ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ବଢିଥାଏ ସେକ୍ସ ହରମୋନ – ନିଶ୍ଚୟ ପଢନ୍ତୁ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଉପାୟ ଯାହା କରିବା ଦ୍ଵାରା ଆପଣଙ୍କ ବୈବାହିକ ଜୀବନ ସୁଖରେ କଟିବ । ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ଦେଖିବେ ଏହା ଆପଣଙ୍କର ବହୁତ କାମରେ ଆସିବ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଶରୀରର ଶକ୍ତି ବୃଦ୍ଧି ହେବ । ତେବେ ଭଗବାନଙ୍କର ଏହି ସଂସାରରେ ସମସ୍ତଙ୍କ ପାଖରେ ସବୁକିଛି ନ ଥାଏ, କାହା ପକ୍ଷେ ନିଶ୍ଚିତ ଭାବେ କୌଣସି ଅଭାବ ଥାଏ ।

କେବଳ ଧନ, ମାନ ସମ୍ମାନ ନୁହେଁ ବରଂ କିଛି ଲୋକଙ୍କର ଶରୀରରେ ମଧ୍ୟ କିଛି କମି ଥାଏ । ଯାହା ପାଇଁ ଅନ୍ୟମାନେ ତାଙ୍କର ପରିହାସ କରନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି କହିବୁ । ଆଜି ଆମେ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ହେଲା ଆମ ଶରୀର ରେ ଥିବା ସେକ୍ସ ହରମୋନ । ଆଜ୍ଞା ହଁ ଏହି ଗୋଟେ କମି ପାଇଁ ବହୁତ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସ୍ଵାମୀ ସ୍ତ୍ରୀ ମଧ୍ୟରେ ମଧ୍ୟ ବୁଝାମଣା ରୁହେ ନାହିଁ । ଅନେକ ପ୍ରକାରର ଶାରିରୀକ ଦୁର୍ବଳତା ଦେଖାଦିଏ ।

ଆଜି ଆମେ ଆପଣଙ୍କୁ କହିବୁ ଏହି ରୋଗରୁ କେମିତି ଆପଣ ମୁକ୍ତି ପାଇ ପାରିବେ । ବିଶେଷ କରି ଏହି ରୋଗ ବୈବାହିକ ଜୀବନରେ ଅଶାନ୍ତି ଆଣିଥାଏ । ଯଦି ଏହି ହରମୋନ ଶରୀର ରେ କମ ଥାଏ ତେବେ ଶାରୀରିକ ସମ୍ପର୍କ ପାଇଁ ମନରେ ଇଚ୍ଛା ସୃଷ୍ଟି ହୁଏନି । ଯାହା ବୈବାହିକ ଦମ୍ପତି ମାନଙ୍କ ପାଇଁ ବହୁତ ବଡ଼ ସମସ୍ୟାର କାରଣ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ସବୁ ଖାଦ୍ଯ ଖାଇଲେ ଆପଣଙ୍କର ଏହି ସମସ୍ଯା ଦୂର ହୋଇ ପାରିବ ।

ଶରୀରରେ ସେକ୍ସ ହରମୋନ ବୃଦ୍ଧି କରିବେ କେମିତି?

କଫି-

ପ୍ରଥମେ ସକାଳୁ ନିଜର ଦିନ ଗୋଟେ କପ କଫି ପି ଆରମ୍ଭ କରନ୍ତୁ । ଏଥିରେ ଭିଟାମିନ ଅଛି ଯାହା ଆପଣଙ୍କ ଶରୀରରେ ହରମୋନର ଅଭାବକୁ ଦୂର କରି ଆପଣଙ୍କୁ ଫୁରତିଲା କରିବାରେ ସାହାଜ୍ଯ କରିବ । ଏବଂ ଆପଣ ଶୀଘ୍ର ଥକିବେ ନାହିଁ ।ଦିନଯାକ ଆପଣ ଯେତେ କାମ କଲେ ବି ଆପଣ ସତେଜ ଅନୁଭବ କରିବେ ।

କଦଳୀ-

କଦଳୀ ହେଉଛି ଏନର୍ଜିର ଗନ୍ତା ଘର । ଗୋଟେ କଦଳୀ ଖାଇବା ଦ୍ଵାରା ଆମ ଶରୀରକୁ ଇଂଷ୍ଟାଣ୍ଟ ଏନର୍ଜି ଦେଇଥାଏ । ଗୋଟେ କଦଳୀରେ ଏତେ ଭିଟାମିନ ଅଛି ଯେ ଯଦି ଆମେ ପ୍ରତ୍ୟକ ଦିନ ଗୋଟେ ଲେଖା କଦଳୀ ଖିବା ତେବେ ଆମ ଶରୀରକୁ ବହୁତ ଊର୍ଜା ମିଳିବା ସହ ଅନେକ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ମିଳିବ । ସେକ୍ସ ହରମୋନ ମଧ୍ୟ ସକ୍ରିୟ ହେବ ବା ବୃଦ୍ଧି ପାଇବ ।

ପାଣି-

ପାଣି ହେଉଛି ଆମ ପାଇଁ ଆମ ଜୀବନ ବିନା ଖାଦ୍ଯରେ ଜେନ କିଛିଦିନ ବଞ୍ଚି ଯାଇ ପାରେ । ହେଲେ ବିନା ପାଣିରେ ନୁହେଁ । ତେଣୁ ଦିନକୁ ୨ରୁ ୫ ଲିଟର ପାଣି ପିଇବା ଆବଶ୍ୟକ । ଯେତେ ପାଣି ପିଇବା ଆମ ଶରୀରରେ ଥିବା toxin ସବୁ ପରିସ୍ରାରେ ବାହାରି ଆମ ଶରୀର ସୁସ୍ଥ ରହିବ । ରକ୍ତ ସଂଚାଳନ ମଧ୍ୟ ଠିକ ହେବ । ଏବଂ ଶରୀରରେ ହରମୋନ ମଧ୍ୟ ବଢିବ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *