ସବୁଠୁ ଖୁସିରେ ସେହି ଅଟେ, ଯାହାର ଜୀବନରେ ଅଛି ଏହି 6ଟି ସୁଖ ଜାଣନ୍ତୁ କଣ କହୁଛି ବିଦୁର ନୀତି

ବିଦୁର ନୀତିରେ ବିଦୁରଙ୍କୁ ବିଚାର କୁହାଯାଇଛି । କୁହାଯାଏକି ବିଦୁର ବହୁତ ବୁଦ୍ଧିମାନ ଥିଲେ । କିନ୍ତୁ ସେ ଗୋଟେ ଦାସୀର ପୁତ୍ର ଥିଲେ ସେଥିପାଇଁ ତାଙ୍କୁ ରାଜା କରାଯାଇନଥିଲା । ମହାଭାରତ ସମୟରୁ ବିଦୁର ନାମ ଶୁଣି ଲୋକଙ୍କ ମନରେ ବୁଦ୍ଧିମାନ ଆସିଥାଏ ।

କୁହାଯାଏକି ବିଦୁର ଜୀବନ ସହିତ ଜଡିତ ବହୁତ ଜିନିଷକୁ ବହୁତ ଭଲ ଭାବରେ ବୁଝିଥିଲେ । ସେଥିପାଇଁ ଆଜୀବ୍ୟ ଟଙ୍କା ନାମ ସନମାନର ସହିତ ନିଆଯାଉଛି । ବିଦୁର ନୀତିରେ ବିଦୁର କହିଛନ୍ତିକି ଏହି ସଂସାରରେ ୬ ଟି ଜିନିଷ ପ୍ରମୁଖ ଅଟେ । ଜାଣନ୍ତୁ ବିଦୁର କେଉଁ ୬ଟି ସୁଖକୁ ପ୍ରମୁଖ କହିଛନ୍ତି ।

Image Courtesy: Google

ବିଦୁର ନୀତିରେ କହିଛନ୍ତିକି ଧାନ ପ୍ରାପ୍ତିର ସୁଖ ଅତୁଲ୍ୟ ଅଟେ । ଯେଉଁ ବ୍ୟକ୍ତିକୁ ତାର ଇଛା ଅନୁସାରେ ଧାନ ପ୍ରାପ୍ତ ହୋଇଥାଏ ସେ ସବୁଠୁ ସୁଖୀ ବ୍ୟକ୍ତି ହୋଇଥାଏ । ଯାହା ପାଖରେ ଧନ ଅଛି ସେ ତାର ସବୁ ଇଚ୍ଛା ପୂରଣ କରିପାରିବ । ବିଦୁର କହୁଛନ୍ତି ଦିତୀୟ ସବୁଠୁ ବଡ ଖୁସି ହେଲା ସୁସ୍ଥ ରହିବା ।

Image Courtesy: Google

ଏହି ସଂସାରରେ ଯେଉଁ ଲୋକ ପାଖରେ ନିରୋଗୀ କାୟ ଅଛି ତଠୁ ଅଧିକ ସୁଖୀ ଆଉ କେହି ନାହିଁ । କୁହାଯାଏକି ଯାହାର ଶରୀର ରୋଗମୁକ୍ତ ହୋଇଥାଏ ସେ ସବୁଠୁ ସୁଖୀ ହୋଇଥାଏ । ନିଜ ନୀତିରେ ବିଦୁର କହିଛନ୍ତିକି ତୃତୀୟ ସବୁଠୁ ବଡ ଖୁସି ଏହା ଅଟେକି ପୁତ୍ର ଆଜ୍ଞାକରି ହୋଇଥିବା । ଯେଉଁ ବ୍ୟକ୍ତିଙ୍କ ପୁତ୍ର ଆଜ୍ଞାକାରୀ ହୋଇଥାନ୍ତି ତାର ଜିଅନ ସଫଳ ହୋଇଥାଏ ।

Image Courtesy: Google

ଏହା ସେଥିପାଇଁ କାରଣ ପୁତ୍ର ତାର ମାତା ପିତାଙ୍କୁ ପୂଜନୀୟ ଭବିଥାଏ ତାର ଜୀବନ ସାର୍ଥକ କରିଥାଏ । ଏହି ନୀତିରେ କୁହାଯାଇଚିକି ଚତୁର୍ଥ ସବୁଠୁ ବଡ ସୁଖ ଅଟେ ଯାହାର ପ୍ରିୟ ଭାର୍ଯ୍ୟା ଥାଏ । ଏଠାରେ ଭାର୍ଯ୍ୟାରା ଅର୍ଥ ପତ୍ନୀ ଅଟେ । ବିଦୁର କହୁଛନ୍ତୁକି ଯାହା ପାଖରେ ଜୀବନସାଥୀ ରୂପରେ ପସନ୍ଦର ସ୍ତ୍ରୀ ଥାଏ । ସ୍ତ୍ରୀ ଭଲ ହୋଇଥିବତ ଜୀବନ ଶାନ୍ତି ପୂର୍ବକ ଓ ସୁଖରେ କଟିଥାଏ । ପଞ୍ଚମ ସୁଖ କହିଛନ୍ତି ବିଦୁର ଯଦି ଯଦି ମିଠା କହିଥିବା ସ୍ତ୍ରୀ ହୋଇଥିବତ ଏହା ପରମ ସୁଖ ମଧ୍ୟରୁ ଗୋଟେ ।

Image Courtesy: Google

ଯେଉଁ ବ୍ଯକ୍ତିର ପଟି ତାକୁ ନମ୍ରତାର ସହିତ କଥା କହିଥାଏ ସେ ବହୁତ ସୁଖୀ ହୋଇଥାଏ । ତାର ପୁରା ଜୀବନ ସୁଖରେ କଟିଥାଏ । ଶେଷରେ ବିଦୁର କହିଛନ୍ତିକି ଯାହା ପାଖରେ ମନରଥ ପୁରା କରିବା ବିଦ୍ୟା ଅଛି ସେ ପରମ ସୁଖୀ ଅଟେ । ଏହି ବ୍ୟକ୍ତିଙ୍କ କେବେ ଆଉକିଛି ସୁଖର ଇଛା ରହିନଥାଏ । ବିଦ୍ୟାଠୁ ଅଧିକ ଆଉ କିଛି ନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *