳା ମାନେ ଯଦି ଆପଣଙ୍କ ଆଖ ପାଖରେ ଥିବେ ତାହେଲେ ଆପଣ ଖୁବ ଭଲ ଭାବେ ଜାଣି ପାରିବେ ତାଙ୍କ ବିଷୟରେ । ଏହା ଅପରେ ନାମ ଆସେ “K” ଅକ୍ଷର ର ଏହି ଅକ୍ଷର ର ମହିଳା ମାନେ ଟିକେ ରାଗି ମଧ୍ୟ ଥାନ୍ତି । ଏମାନଙ୍କ ସହ ସମୟ ବିତାଇବା ପାଇଁ ଇଛୁକ ଥିବା ଲୋକ ମାନେ ଖୁବ ଭାବି ଚିନ୍ତି ନିସ୍ପତି ନେବେ ଏମାନେ କେବେ ଭି ଧୋକା ଦେଇ ନ ଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *