ବଡ ଖବର: କାଲିଠୁ ସମଗ୍ର ରାଜ୍ୟରେ ଚାଲିବ Bus, କିନ୍ତୁ ମାନିବାକୁ ହେବ ଏହି ନିୟମ

ଅନେକ ଦିନର କ-ରୋ-ନା କ-ଟ-କ-ଣା ପରେ ଧୀରେ ଧୀରେ ସବୁ କିଛି ଖୋଲିବା ରେ ଲାଗିଛି ମାତ୍ର ଅଧିକ ସଂ-କ୍ର-ମ-ଣ ଥିବା  ରାଜ୍ୟରେ ଏବେ ଭି ସ୍ଥିତି କ-ଟ-କ-ଣା ଅଧିକ ଅଛି । ଯଦି ଆମେ ଦେଖିବା ତେବେ ଓଡିଶାରେ ବଢୁଥିବା ସଂ-କ୍ର-ମ-ଣ କୁ ଆଖି ଆଗରେ ରାଖୀ ଆମ ରାଜ୍ୟ ସରକାର ଏବେ ଖୁବ ଭଲ ନିସ୍ପତି ନେଇଛନ୍ତି ।

ଯାହା ଦ୍ଵାରା ବ୍ୟାପାରୀ ମାନଙ୍କ ବ୍ୟାପାର କୁ ରଖିକି ଆଖି ଆଗରେ କିଛି ନି-ୟ-ମ କୋହଳ ହୋଇଛି । ତେବେ ଯିବା ଆସିବାରେ ଅ-ସୁ-ବି-ଧା ଅନୁଭବ କରୁଥିବା ଯାତ୍ରୀ ମାନଙ୍କ ପାଇଁ ଏବବେ ଖୁଶି ଖବର  ଆଂଶିକ ଲ-କ-ଡା-ଉ-ନ ଭିତରେ ଚାଲିବ ବସ  ଯାହା ଦ୍ଵାରା କାମ ଖୁବ ଭଲରେ ହୋଇ ପାରିବ । କେବଳ ବସ ନୁହେଁ ଏବେ ସବୁ ପ୍ରକାର ଜାନ ବାହନ ଚାଲିବା ପାଇଁ ଅନୁମତି ମିଳିଛି ।

ଯାହା ଦ୍ଵାରା ଲୋକମାନେ ଏବେ ସହଜରେ ନିଜ କାମ କରିବା ପାଇଁ ଯାଇ ଆସି ପାରିବେ । ଏହି ଜାନ ବାହନ କୁ ନେଇକି ମଧ୍ୟ ଏବେ ନି-ୟ-ମ କୋହଳ ହେବା ସହ ଆଉ କିଛି ଜାଗାରେ ଏହା କେବଳ ଦୋକାନ ବଜାର ଖୋଲିବା ଯାଏ ଏହା କେବଳ ଚାଲି ପାରିବ । ଏହା ପରେ ଏହା ଚାଲିଇବା ପାଇଁ ମନା ହୋଇଛି । ରାତିରେ  ପୂର୍ବ ଭଳି ନାଇଟ କରଫ୍ୟୁ ଜାରି ରହିବ । ଏବେ ଆଗକୁ ବିଶ୍ଵ ପ୍ରଷିଦ୍ଧ ଓଡିଶାର ବଡ ପର୍ବ ଆସୁଥିବା ବେଳେ ପୁରୀ ଜିଲ୍ଲାକୁ ଅଧିକ ପ୍ରାଧାନ୍ଯ ଦିଆ ଯାଇଛି ।

ରଥ ଯାତ୍ରା ନ ସାରିବା ଯାଏ ପୁରୀ କୁ କୌଣଶୀ ପ୍ରକାର ଯାତ୍ରୀ ଜାନ ବାହନ ଓ ବସ ଚଳାଚଳ ବନ୍ଦ ରହିବା ପାଇଁ କୁହା ଯାଇଛି । ଏହା ପାଇଁ ପୁରୀ କୁ ଆସନ୍ତା ୨୫ ତାରିଖ ଯାଏ କିହଚି ଭି ବସ ଯିବା ଆସିବା କରିବା ପାଇଁ ରାଜ୍ୟ ସରକାର ଶିଧା ସଳଖ ଭାବେ ମନା କରିଛନ୍ତି । ବସ ରେ ଯାତ୍ରା କରିବା ପାଇ ଯେତିକି ସି-ଟ ଅଛି ସେତିକି ଲୋକମାନେ ଯାଇ ପାରିବେ । ଅଧିକ ଯାତ୍ରୀ ମାନେ ଠିଆ ହୋଇକି ଯାଇ ପାରିବେ ନି ।

କ-ରୋ-ନା ପରିସ୍ଥିତି କୁ ଆଖି ଆଗରେ ରାଖୀ ହୋଇଥିବା ନି-ୟ-ମ ଅନୁସାରେ ଦୁଇଟି ଭାଗରେ ବିଭକ୍ତ କରା ଯାଇଥିଲା ଓଡିଶାର ସାରା ଜିଲ୍ଲା କୁ । ଏହା କୁ ଏବବେ ପୁଣି ଦୁଇ ଭାଗରେ ଭାଗ କରା ଯାଇଛି ପ୍ରଥମ ଟି ହେଉଛି “A” ଓ ଦ୍ଵିତୀୟ ଟି ହେଉଛି “B” । ଏହି ଦୁଇଟି ଭାଗ ମଧ୍ୟରୁ “A” ରେ ୨୦ ଟି ଜିଲ୍ଲା ଆସୁଛି ଯାହା ର ପ୍ରତେକ ଦୋକାନ ସକଳ ୬ ରୁ ରାତି ୮ ଯାଏ ଖୋଲା ରହି ପାରିବ । ଏହା ପରେ “B” ରେ ଆସୁଥିବା ଜିଲ୍ଲା ମାନଙ୍କ ରେ ସକାଳ ୬ ରୁ ସଂଧ୍ୟା ୫ ଯାଏ ସବୁ ଦୋକାନ ବଜାର ଖୋଲା ରହିବ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *