ଶାସ୍ତ୍ର ଅନୁସାରେ ଏହି ପ୍ରକାରର ମହିଳାଙ୍କ ସହିତ ଦୂରତା ରଖିବା ଉଚିତ, ନହେଲେ  ଜୀବନ ନଷ୍ଟ କରି ଦିଅନ୍ତି

ଶାସ୍ତ୍ର ଅନୁସାରେ ଯଦି ସୌଭାଗ୍ୟଶାଳି ସ୍ତ୍ରୀ ସହିତ ବିବାହ କଲେ ଘରେ ଶାନ୍ତି ଆସେ ଓ ଖୁସିର ବାତାବରଣ ରହେ । ସେହିପରି ଦୁଷ୍ଟ ସ୍ତ୍ରୀ ସହିତ ବିବାହ କଲେ ଘର ନର୍କ ହେଇଯାଏ । ଯଦି ଆପଣ ବିବାହ କରିବା ପାଇଁ ଚହୁଁଛନ୍ତି ତ ଭଲ ଝିଅ ବାଛନ୍ତୁ କାହିଁକି ନା ଭୁଲ ଝିଅ ବାହା ହେଲେ ଘର ନଷ୍ଟ ହୋଇଯାଏ । ଆସନ୍ତୁ ଜାଣିବା କେମିତି ସ୍ତ୍ରୀକୁ ବିବାହ କଲେ ଉତ୍ତମ ଫଳ ମିଳେ ଓ କେମିତି ସ୍ତ୍ରୀ କୁ ବିବାହ କଲେ ଘର ନଷ୍ଟ ହୋଇଯାଏ । ଶାସ୍ତ୍ର ହିସାବରେ ଏହିଭଳି ସ୍ତ୍ରୀ ସହିତ ବିବାହ କରନ୍ତୁ ।

Image Courtesy: Google

ମଧୁର କଥା କହୁଥିବା :-

ଯେଉଁ ମହିଳା ମାନେ ମଧୁର କୁହନ୍ତି ,ସେହି ମହିଳା ଘରକୁ ସ୍ଵର୍ଗ ବନାଇ ଦିଅନ୍ତି । ସେଥିପାଇଁ କେବଳ ସେହି ମହିଳାକୁ ବିବାହ କର ,ଯିଏ କହିବା ସମୟରେ ଭଲ ଶବ୍ଦ ପ୍ରୟୋଗ କରେ ଓ ଯିଏ ମିଠା ବଚନ କୁହେ । ଶାସ୍ତ୍ରରେ ଲେଖାଯାଇଛି ଯେଉଁ ସ୍ତ୍ରୀ ବଡ ପାଟିରେ କଥା କୁହେ ତା ସହିତ ବିବାହ ନ କରିବା ପାଇଁ । ଏଭଳି ସ୍ତ୍ରୀ କେବଳ କଷ୍ଟ ଦିଅନ୍ତି ।

Image Courtesy: Google

ସତ କହୁଥିବା ମହିଳା :-

ଯେଉଁ ମହିଳା ମାନଙ୍କ ମନ ସତ ସେ ମିଛ କେବେ କୁହନ୍ତିନୀ । ସେହି ପ୍ରକାର ସ୍ତ୍ରୀ ସହିତ ବିବାହ କଲେ ,ଜୀବନ ଆନନ୍ଦରେ ଭରି ଯାଏ ,ଘରର ବାତାବରଣ ଭଲ ରଖେ । ସେଥିପାଇଁ ଏମିତି ସ୍ତ୍ରୀ ମିଳିଲେ ବାହାହୋଇ ଯାଅନ୍ତୁ ।

Image Courtesy: Google

ଯିଏ ଗୁରୁଜନ ମାନଙ୍କ ସମ୍ମାନ ଦିଏ:-

ଯେଉଁ ସ୍ତ୍ରୀ ନିଜଠୁ ବଡ ମାନଙ୍କୁ ସମ୍ମାନ ଦିଏ ,ସେଇ ସ୍ତ୍ରୀ ନିଜ ସହିତ ସୌଭାଗ୍ୟ ନେଇକି ଯାଏ । ଏଇଭଳି ସ୍ତ୍ରୀ ଘରକୁ ଆସିଲେ ଘରେ କେବେ ବି ଝଗଡା ହୁଏ ନାହିଁ । ଏହିଭଳି ସ୍ତ୍ରୀ ଘରର ଲୋକଙ୍କୁ ବାନ୍ଧି କରି ରଖେ ଓ ପରିବାର ଭିତରେ ଭଲ ପାଇବା କମ ହେବାକୁ ଦିଏ ନହିଁ । ସେଇମାନେ ଯିଏ ବଡ ଲୋକଙ୍କ ସମ୍ମାନ କରନ୍ତି ନହିଁ ଓ ସବୁବେଳେ ଝଗଡା କରନ୍ତି ,ସେଇଭଳି ସ୍ତ୍ରୀ କୁ ବିବାହ କଲେ ଘର ନଷ୍ଟ ହୁଏ ।

Image Courtesy: Google

ପରିବାର ପାଇଁ ସବୁବେଳେ ଭାବୁଥିବା ମହିଳା:-

ଯେଉଁ ମହିଳା ନିଜଠୁ ଆଗ ପରିବାର ସଦସ୍ୟଙ୍କ କଥା ଭାବେ , ସେହି ମହିଳା ମାନଙ୍କୁ ସୌଭାଗ୍ୟବତୀ ମାନନ୍ତି । ଏମିତି କୁହାଯାଏ କି ଏହି ଭଳି ସ୍ତ୍ରୀଙ୍କୁ ବିବାହ କଲେ ଘର ଖୁସିରେ ଭରି ଯାଏ,ମହାଲକ୍ଷ୍ମୀ ବାସ କରନ୍ତି । ଆଉ କେତକ ମହିଳା ଅଛନ୍ତି ଯିଏ କେବଳ ନିଜ ପାଇଁ ଭାବନ୍ତି ,ସେହିଭଳି ମହିଳାଙ୍କ ସହିତ ବିବାହ କରନ୍ତୁ ନହିଁ ।

Image Courtesy: Google

କାରଣ ଏହିଭଳି ମହିଳା ସବୁ କଥା ପାଇଁ ସ୍ଵାର୍ଥୀ ହେଇଥାନ୍ତି, ପରିବାର ଲୋକଙ୍କ କଥା ଭାବନ୍ତି ନାହିଁ ,ନାଁ ପରିବାର ଲୋକଙ୍କୁ ଭଲ ପାଆନ୍ତି । କୁହାଯାଇଛି କି ଗୁଣବତୀ ସ୍ତ୍ରୀ ଯଦି ମିଳିଯାଏ ତ ନିଶ୍ଚୟ ବିବାହ କରନ୍ତୁ । ଏହି ଗୁଣବତୀ ମହିଳା ବହୁତ ସୌଭାଗ୍ୟଶାଳି ହୁଅନ୍ତି ଓ ଆପଣଙ୍କ ଜୀବନକୁ ସୌଭାଗ୍ୟଶାଳୀ ବନାଇଦିଅନ୍ତି । ସେଥିପାଇଁ ଶାସ୍ତ୍ରରେ ଥିବା ଗୁଣବତୀ ସ୍ତ୍ରୀ ସହିତ ବିବାହ କରିବାକୁ ମନା କରନ୍ତୁ ନହିଁ ।

Leave a Reply

Your email address will not be published. Required fields are marked *