ଗର୍ଭନିରୋଧକ ବଟିକା ଶରୀର ପାଇଁ ସାଜିପାରେ ଘାତକ! ଥରେ ଜାଣନ୍ତୁ ଏହି ବଟିକାର ୪ ଟି କ୍ଷତି ବିଷୟରେ- ଖାଇବା ପୂର୍ବରୁ ଦଶଥର ଭାବିବେ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ ଆଜିକାଲି ଲୋକ ବିବାହ ପରେ ପରେ ସଙ୍ଗେ ସଙ୍ଗେ ପିଲା ଚାହୁଁ ନାହାନ୍ତି ସେଥିପାଇଁ ପ୍ରାୟତଃ ଲୋକ ମାନେ ଗର୍ଭନିରୋଧକ ର ସେବନ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଆପଣଙ୍କ ଶରୀରୀ ପାଇଁ କେତେ କ୍ଷତିକାରକ । କିଛି ଲୋକ ଏ ବିଷୟରେ ନ ଜାଣି ଭାବନ୍ତି କି ଗର୍ଭ ନିରୋଧକ ବଟିକା ଖାଇଲେ କିଛି ହୁଏ ନାହିଁ , ଯାହା କିନ୍ତୁ ଏକ ଭୁଳଧାରଣା ଅଟେ  । ଆଜି ଆମେ ଆପଣଙ୍କୁ କହିବୁ ଏହା ଖାଇବା ଦ୍ଵାରା ଆମ ଶରୀର କେଉଁ ସବୁ ସମସ୍ୟା ଭୋଗ କରେ ।

Image Courtesy: Google

ଗର୍ଭ ଧାରଣ କ୍ଷମତା କମିଯିବା :

ଅଧିକ ଦିନ ଧରି ଯଦି ଆପଣ ଏହି ଗର୍ଭ ନିରୋଧକ ବାଟିକାର ସେବନ କରୁଛନ୍ତି ତେବେ ଏହା ଆପଣଙ୍କୁ ସାରା ଜୀବନ ପାଇଁ ଗର୍ଭ ଧାରଣରୁ ବଞ୍ଚିତ କରିପାରେ । ତେଣୁ ଯାହା କରିବେ ଭାବି ଚିନ୍ତି କରନ୍ତୁ ବା ନିଜ ଡାକ୍ତର ପରାମର୍ଶ ନେଇ କରନ୍ତୁ ।

Image Courtesy: Google

ରକ୍ତର ଅଶୁଦ୍ଧତା :

ଗର୍ଭନିରୋଧକ ବଟିକାର ଲଗାତାର ସେବନ ରକ୍ତର ଅଶୁଦ୍ଧତାର ବି ଏକ ବଡ କାରଣ ହୋଇଥାଏ । ଯଦି କୌଣସି ଯୁବତୀଙ୍କ ରକ୍ତରେ ଅଶୁଦ୍ଧତା ଦେଖାଦିଏ ତେବେ ଅଳ୍ପ କ୍ଷତ ହେବା କ୍ଷଣି ଅଧିକ ରକ୍ତ ବୋହିବା ଭଳି ଅସୁବିଧା ଦେଖାଦିଏ ।

Image Courtesy: Google

ଓଜନ :

ଯଦି ଆପଣ ଡାକ୍ତର ଙ୍କ ବିନା ପରାମର୍ଶରେ ଏହି ବାଟିକାର ଅତ୍ୟଧିକ ସେବନ କରନ୍ତି ତେବେ ଅପାନ ଙ୍କର ଓଜନ ବଢିବାର ସମସ୍ୟା ଦେଖାଦେଇ ପାରେ ।  ତେଣୁ ଡାକ୍ତରଙ୍କ ଅନୁମତି ବିନା ଏହି ବଟିକାକୁ ଖାଇବାର ଭୁଲ୍ କରନ୍ତୁ ନାହିଁ ।

Image Courtesy: Google

ରୋଗପ୍ରତିରୋଧକ କ୍ଷମତା :

ଗର୍ଭନିରୋଧକ ବଟିକାର ଆଉ ଏକ ଖରାପ ଗୁଣ ହେଉଛି ଏହାକୁ ଯେତେ ଅଧିକ ବ୍ୟବହାର କରିବେ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ । ଇମ୍ୟୁନିଟି ସିଷ୍ଟମ କମିଯିବା ପରେ ମହିଳାଙ୍କୁ ଅଧିକ ରୋଗ ମଧ୍ୟ ହୋଇଥାଏ ଏବଂ ଏହି ରୋଗ ଶୀଘ୍ର ମଧ୍ୟ ଠିକ୍ ହୋଇନଥାଏ । ତେଣୁ ଆଜିଠାରୁ ହିଁ ଏହି ବାଟିକାର ସେବନ କରିବା ଛାଡନ୍ତୁ ଓ ଏକ ସୁସ୍ଥ ଜୀବନ ବିତାନ୍ତୁ ।

Image Courtesy: Google

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *