ଶାଶୂ-ବୋହୁ ସମ୍ପର୍କରେ ଏହିଭଳି କଥା ଥିବତ କେବେବି ଖରାପ ହବନି ସମ୍ପର୍କ

ବାହାଘର ପରେ ସବୁଝିଅ ଙ୍କ ପାଇଁ ସବୁଠୁ ମୁସ୍କିଲ କାମ ହୋଇଥାଏ କି ନିଜ ଶାଶୁ ସହିତ ଭଲ ସମ୍ପର୍କ ରଖିବା । ଶାଶୁ ବୋହୁ ଦୁଇଜଣ ଯାକ ଟିକେ ଚେଷ୍ଟା କଲେ ଏହା କିଛି କଠିନ କମ ନୁହେଁ । ବାହାଘରପରେ କୌଣସି ଝିଅକୁ ନୂଆ ପରିବାରରେ ଖାପଖୁଆଇ ଚାଲିବା ବହୁତ କଠିନ କାମ ଅଟେ । ପରିବାରର ବାକି ଲୋକଙ୍କ ସହିତ ନିଜ ଶାଶୁ ସହିତ ମେଳ ଖୁଆଇ ଚଳିବାକୁ ହୁଏ,ଶାଶୁକୁ ବି ସବୁ କଥାର ଯତ୍ନ କରିବାକୁ ହୋଇଥାଏ, ନୂଆ ବୋହୁକୁ କିଛି ସମସ୍ୟା ନା ହଉ । କାରଣ ଶାଶୁ ବୋହୁଙ୍କା ଉପରେ ପୁରା ପରିବାର ର ସୁଖ ଶାନ୍ତି ନିର୍ଭର କରିଥାଏ । ଏହି ସମ୍ପର୍କରେ  ଉଚ ନୀଚ ଆସେ, କିନ୍ତୁ ଦୁଇଜଣ ଚେଷ୍ଟା କରିଲେ ସବୁଠୁ ସୁନ୍ଦର  ସମ୍ପର୍କ ବନାଯାଇପାରିବା ।

Image Courtesy: Google

ସାଙ୍ଗ ଭଳି ବ୍ୟବହାର କରନ୍ତୁ:-

ଟିଭି ସିରିୟଲରେ ଆମେ ସବୁବେଳେ ଦେଖିଛୁ କି ଶାଶୁ ବୋହୁ ଝଗଡା କରୁଥିବାର ,କିନ୍ତୁ ଆଜି ସବୁକିଛି ବଦଳିଛି । ଏବେ ଶାଶୁ ବୋହୁଙ୍କା ସମ୍ପର୍କ ଖଟା- ମିଠା କଥାରେ ନୁହେଁ ଦୁଇଜଣଙ୍କ ଭଲ ପାଇବା ଉପରେ ଚାଲିଛି । ଯଦି ଶାଶୁ ବୋହୁ ଏହି କଥାକୁ ପୂର୍ବରୁ ଠିକ କରିବେ କି ଏହି ସମ୍ପର୍କ ର ଆରମ୍ଭ ଭଲ ପାଇବା ଓ ସାଙ୍ଗ ଭଳି କରିବା । ଆମର ବିଶ୍ବାସ କରନ୍ତୁ କି ଏହି ସମ୍ପର୍କ କେବେ ଖରାପ ହେବନି ।  ଶାଶୁ ବୋହୁକୁ ନିଜ ଝିଅଭଳି ବୁଝନ୍ତୁ,ବୋହୁ ବି ଏହି କଥାର ଖ୍ୟାଲ ରଖିବ କି ହେଇପାରେ ଆଜିର ଦୁନିଆରା ଝିଅ ହୋଇଥାଉ କିନ୍ତୁ ଟା ଶାଶୁକୁ ତାଠୁ ଅଧିକ ବୟଶସର ଅନୁଭବ ଅଛି ।

Image Courtesy: Google

ଭୁଲ ବୁଝାମଣା କୁ ସମାଧାନ କରନ୍ତୁ:-

ସମ୍ପର୍କ ପ୍ରେମିକ ସହିତ କି ସାଙ୍ଗ ,କି ଶାଶୁ ସାଙ୍ଗରେ ହଉ ଯେବେ ଗୋଟେ ସମ୍ପର୍କ ହୁଏ ତା ଏମିତି ଭୁଲ ବୁଝାମଣା ହୁଏ । କିନ୍ତୁ ଏଥିରେ ଆପଣ ଦୁଇ ଜଣଙ୍କୁ ଚେଷ୍ଟା କରିବାକୁ ହେବ କି ସେଇକଥା  ଉପରେ ଆଲୋଚନା କରି ମନରେ ଯାହା ଅଛି କହି ଦେବା ଉଚିତ ,ଏହା ଫଳରେ ଭୁଲ ବୁଝାମଣା ହେବନାହିଁ । ସମ୍ପର୍କ ମଧୁର ହେବ ।

Image Courtesy: Google

ଦୁଇଜଣ କଥା ସେୟାର କରନ୍ତୁ :-

ଯଦି ଆପଣ ଦୁଇଜଣ ସତରେ ଜାଣେ ଜଣକ ସହିତ ସମ୍ପର୍କ ମଜଭୁତ  ରଖିବାକୁ ଚାହୁଛନ୍ତି ଦୁଇଜଣ ଖୋଲିକି କଥା ସେୟାର କରନ୍ତୁ । ଶାଶୁ ବୋହୁ ଦୁଇଜଣଙ୍କୁ ଭଲ ମନ୍ଦ କଥା ସେୟା ର କରିବା ଉଚିତ । ଶାଶୁ କୁ ଏହି କଥାର ଖ୍ୟାଲ ରଖିବାକୁ ହେବ କି ତାଙ୍କ ବୋହୁ ନୂଆ ଯୁଗର ଅଟେ । ତାକୁ ବଦଳାଇବା ପରିବର୍ତେ ତାକୁ ବୁଝେଇବା ଆବଶ୍ୟକ ।

Image Courtesy: Google

ଜଣେ ଆଉ ଜଣକ ମହତ୍ଵ ବୁଝିବା ଦରକାର :-

ଆଜି କଲି ବ୍ୟସ୍ତବହୁଳ ଜୀବନରେ ଜାଣେ ଆଉଜଣକ ପାଇଁ ସମୟ ବାହାର କରିପାରୁଛି କିନ୍ତୁ ଏହା ବିଲକୁଲ ନୁହେଁ କି ଆପଣ ଜାଣେ ଆଉ ଜନକକୁ ଧ୍ୟାନ ଦେବା ବନ୍ଦ କରିଦେବ, ଯଦି ଆପଣ କାମ କାର୍ଯ୍ୟ ପାଇଁ ଶାଶୁ କିମ୍ବା ବୋହୁକୁ ଟାଇମ ଦେଇପାରୁନ, ଚେଷ୍ଟା କରନ୍ତୁ କି ଆପଣ ଦୁଇଜଣ ଛୁଟି ରେ ବହୁତ ସମୟ ବିତାଇବେ ଓ କଥାବାରତା ହେବେ । ସାଥିରେ ସପିଙ୍ଗ କରନ୍ତୁ,କି ଖାଇବା ପାଇଁ ବାହାରକୁ ଯିବା, ତାଙ୍କୁ ଭଲ ଅନୁଭବ କରାଇବା ପାଇଁ ଫିଲ୍ମ ଜାଆନ୍ତୁ ।

Leave a Reply

Your email address will not be published. Required fields are marked *