ଶସ୍ତା ରେ ମିଳିବ 5G ଡାଟା, କେମିତି ଜାଣିବା ପାଇଁ ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ଜିପ ନୂଆ ପ୍ଳାନ ଘୋଷଣା କରିଛି । ଯାହାର ଦାମ ମାତ୍ର 61 ଟଙ୍କା । ଏହି ପ୍ଳାନରେ ୟୁଜର୍ସ ଙ୍କୁ 5g ଡାଟା ମିଳିବ । କମ୍ପାନୀ ଏହି ପ୍ଳାନ ସେହି ୟୁଜର୍ସଙ୍କ ପାଇଁ ଘୋଷଣା କରିଛି ଯେଉଁ ମାନେ 5g କୁ ଅପଡେଟ କରିବାକୁ ଚାହୁଁଛନ୍ତି । ଆସନ୍ତୁ ଜାଣିବା ଏହି ପ୍ଲାନର ପୁରା ଅପଡେଟ ବିଷୟରେ ବିସ୍ତାର ଭାବେ । ଏମିତି ତ କପାଣିର ଅଧିକାଂଶ ପ୍ଳାନ 5g ଏଲିଜିବିଲିଟି ସହ ଆସୁଛି ।

କିନ୍ତୁ କିଛି ରିଚାର୍ଜରେ ୟୁଜର୍ସଙ୍କୁ 4g ଡାଟା ହିଁ ମିଉଛି । ଏହି ୟୁଜର୍ସ ମାନେ ଜିଓର ନୂଆ ପ୍ଳାନ ପକାଇବା ନେଇ 5g କୁ ଅପଡେଟ କରିପାରିବେ । ଦେଶରେ 5g ଲଞ୍ଚ ହେବା ପରେ ଗ୍ରାହକ ଏହାର ସବୁ ସୁବିଧା ପାଇବାକୁ ଅପେକ୍ଷା କରିଛନ୍ତି । ହେଲେ କମ୍ପାନୀ ଏ ନେଇ କିଛି ଅଲଗା ସୂତ୍ର ପ୍ଳାନ ଲଞ୍ଚ କରି ନାହି । କିନ୍ତୁ କିଛି ରିଚାର୍ଜ ସହ 5g ଏଲିଜିବିଲିଟି ଗ୍ରାହକଙ୍କୁ ମିଳୁଛି ।

ଏପରି ସ୍ଥଳରେ ଯେଉଁ ମାନଙ୍କୁ 5g ଏଲିଜିବିଲିଟି ମିଳୁ ନାହି ସେମାନଙ୍କ ପାଇଁ କମ୍ପାନୀ ଏହି 61 ଟଙ୍କିଆ ରିଚାର୍ଜ ପ୍ଳାନ ଆଣିଛି । ଜିଓର 61 ଟଙ୍କିଆ ପ୍ଳାନ ଫାଇଦା 119, 149, 179, 199 0 209 ଟଙ୍କାରେ ମିଳିପାରିବ । ଏହା ଠାରୁ ଅଧିକ ରିଚାର ପ୍ଲାନରେ ଗ୍ରାହକଙ୍କୁ 5g ଏଲିଜିବିଲିଟି ମିଳିବ । ଯଦିଓ ଦେଶରେ ବିଭିନ୍ନ ସହରରେ 5g ଲଞ୍ଚ ହୋଇଛି ଏହାର ଅର୍ଥ ନୁହେଁ କି ସମସ୍ତଙ୍କ ଫୋନରେ ଏହାର ସୁବିଧା ମିଳିପାରିବ ।

ଯଦି ଆପଣଙ୍କ ପାଖରେ 5g ସ୍ମାର୍ଟ ଫୋନ ଅଛି ଓ ତା ସହ ଆପଣ ସେହି ଏରିଆ ଭିତରେ ଅଛନ୍ତି ତେବେ ଯାଇ 5g ନେଟୱାର୍କ ମିଳିପାରିବ । କମ୍ପାନୀର 5g ସ୍ରଭିସ ବ୍ୟବହାର କରିବାକୁ ଆପଣଙ୍କ ପାଖରେ ଜିଓ ବେଳକାମ ଅଫର ଥିବା ଆବଶ୍ୟକ । ଏହି ଅଫର ରେ କମ୍ପାନୀ ଅନ ଲିମିଟେଡ 5g ଡାଟାର ଅଫର ଦେଉଛି । ମାଇଁ ଜିଓ ଆପକୁ ଯାଇ ଏଥିପାଇଁ ଆପଣ ରେଜିଷ୍ଟର କରିପାରିବେ ।

4g ତୁଳନାରେ 5g ର ସ୍ପିଡ 5ରୁ 10 ଗୁଣ ଅଧିକ । 4g ର ସେକେଣ୍ଡ ପିଛା 10 ରୁ 100 mbbs ହୋଇଥିବା ବେଳେ 5gର ସ୍ପିଡ ସେକେଣ୍ଡ ପିଛା 300ରୁ 1000 mbbs ରହିଛି । 5g ସେବା ଆରମ୍ଭ ହେବା ପରେ ଯୁବପିଢିଙ୍କ ମଧ୍ୟରେ ଉଶ୍ଚାହ ବଢିଯାଇଛି । କିଏ ଆପ ଡାଉନଲୋଡ କରି ଇଣ୍ଟରନେଟର ସ୍ପିଡ ଯାଞ୍ଚ କରୁଛି ତ ଆଉ କିଏ ଭିଡିଓ କେମିତି ଚାଲୁଅଛି ପରୀକ୍ଷା କରି ଦେଖୁଛନ୍ତି ।

ତେବେ ସର୍ବ ସାଧାରଣ ଏହି ସୁବିଧା ପାଇବାକୁ ଆହୁରି କିଛି ଦିନ ଲାଗିବ ବୋଲି କୁହାଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଜିଓ ଆଣିଥିବା 5g ଉପରେ ପ୍ଳାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *