ସର୍ବଦା ଅହଂକାରରେ ବୁଡି ରହିଥାନ୍ତି ଏହି ୩ ନାମର ଝିଅମାନେ- Jyotisha Shastra

ମଣିଷ ମଧ୍ୟରେ ଅହଂକାର କିଛି କିଛି ରହିଥାଏ । ସଂସାରରେ ଏପରି କୌଣସି ବ୍ୟକ୍ତି ନାହିଂ ଜିଏକି ଅହଂକାର କରୁ ନଥିବ । କିନ୍ତୁ ଅହଂକାର ସମସ୍ତଙ୍କ ମଧ୍ୟରେ ସମାନ ପରିମାଣରେ ନଥାଏ । କାହା ମଧ୍ୟରେ ସ୍ୱଳ୍ପ ମାତ୍ରାରେ ଥିବା ବେଳେ କାହା ମଧ୍ୟରେ ବହୁତ ଅଧିକ ରହିଥାଏ ।

ଆମ ଶାସ୍ତ୍ରରେ କୁହାଯାଇଛି ଯେ ଭଗବାନ ସବୁକିଛି ସାହି ଥାନ୍ତି କିନ୍ତୁ କେବେ ମଣିଷର ଆହଙ୍କାର ସହ୍ୟ କରି ନଥାନ୍ତି । ତେଣୁ ମଣିଷ କେବେବି ଅହଂକାର କରିବା ଅନୁଚିତ କାରଣ ଅହଂକାର କଦାପି ସର୍ବଦା ରହି ନଥାଏ, ଏହା କେବେ ନା କେବେ ସମୟ ଚକ୍ରରେ ଭାଙ୍ଗି ଥାଏ । ମଣିଷ ନିଜର ଅନେକ ପ୍ରକାରର ଗୁଣ ପାଇଁ ଅହଂକାର କରିଥାଏ । ଯେମିତିକି କିଏ ନିଜର ସୁନ୍ଦରତା ପାଇଁ ଅହଂକାର କରିଥାଏ, କେହି ନିଜର ସମ୍ପତି ପାଇଁ ଅହଂକାର କରିଥାଏ ଓ କେହି ନିଜର ସଫଳତା ପାଇଁ ଅହଂକାର କରିଥାଏ ।

କିନ୍ତୁ ଏକ ଗବେଷଣାରୁ ଏହି ତଥ୍ୟ ମିଳିଛି ଯେ ମହିଳା ମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଅହଂକାର କରିଥାନ୍ତି । ମହିଳା ମାନେ ସ୍ଵଭାବତଃ ନିଜର ସୁନ୍ଦରତାକୁ ନେଇ ଅଧିକ ଅହଂକାର କରିଥାନ୍ତି । ଏହି କଥାକୁ ଧ୍ୟାନରେ ରାଖୀ ଆଜି ଆମେ ଏହି ଅନୁଛେଦ ମାଧ୍ୟମରେ ଆପଣଙ୍କୁ ଏପରି ୩ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସ୍ଵଭାବରେ ବହୁତ ଆହଙ୍କାରୀ ହୋଇଥାନ୍ତି ।

‘ଏ’ ନାମଧାରୀ ଝିଅମାନେ ଉଚ ପଦବୀ ଧାରି ହୋଇଥାନ୍ତି । ଏମାନେ ନିଜଠାରୁ ନୀଚ ଶ୍ରେଣୀର ଲୋକଙ୍କୁ ପସନ୍ଦ କରି ନଥାନ୍ତି । ଏହା ସହ ଏମାନଙ୍କ ପସନ୍ଦ ବହୁତ ଉଚଭିଳାଷୀ ରହିଥାଏ । ଏହି କାରଣରୁ ଏମାନଙ୍କ ମନରେ ଅହଂକାର ଆସିଥାଏ । ସମୟକ୍ରମେ ଏହି ନାମର ଝିଅଙ୍କୁ ଏହା ଜଣା ପଡିନଥାଏ ଯେ ଏମାନେ କେତେ ଅଧିକ ଅହଙ୍କାରୀ ହୋଇ ସାରିଛନ୍ତି । ଏହି କାରଣରୁ ଏହି ମାନଧାରୀ ଝିଅଙ୍କୁ ମୋହିତା କରିବା ବହୁତ କଠିନ ହୋଇଥାଏ ।

‘ଡି’ ନାମଧାରୀ ଝିଅମାନେ ଅହଙ୍କାରୀ ହୋଇଥିଲେ ମଧ୍ୟ ଏମାନେ ବାହାରକୁ ଏହା ପ୍ରକାଶ ନକରି ନିଜକୁ ବହୁତ ସରଲା ସ୍ଵଭାବର ବୋଲି ପରିଚୟ ଦେଇଥାନ୍ତି । ଏହି ଝିଅମାନେ ନିଜକୁ ସ୍ଵର୍ଗର ପରି ବୋଲି ଭାବିଠନ୍ତି । ଯଦି ଏମାନଙ୍କ ପାଖରେ କୌଣସି ଭଲ ଗୁଣ ରହିଥାଏ ତେବେ ଏମାନଙ୍କ ମନରେ ଅହଂକାର ବହୁତ ବଢି ଯାଇଥାଏ । ଏହି କାରଣରୁ ଏହି ନାମର ଝିଅଙ୍କୁ ଅଧିକ ବ୍ୟକ୍ତି ପସନ୍ଦ କରିନଥାନ୍ତି ।

‘କେ’ ନାମଧାରୀ ଝିଅମାନେ ନିଜର ସମ୍ପତି ଓ ସୁନ୍ଦରତାକୁ ନେଇ ବହୁତ ଅହଂକାର କରିଥାନ୍ତି । ଏମାନେ ନିଜଠାରୁ ନୀଚ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ସହ କଥା ହେବାକୁ ପସନ୍ଦ କରି ନଥାନ୍ତି । ଏହି ନାମର ଝିଅଙ୍କ ପାଖରେ ଈର୍ଷା ଭାବ ବହୁତ ରହିଥାଏ । ଅନ୍ୟ କୌଣସି ବ୍ୟକ୍ତିର ଉର୍ନତି ହେଲେ ଏମାନେ ସହ୍ୟ କରିପାରନ୍ତି ନାହିଂ ଏବଂ ନିଜର ଅହଂକାର ଭାବ ବାହାରକୁ ଦେଖାଇଥାନ୍ତି । ଏହି କାରଣରୁ ଏହି ନାମ ଧାଡ଼ି ଝିଅଙ୍କ ସମାଜରେ ବହୁତ ଶତ୍ରୁ ରହିଥାନ୍ତି ।

Leave a Reply

Your email address will not be published. Required fields are marked *