ଦୁଇ ଗୁଣ ସ୍ଵଛତା ଏବଂ ଦିତୀୟ ଅନୁଶାସନ ଆମ ଜୀବନରେ ବହୁତ ଜରୁରୀ ଜାଗା ରଖିଥାଏ । ସବୁ ଧର୍ମରେ ସ୍ଵଛତା ଏବଂ ଅନୁଶାସନ ଜରୁରୀ ବୋଲି କୁହାଯାଇଛି । ଏହି ଦୁଇଟି ସାମାଜିକ ବ୍ୟବସ୍ଥାର ବି ମହତ୍ଵପୂର୍ଣ କାର୍ଯ୍ୟ ଅଟେ ,ଯାହା ସାହାସରେ ସମାଜ ସଭ୍ୟ ହୋଇ ଆଗକୁ ବଢିଥାଏ । ଯେତବେଳେ ଆପଣ କିଛି ଗୁଣ ଧାରଣ କରିଥାନ୍ତି ,ସେତବେଳେ ଆଧାତ୍ମିକ ରୂପରେ ଏହି ଜମାନା ଜରୁଟି ହୋଇ ଯାଇଥାଏ କି ତାକୁ କେତେବୀ ଧାରଣା କରାଯାଉ ,ତାର ସୀମା କଣ ଅଟେ ,ତାର ମାତ୍ର କଣ ହୋଇଥାଏ ଏବଂ ତାଙ୍କୁ ଧାରଣ କରିନଥିବା ଲୋକ ସହିତ ଆମର ବ୍ୟବହାର କେମିତି ହେବ ?
ଯଦି ଆମେ ଏହି ପୁରା ଗୁଣର ସମୀକ୍ଷା କରିବା ନାହିଁ ,ତାହେଲେ କିଛି ବି ଗୁଣ ସମାଜ ପାଇଁ ହିତକାରୀ ହେବ ନାହିଁ ।
ପ୍ରଥମେ ସ୍ଵଛତାକୁ ନେବା । ଏହାକୁ ମନ ଏବଂ ତନ ର ସ୍ଵଛତାରେ ବଣ୍ଟା ଯାଇପାରେ । ଯେଉଁ ବ୍ୟକ୍ତି ମନର ସ୍ଵଛତା ବିନା କେବଳ ତନର ସ୍ବଚ୍ଛତାରେ ଅଧିକ ନିପୁଣତା ଦେଖାଇବେ ,ତାଙ୍କ ଭିତରେ ସ୍ଵେଛାଚାରିତା ର ପ୍ରବୃତି ଅଧିକ ସ୍ଥିତି ହେବ । ସ୍ଵେଚ୍ଛାଚାରିତା ର ଇତିହାସ କହିଥାଏ କି ସେ ଶରୀର ର ସ୍ଵଛତାକୁ ବଡ ମଝବୁତ ଢଙ୍ଗରେ ଉଠାଇ ଥାଏ କିନ୍ତୁ ମନର ସ୍ଵଛତା ଉପରେ ମୌନ ରହିଯାଇ ଥାଏ । ସେ ସ୍ବଚ୍ଛ ଶରୀର ,ସଫା ସମାଜ ନିଜ ହୃଦୟରୁ ଚାହିଁଥାଏ କିନ୍ତୁ ଏହା ବୁଝି ନଥାଏ କି ମନର ସ୍ଵଛତା ବି ମହତ୍ଵପୂର୍ଣ ଅଟେ ।
ଦ୍ଵିତୀୟ ଗୁଣ ହେଉଛି ଅନୁଶାସନ, ଅନୁଶାସିତ ରହିବା ଏବଂ ସମାଜ ପାଇଁ ବହୁତ ଜରୁରୀ ଅଟେ । ଆଧ୍ୟାତ୍ମରେ ଅନୁଶାସନର ମହତ୍ଵପୂର୍ଣ ସ୍ଥାନ ଅଟେ ,କିନ୍ତୁ ଅନୁଶାସନ ନାମରେ କରାଯାଇ ଥିବା ଜବରଦସ୍ତି ,ଅନୁଶାସନକୁ ଏକ ଅବଗୁଣରେ ବଦଳାଇ ଦେଇଥାଏ । ଅନୁଶାସନ ଯଦି ଜଣେ ଋଷିଙ୍କର ଗୁଣ ଅଟେ ତାହେଲେ କେତେ ଥର ଏହା କୌଣସି ସ୍ଵେଚ୍ଛାଚାରିତାର ବି ଆଭୁଷଣ ଅଟେ ।
ଆମେ ଯେତବେଳେ ଅନ୍ୟକୁ ଅନୁଶାସିତ କରିବା ପାଇଁ ବାହାରି ଥାଉ ,ସେତବେଳେ ଏହା ଅବଗୁଣ ହେଇ ଯାଇଥାଏ । ଏଥିପାଇଁ ଯେଉଁ ଗୁଣକୁ ମନ ବା ଶରୀରରେ ଧାରଣ କରିବା ଦରକାର ଏହାକୁ ବୁଝନ୍ତୁ । ଗୁରୁ ଏହା ଉପରେ ମହତ୍ଵପୂର୍ଣ ହେଇଯାନ୍ତି ,ଯିଏ ଆପଣଙ୍କୁ କହିଥାନ୍ତି କି ଏବେ ଏଠାରୁ ତୁମର ଗୁଣ ଅବଗୁଣରେ ବଦଳି ଯାଇ ପାରେ ,ସମ୍ଭାଳି ଯାଅନ୍ତୁ ।