ସାରା ଜୀବନ ସ୍ଵାମୀଠାରୁ ଦୁଃଖୀ ରୁହନ୍ତି ଏହି 2ଟି ନାମର ଝିଅମାନେ- Jyotisha Shastra

ଏ ଦୁନିଆରେ ବିବାହ ଏକ ଏମିତି ପବିତ୍ର ବ-ନ୍ଧ-ନ ଯାହା ଗୋଟେ ପୁଅ ଓ ଝିଅ ମଧ୍ୟରେ ହୋଇଥାଏ । ବିବାହରେ ପୁଅ ଓ ଝିଅ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ କସମ ନେଇଥାନ୍ତି । ଦାମ୍ପତ୍ୟ ଜୀବନରେ ସବୁଠାରୁ ବଡ କଥା ହେଉଛି ପରସ୍ପର ମଧ୍ୟ ରେ ବିଶ୍ଵାସ ଓ ଭଲ ପାଇବା ରହିବା । ଏହା ଦ୍ଵାରା ସ-ମ୍ପ-ର୍କ ମଜବୁତ ହୋଇଥାଏ । ଯେବେ ଗୋଟେ ଝିଅ ନିଜ ପରିବାର ଛାଡି ସ୍ଵାମୀ ପାଖକୁ ଆସିଥାଏ ଅନେକ ଆଶା ଓ ଆକାଂକ୍ଷା ନେଇ ଆସିଥାଏ । ଗୋଟେ ନାରୀ ପାଇଁ ତା ସ୍ଵାମୀର ଭାବନା, ସମ୍ମାନ କରିବା ସହ ତାର ସବୁ ମନସ୍କାମନା ପୁରା କରିବା ବଡ ଦାୟିତ୍ଵ ହୋଇଥାଏ । ଗୋଟେ ନାରୀ ପ୍ରତେକ ମୂହୁର୍ତ୍ତ ରେ ନିଜ ସ୍ଵାମୀ ସହ ଏକାଠି ରହିଥାଏ ।

ସମୟ କ୍ରମେ ଦାଂପତ୍ଯ ଜୀବନରେ ପରସ୍ପର ପ୍ରତି ଭାବନା, ସମ୍ମାନ ଓ ଭଲ ପାଇବା ବଢିଥାଏ ଯାହା ଦ୍ଵାରା ସ-ମ୍ପ-ର୍କ ଦୃଢ ହୋଇଥାଏ । କିଛି କ୍ଷେତ୍ରରେ ଦାଂପତ୍ଯ ଜୀବନରେ ଅନେକ କ୍ଲେଶ ଦେଖାଯାଏ । ଯାହା ଦ୍ଵାରା ସ୍ଵାମୀ ଠାରୁ ସ୍ତ୍ରୀ ଯାହା ଆଶା କରିଥାଏ ତାହା ପାଏ ନାହି ଯାହା ପାଇଁ ନାରୀ ସର୍ବଦା ଦୁଖରେ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇଟି ନାମ ଥିବା ନାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ଵାମୀ ଠାରୁ ଦୁଖ ପାଇଥାନ୍ତି ।

୧- K ନାମର ନାରୀ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ନାରୀ ନିଜ ସ୍ଵାମୀଙ୍କର ଧ୍ୟାନ ରଖିବା ସହ ବହୁତ ପ୍ରେମ କରିଥାନ୍ତି । ଏମାନେ ନିଜ ସ୍ଵାମୀଙ୍କ ପ୍ରତି ବହୁତ ସଂବେଦନଶୀଳ ହୋଇଥାନ୍ତି । ଏମାନେ ନିଜ ଭଲ ପାଇବା ଦ୍ଵାରା ନିଜ ସ୍ଵାମୀଙ୍କୁ ନିଜର କରିବାକୁ ଚେଷ୍ଟା କରିଥାନ୍ତି । ଏମାନେ ନିଜ ସ୍ଵାମୀଙ୍କର ପ୍ରତେକ କଥା ଜାଣିବାକୁ ଚେଷ୍ଟା କରିଥାନ୍ତି ଯାହା ଏମଙ୍କର ସବୁଠାରୁ ଖରାପ ଅଭ୍ଯାସ ହୋଇଥାଏ । ଏହି କାରଣରୁ ଏହି ନାମର ନାରୀଙ୍କ ଦାଂପତ୍ଯ ଜୀବନ ସୁଖମୟ ରହେ ନାହି ।

୨- P ନାମର ନାରୀ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ନାରୀ ମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇବା ସହ ତାଙ୍କ ପ୍ରତି ସଜାଗ ରହିଥାନ୍ତି । ଏମାନେ ବହୁତ ସଂବେଦନଶୀଳ ହେବା ସହ ନିଜ ସ୍ଵାମୀଙ୍କୁ ଖୁସି ରେ ରଖିବା ପାଇଁ ଅନେକ ଚେଷ୍ଟା କରିତହନ୍ତି । ତାଙ୍କ ସ୍ଵାମୀ ତାଙ୍କ ସହ ସବୁ ସମୟ ରହିବା ସହ କେବଳ ତାଙ୍କୁ ଭଲ ପାଆନ୍ତୁ ତାହା ଏହି ନାମର ନାରୀ ଇଚ୍ଛା କରିଥାନ୍ତି । ଜୀବନରେ କାମ କରିଲେ ଫଳ ମିଳିଥାଏ ଯାହା ଏହି ନାରୀ ମାନେ ବୁଝି ପାରନ୍ତି ନାହି । ଛୋଟ ଛୋଟ କଥାରେ ରାଗିବାରୁ ଏହି ନାରୀଙ୍କର ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ । ଯାହା ପାଇଁ ଏମାନେ ନିଜ ସ୍ଵାମୀଙ୍କ ଠାରୁ ଦୂରେଇ ଯାଇଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *