Sarthak ଟିଭିରେ ଅଭିନୟ କରୁଥିବା ହିରୋଇନ ମାନଙ୍କ ମାଧୟରେ ସବୁଠାରୁ ଧନୀ ଅଭିନେତ୍ରୀ କିଏ ?

ଟେଲିଭିଜନ ଜଗତରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏମିତି କିଛି କଳକାର ମାନେ ଅଛନ୍ତି ଯେଉଁ ମାନେ ସୋସିଲାଲ ମିଡିଆରେ ମଧ୍ୟ ନିଜର ବ୍ୟକ୍ତିଗତ ଲାଇଫ ଷ୍ଟାଇଲ କୁ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସାର୍ଥକ ଚ୍ଯାନେଲରେ ଅଭିନୟ ଅକରୁଥିବା ସବୁଠାରୁ ଧନୀ ଅଭିନେତ୍ରୀ ମାନେ କିଏ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡିକ ନିଶ୍ଚୟ ଦେଖୁଥିବେ । ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ବେଶ ଭଲ ପାଇବା ଦେଇଛନ୍ତି ଯାହା ପାଇଁ ସାର୍ଥକ ଚ୍ଯାନେଲ ଆଜି ନମ୍ବର ୱାନ ଚ୍ଯାନେଲ ହୋଇ ପାରିଛି ।

୧- ଲିପ୍ସା ମିଶ୍ର : ଆପଣ ମାନେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ “ହେ ପ୍ରଭୁ” ସିରିଏଲରେ ନିଶ୍ଚୟ ଦେଖିଥିବେ । ସେ ସିରିଏଲ ବ୍ଯତୀତ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିବାର ନଜର ଆସିଛନ୍ତି । ତାଙ୍କର ଅଭିନୟ ଏତେ ନିଆରା ଯେ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୨ କୋଟି ଟଙ୍କା ରହିଛି ।

୨- ସୁପ୍ରିୟା : ଅଭିନେତ୍ରୀ ସୁପ୍ରିୟା “କେମିତି କହିବି କହ” ସିରିଏଲର ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିଛନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୧କୋଟି ୮୦ ଲକ୍ଷ ଟଙ୍କା ରହିଛି ।

୩- ଜେସୀ ସାମଲ : ଅଭିନେତ୍ରୀ ଜେସୀ “ତୁ ମୋ ଜୀବନ ସାଥି” ସିରିଏଲରେ ଲିଡ ନାୟିକା ଭାବେ ନଜର ଆସୁଛନ୍ତି । ଯାହା ପାଇଁ ଏହି ସିରିଏଲ ଟି ଖୁବ ପପୁଳାର ହୋଇ ପାରିଛି । ତାଙ୍କର ସମୁଦାୟ ସମ୍ପତି ହେଉଛି ୧କୋଟି ୫୦ଲକ୍ଷ ଟଙ୍କା ରହିଛି ।

୪- ମାନସି ପାଲ : “ତୋ ପାଇଁ ମୁଁ” ସିରିଏଲରେ ଅଭିନେତ୍ରୀ ମାନସୀ ପାଲ ଖୁବ ସୁନ୍ଦର ଅଭିନୟ ଜାରି ରଖିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୭୦ରୁ ୭୫ଲକ୍ଷ ଟଙ୍କା ରହିଛି ।

୫- ଅନନ୍ୟା : ଆପଣ ଏମାନେ “ଦିବ୍ୟଦ୍ରୁଷ୍ଟି” ସିରିଏଲରେ ଅଭିନେତ୍ରୀ ଅନନ୍ୟାଙ୍କୁ ଲିଡ ନାୟିକା ଭାବେ ଅଭିନୟ କରିବାର ଦେଖିଥିବେ । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୨୦ରୁ ୨୫ ଲକ୍ଷ ଟଙ୍କା ରହିଛି ।

୬- ତୃପ୍ତି : ଅଭିନେତ୍ରୀ ତୃପ୍ତି “ମହାଦେବୀ” ସିରିଏଲରେ ଜବରଦସ୍ତ ଅଭିନୟ ଅକ୍ରିୟ ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ତାଙ୍କର ଅଭିନୟ ପାଇଁ ସିରିଏଲ ଟି ପପୁଲାର ହୋଇ ପାରିଛି । ତାଙ୍କର ସମୁଦାୟ ସମ୍ପତି ହେଉଛି ୧୫ ଲକ୍ଷ ଟଣକରୁ ଅଧିକ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ସାର୍ଥକ ଚ୍ଯାନେଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *