ବନ୍ଧୁଗଣ, କରୋନା ସଂକ୍ରମଣ ବର୍ତ୍ତମାନ ଉଗ୍ର ରୂପ ଧାରଣ କରି ସାରିଲାଣି । ଗତବର୍ଷ ଅପେକ୍ଷା ଏହା ର ଦ୍ଵିତୀୟ ଲହରୀ ଅତ୍ୟଧିକ ଭ୍ୟାୟାନକ ଅଟେ । ଏଣୁ ଏହାକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା ତାହା କଣ ? ବନ୍ଧୁଗଣ ଏହି କରୋନା ମହାମାରୀ ଏଭଳି ଭାବରେ ବଢ଼ିବାକୁ ଲାଗିଛି ଯେ, ଏହି ଭୟାନକ ପରିସ୍ଥିତି ର ସୁଧାର କେବେ ଆସିବ ତାହା କହିବା ଅସମ୍ଭବ । ବର୍ତ୍ତମାନ ସରକାର ଏକ ଏଭଳି ନିଷ୍ପତ୍ତି ନେଇଛନ୍ତି ଯାହା ସମସ୍ତଙ୍କ ଜୀବନ ଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଅଛି ।
ବନ୍ଧୁଗଣ ମଇ ୫ ତାରିଖରୁ ମଇ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ସବୁ ଜିଲ୍ଲା ରେ ସମ୍ପୂର୍ଣ୍ଣ ଲକଡାଉନ୍ ହେବାକୁ ଯାଉଅଛି । ରାଜ୍ୟ ସରକାର ଏକ ବଡ଼ ଘୋଷଣା ନେଇଛନ୍ତି । ସରକାର ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସ୍ଥିତି ବହୁତ୍ ଗମ୍ଭୀର ହୋଇ ସାରିଛି ଯଦି ଏହି ମୁହୂର୍ତ୍ତ ରେ ଉଚ୍ଚିତ୍ ପଦକ୍ଷପ ନ ନିଆଯିବ ତେବେ, ସ୍ଥିତି ବହୁତ୍ ଗମ୍ଭୀର ହୋଇଯିବ । ଏଥିପାଇଁ ମଇ ୫ ରୁ ୧୯ ତାରିଖ ଯାଏଁ ସବୁ ଜିଲ୍ଲାରେ ଲକ୍ ଡାଉନ୍ ର ନିଷ୍ପତ୍ତି ନେଲେ ସରକାର । ମାତ୍ର କେତେକ କଟକଣା କୁ କୋହଳ କରାଯାଇଅଛି ।
ଆପଣ ଆପଣଙ୍କର ନିତ୍ୟ ବ୍ୟବହାର କରୁଥିବା ସାମଗ୍ରୀ କୁ କିଣି ପାରିବେ । ବନ୍ଧୁଗଣ ମଇ ମାସ ୫ ତାରିଖ ବୁଧବାର ଠାରୁ ୧୯ ତାରିଖ ବୁଧବାର ପର୍ଯ୍ୟନ୍ତ ଜନସାଧାରଣ ସକାଳ ୬ ତାରୁ ୧୨ ଟା ପର୍ଯ୍ୟନ୍ତ ୫୦୦ ମିଟର ଦୂରତା ଭିତରେ ଜନତା ଚାଲି ଚାଲି ଯାଇ ପରିବା ତଥା ନିତ୍ୟ ବ୍ୟବହୃତ ସାମଗ୍ରୀ କିଣିପାରିବେ । ସେଥିପାଇଁ ସରକାର ଏକ ନିର୍ଦ୍ଧଷ୍ଟ ସମୟ ନିର୍ଧାର କରିଛନ୍ତି ସମୟ ରହିବ ସକାଳ ୬ ରୁ ୧୨ । ଏହି ସମୟ ମଧ୍ୟରେ ଆପଣ ନିଜର ସମସ୍ତ ଆବଶ୍ୟକ ହେଉଥିବା ସାମଗ୍ରୀ ର କ୍ରୟ କରି ପାରିବେ ।
ମାତ୍ର ଆପଣ କୌଣସି ଯାନବାହାନ ରେ ଯାଇପାରିବେ ନାହଁ ଆପଣ ମାନଙ୍କୁ ଚାଲି ଚାଲି ଯାଇ ଜିନିଷ କିଣିବାକୁ ହେବ । ଏହା ବ୍ୟତୀତ ସରକାର ଏହା ମଧ୍ୟ କହିଛନ୍ତି ଯେ, ସ୍ବାସ୍ଥ୍ୟାବସ୍ଥା ତଥା ଅନ୍ୟ ଜରୁରୀ କାଳୀନ ପରିସ୍ଥିତି ନିମନ୍ତେ କୌଣସି କଟକଣା ରହିବ ନାହିଁ । ବନ୍ଧୁଗଣ ଶସ୍ତାରେ ଜିନିଷ ମିଳୁଛି ବୋଲି ଜନତା ଯାଇ ଭିଡ଼ ଜମାଇଥାନ୍ତି ଏଥିପାଇଁ ସରକାର ଏକ ନିର୍ଦ୍ଧିଷ୍ଟ ବ୍ୟବଧାନ ର ନିୟମ ବନାଇଛନ୍ତି । ଆପଣ ମାନେ କେବଳ ୫୦୦ ଶହ ମିଟର ମଧ୍ୟରେ ଜିନିଷ କ୍ରୟ କରିପାରିବେ ।
ତାହାଠାରୁ ଅଧିକ ବ୍ୟବଧାନ ହେଲେ ଆପଣଙ୍କ ଉପରେ ଦୃଢ଼ କାର୍ଯ୍ୟାୁଷ୍ଠାନ ଗ୍ରହଣ କରାଯିବ । ବନ୍ଧୁଗଣ ସରକାର ଲଗାଇଥିବା କଟକଣା ତଥା ନିୟମ ଗୁଡ଼ିକୁ ନିୟମିତ ରୂପେ ପାଳନ କରନ୍ତୁ । ଏହାକୁ ପାଳନ କରି ଚାଲିଲେ ବିଶେଷ କିଛି କ୍ଷତି ହେବ ନାହିଁ । ବନ୍ଧୁଗଣ ଆମ୍ଭ ସୁରକ୍ଷା ଆମ୍ଭ ହାତରେ ଆପଣ। ମାନେ ଏହାକୁ ପାଳନ କରି ମାସକ ତଥା ସେନିଟାଇଯ ର ବ୍ୟବହାର କରନ୍ତୁ । ନଚେତ୍ ବହୁତ୍ ବଡ଼ ବିପତ୍ତି ର ସମୁଖୀନ ହେବାକୁ ପଡିବ । ବନ୍ଧୁଗଣ ଏହି ବିଶେଷ ଖବର କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।