ଶାସ୍ତ୍ରରେ ଲେଖା ହୋଇଛି କି ଭୁଲରେ ବି ଏହି ସବୁ କାର୍ଯ୍ୟ ଅଧା କରି ଛାଡିବେ ନାହିଁ, ଆସନ୍ତୁ ଜାଣିବା କଣ ଅଟେ ସେହି କାମ

ଆଜିକାଲି ଲୋକ ବହୁତ ଏମିତି କାମ କରୁଛନ୍ତି ଯାହା ତାଙ୍କୁ କରିବା ଉଚିତ ନୁହ କାହିଁକିନା ଏହା ଆସନ୍ତା ସମୟରେ ତାଙ୍କ ଜୀବନ ଉପରେ ବହୁତ ଭୟଙ୍କର ପ୍ରଭାବ ପକାଇ ଥାଏ । ଆମ ହିନ୍ଦୁ ଶାସ୍ତ୍ର ଅନୁଯାଇ ଏମିତି କେତେକ କାମ କୁହା ଯାଇଛି ଯାହାକୁ ଭୁଲରେ ବି ଅଧା କରି ଛାଡିବା ଉଚିତ ନୁହ । ଆଜି ଆମେ ଏମିତି କାର୍ଯ୍ୟ ବିଷୟରେ କଥା କହିବୁ ଯାହା ଅଧା କଲେ ଆପଣଙ୍କୁ ବହୁତ ହାନି ହୋଇ ଥାଏ ।

ତେବେ ଆସନ୍ତୁ ଜାଣିବା ଏହି କାମ ଗୁଡିକ ବିଷୟରେ ।

କାହା ଠାରୁ ନେଇ ଥିବା ଊଧାର :

ଯଦି ଆପଣ କାହା ପାଖରୁ ଧାର କରି ପଇସା ଆଣିଛନ୍ତି ତେବେ ଏହାକୁ ସମୟରେ ଫେରେଇ ଦବା ଆପଣଙ୍କ ପାଇଁ ଆବଶ୍ୟକ ଅଟେ । ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ ଗରୁଡ ପୁରାଣ ରେ ମଧ୍ୟ ଲେଖା ହୋଇଛି ଯେ ଧାର ଶୀଘ୍ର ଫେରେଇ ଦବା ଉଚିତ ନଚେତ ଧାର ଦିନକୁ ଦିନ ବଢି ଥାଏ ।

କୌଣସି ପ୍ରକାର ରୋଗ ଚିକିତ୍ସା :

ଏମିତି କୁହା ଯାଏ ଯେ ରୋଗ ପାଇଁ ଔଷଧ ନେଲେ ବା ଚିକିତ୍ସା କାଲେ ସମ୍ପୂର୍ଣ ଭାବରେ ଭଲ ହେଲା ପରେ ଛାଡିବା ଉଚିତ ଅଟେ, ଯଦି ରୋଗ ସାରିବା ଆଗରୁ ଆପଣ ଔଷଧ ବନ୍ଦ କରି ଦିଅନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ହାନିକାରକ ଅଟେ । ବହୁତ ଲୋକ ଏମିତି ମଧ୍ୟ ଥାନ୍ତି ଯିଏ କଷ୍ଟ ହେଲା ବେଳେ ଧ୍ୟାନ ଦେଇ ଔଷଧ ଖାନ୍ତି କିନ୍ତୁ କଷ୍ଟ ସାରିଲେ ଔଷଧ ଖାଇବା ବନ୍ଦ କରି ଦିଅନ୍ତୁ କିନ୍ତୁ ଏହା ଉଚିତ ନୁହ ହୋଇ ପାରେ ରୋଗ ଫୁଣି ଫେରି ଆସିବ ସେଥିପାଇଁ ଉଚିତ ଭାବରେ ଔଷଧ ଖାଇବା ଭଲ ।

ନିଆ ଲିଭେଇବା :

ଯଦି ଆପଣ ଏମିତି ଜାଗାରେ ନିଆ ଦେଖନ୍ତି ଯେଉଁଠି କାହାର କିଛି କାମ ନାହିଁ ଏବଂ ସେହି ନିଆ କାହାକୁ ହାନି କରି ପାରେ ତେବେ ସେହି ନିଆ ଶେଠୀ ଲିଭେଇବା ଉଚିତ ଅଟେ । ନିଆ ବହୁତ ଭୟଙ୍କର ଜିନିଷ ଗୋଟେ ଛୋଟ ଚିଙ୍ଗାରି ମଧ୍ୟ ନିଆ ରୂପ ନେଇ ପାରେ ଏବଂ ସବୁ କିଛି ଜାଳି ପୋଡି ପାଉଁଶ କରି ପାରେ ସେଥିପାଇଁ କିଛି ଭାବିବା ଛାଡନ୍ତୁ ଏବଂ ବ୍ୟର୍ଥ ନିଆ ଦେଖିଲେ ତୁରନ୍ତ ଲିଭାନ୍ତୁ ।

ଶତ୍ରୁତା :

ଯଦି ଆପଣଙ୍କର କାହା ସହ ଶତ୍ରୁତା ଅଛି ତେବେ ସମୟରେ ଏହାକୁ ସମାପ୍ତ କରି ଦିଅନ୍ତୁ କାହିଁକିନା ଆପଣଙ୍କ ଶତ୍ରୁ ସବୁବେଳେ ଆପଣଙ୍କୁ ହାନି କରିବା ପାଇଁ ଚେଷ୍ଟା କରିବେ ।

Leave a Reply

Your email address will not be published. Required fields are marked *