ସରକାରଙ୍କ ବଡ ନିଷ୍ପତ୍ତି- ଦୁଷ୍କର୍ମ କାରୀଙ୍କୁ ନପୁଂସକ ଦଣ୍ଡ!

ଦିନକୁ ଦିନ ବଢିଚାଲିଛି ବଳତ୍କାର ଓ ମହିଳାଙ୍କ ପ୍ରତି ଅସଦାଚାରଣ, ଦୁଷ୍କର୍ମ ଭଳି ଅମାନୁଷିକ ଘଟଣା । ଏହିପରି ଘୁଣ୍ୟ ଅପରାଧ ଭାରତରେ ବଢିଚାଲିଛି । ଏହି ଦୁଷ୍କର୍ମ ମହିଳା ଓ ନାବାଳିକା ମାନଙ୍କ ପାଇଁ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି । ଏଠାରେ ମହିଳା ମାନେ କେତେ ସୁରକ୍ଷିତ ଅଛନ୍ତି ତାହା ଭଲ ଭାବରେ ଜଣା ପଡୁଛି !

ଏହିଭଳି ଅପରାଧୀଙ୍କ ପାଇଁ ଲୋକ ଖାଲି ଜେଲ ଦଣ୍ଡ ଦାବି କରୁଛନ୍ତି । ଆଜି ଆମେ ଜାଣିବା ବିଶ୍ବରେ ଏମିତି କିଛି ଦେଶ ଅଛି ସେଠାରେ ବଳତ୍କାରୀ ମାନଙ୍କ ପାଇଁ ରହିଛି କଠିନ ଆଇନ । ଏହିଦେଶର ନିୟମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Image Courtesy: Google

କାଜାକିସ୍ଥାନରେ ରହିଛି ଏହିଭଳି କଠିନ ନିୟମ । ଏଠାରେ ନାବାଳିକା ମାନଙ୍କ ସହିତ ଦୁଷ୍କର୍ମ ହେଲେ ତାଙ୍କୁ ଧରି ନପୁଂସକ କରିଦିଆଯାଏ । କିଛି ଦୀନତଳେ କାଜାକିସ୍ତାନରେ ଗୋଟେ ୧୬ ବର୍ଷ ବୟସର ଝିଅକୁ ଦୁଷ୍କର୍ମ କରଯାଇଥିଲା । ଏହା ପରେ ଦୋସିକୁ ୧୫ ବର୍ଷ ଜେଲ ହେବା ପରେ ନପୁଂସକ ଇଞ୍ଜେକସନ ଦିଆଯାଇଥିଲା ।

Image Courtesy: Google

ସେଇ ଲୋକଟିକୁ ନପୁଂସକ କରିଥିବାରୁ ସେ କହିଥିଲାକି ଏହା ଆଇନି ବିରୋଧ ଅଟେ । ସେ ଅଭିଯୋଗ କରିଥିଲାକି ତାକୁ ଚାଲିବାରେ ମଧ୍ୟ କଷ୍ଟ ଅନୁଭବ କରୁଛି । ସେଇ ଦୋଷୀ ଜଣକ କହିଛନ୍ତି କି ଏହା ଉପରେ ରୋକ ଲଗେଇବା ପାଇଁ, ଆଉ ମଧ୍ୟ କହିଛନ୍ତି ନିଜ ଶତ୍ରୁକୁ ଏହିଭଳି ଦଣ୍ଡ ମିଳୁ ସେ କେବେ ଚାହିଁ ବେନି । ସେ ଜେଲରୁ ଫେରିଲା ପରେ ନିଜର ପରିବାର ପିଲା ଚାହୁଁ ଥିଲେ ।

Image Courtesy: Google

୨୦୧୮ରେ କାଜିକିସ୍ଥାନରେ ଏହି ନୂଆ ନିଜର ଜାରି କରଯାଇଥିଲା । ଏହି ଆଇନିରେ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କଲେ ନପୁଂସକ କରାଜିବାର ଆଇନି ଲାଗୁ ହୋଇଥିଲା । ଝିଅ ମାନଙ୍କ ପ୍ରତି ହେଉଥିବା ନିନ୍ଦନୀୟ ଓ ଅମାନୁଷିକ ଘଟଣା କଲେ ଏହିଭଳି ଶାସ୍ତି ଦେଲେ କାର୍ଯ୍ୟରେ ସୁଧାର ଆସିବା ବୋଲି କହିଛନ୍ତି । ସୂଚନା ଅନୁଯାଇ କାଜିକିସ୍ତାନ ସରକାର ଏହି ଦୁଇ ବର୍ଷରେ ୧୧ଜଣ ଲୋକଙ୍କୁ ନପୁଂସଙ୍କ କରାଯାଇଛି ।

Image Courtesy: Google

କ୍ୟାନସର ଚିକିତ୍ସା ପାଇଁ ବ୍ୟବହୃତ ମେଡିସିନ cyproterone ନାମକ ଷ୍ଟେରଏଡକୁ ଆଣ୍ଟି – ଅଣ୍ଡ୍ରୋଜେନ ଔଷଧର ବ୍ୟବହାର କରି ଅପରାଧୀ ମାନଙ୍କୁ ନପୁଂସକ କରାଯାଏ । ଏହିଭଳି ଜଘନ୍ୟ ଅପରାଧ ପାଇଁ କଯାକସ୍ଥାନର ସରକାର ଏହିଭଳି ଯୌନ ହିଂସା ପାଇଁ ୮୮ ଜଣ ଅପରାଧୀଙ୍କୁ ନପୁଂସକ କରିବା ପାଇଁ ମଧ୍ୟ ବଜେଟ ମଞ୍ଜୁର ହୋଇଛି । ସେହିଭଳି ଅପରାଧୀଙ୍କ ପାଇଁ ଏହା ଉଚିତ ଦଣ୍ଡ ଅଟେ । ତେବେ ଏହା ଉପରେ ଆପଣ ମାନଙ୍କ ମତ କଣ ନିଶ୍ଚୟ କମେଣ୍ଟ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *