ବନ୍ଧୁଗଣ ପୂର୍ବତନ ସରପଞ୍ଚ ଥିଲେ ସ୍ଵାମୀ । ତାଙ୍କୁ ହ-ତ୍ୟା କରାଗଲା । ତା ବଦଳରେ ସ୍ତ୍ରୀ ସରପଞ୍ଚ ହୋଇଥିଲେ । ଆଉ ଆଜି ସ୍ତ୍ରୀ ଙ୍କୁ ବି ହ -ତ୍ୟା କରାଗଲା ଯାହା କି ପରିବାର ଲୋକେ ଅ- ଭି -ଯୋ-ଗ କରିଛନ୍ତି । ହଁ ଦର୍ଶକ ବନ୍ଧୁ ଆଜି ସରପଞ୍ଚ ଦୀପାରାଣୀ ବେହେରାଙ୍କ ମୃ-ତ୍ୟୁ ହୋଇଛି ଯାହାକୁ ନେଇ ଚାରି ଆଡେ ଛାଇ ଯାଇଛି ଦୁଖର ଛାୟା । ମୁଣ୍ଡ ଉପରେ ଚଢିଗଲା ହାଇୱା । ଆଉ ଦୀପାଙ୍କର ସେଠାରେ ଚାଲିଗଲା ଜୀବନ ।
ହସ ଖୁସିରେ ସମୟ ବିତାଉଥିବା ସରପଞ୍ଚ ଦୀପା ବୁଲେଟରେ ଆସୁଥିଲେ ଆଉ ତାଙ୍କ ଉପରେ ଚଢିଗଲା ହାଇୱା । ଏବେ ପରିଆବର ଲୋକେ କହୁଛନ୍ତି ତାଙ୍କୁ ଯୋଜନା କରାଯାଇଛି ହ-ତ୍ୟା କରାଯାଇଛି । ତେବେ 2018ରେ ବିରାମଚନ୍ଦ୍ରପୁର ରେ ସରପଞ୍ଚ ଥିଲେ ସ୍ଵାମୀ ଅଜୟ ବେହେରା । ଆଉ ତାଙ୍କର ବି ମିଳିଥିଲା ଖଣ୍ଡ ବିଖଣ୍ଡିତ ମୃ-ତ ଦେହ ।
ଆଉ 2019ରେ ଡିଅର, ଦେଢଶୁର, ଆଉ ସମ୍ପର୍କୀୟ ଙ୍କ ଦେଢସୁରଙ୍କୁ ହ-ତ୍ୟା ମଧ୍ୟ କରା ଯାଇଥିଲା । ଏବେ ସେହି ପରିବାରୁ ବୋହୂ ବି ଚାଲିଗଲା । ତଥା ପୂର୍ବତନ ସରପଞ୍ଚଙ୍କ ସ୍ତ୍ରୀ ବର୍ତ୍ତମାନର ସରପଞ୍ଚ ଦୀପାରାଣୀ ଙ୍କର ଏବେ ମୃ-ତ୍ୟୁ ଘଟିଛି । ତେବେ ପୁରା ପରିବାର ଯେମିତି ସରପଞ୍ଚ ପଦବୀ ପାଇଁ ନିଜ ପରିବାରର ଗୋଟେ ପରେ ଗୋଟେ ମଣିଷକୁ ହରାଇ ଚାଲିଛନ୍ତି ।
ନିମାପଡାର ଡେଲଟା ଛକ ନିକଟ ନକ୍ଷତ୍ର କଲ୍ୟାଣ ମଣ୍ଡପ ସମୁଖରେ ଏଭଳି ଘଟଣା ଘଟିଛି । ଦୀପାଙ୍କର ମୃ-ତ୍ୟୁ କୁ ନେଇ ଘଣ୍ଟା ଘଣ୍ଟା ଧରି ଉତ୍ତେଜନା ଦେଖା ଦେଇଥିଲା । ଆଉ ପରିବାର ତରଫରୁ ଗୋଟେ ଅ-ଭି-ଯୋ-ଗ କରାଯାଉଛି ଯେ ପରିବାରକୁ ସଂପୂର୍ଣ୍ଣ ଟାର୍ଗେଟ କରାଯିଛି । ଆଉ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି ।
ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରାମଚନ୍ଦ୍ରପୁର ଗାଁ ପଞ୍ଚାୟତର ମହିଳା ସରପଞ୍ଚ ହେଉଛନ୍ତି ଦୀପାରାଣୀ ବେହେରା । ନିଜ ଭାଇଙ୍କ ସହ ବୁଲେଟ୍ରେ ନିମାପଡାରେ ବିବାହ ଭୋଜିରେ ଯୋଗ ଦେବାକୁ ଆସୁଥିଲେ । ଆଉ ଠିକ ନିମାପଡା ଡେଲଟା ଛକ ନିକଟରେ ଏକ ହାଇୱା ଧକ୍କା ଦେବାରୁ ସରପଞ୍ଚ ରାସ୍ତା ଉପରେ ପଡି ଯାଇଥିଲେ । ଆଉ ତା ପରେ ତାଙ୍କ ମୁଣ୍ଡ ଓ ବେକ ଉପରେ ହାଇୱା ଚଢି ଯାଇଥିଲା ।
ଯାହା ପରେ ଘଟଣା ସ୍ଥଳରେ ସରପଞ୍ଚ ଦୀପାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ତାଙ୍କର ଭାଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଆଉ ଏବେ ପରିବାରର ଗୋଟେ ଅ-ଭି-ଯୋ-ଗ କରୁଛନ୍ତି ସରପଞ୍ଚ ପଦ ପାଇବା ପରେ ତାଙ୍କୁ ଟାର୍ଗେଟ କରା ଯାଇଥିଲା । ଆଉ ତାଙ୍କର ଜୀବନ ଚାଲି ଯାଇଛି । ତେବେ ହୁଏ ତ ସଂପୂର୍ଣ୍ଣ ତଦନ୍ତ ପରେ ଜଣା ପଡିବ ଦୀପା ଙ୍କୁ ହ-ତ୍ୟା କରା ଯାଇଛି ନା ଘଟି ଯାଇଛି ଆକସ୍ମିକ ଦୁର୍ଘଟଣା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।