ଶାଶୁଘରେ ରାଜ କରିଥାନ୍ତି ଏହି ନାମର ଝିଅ ମାନେ ସମସ୍ତଙ୍କ ପ୍ରିୟ ହୋଇ ରହିଥାନ୍ତି

ପ୍ରତେକ ଝିଅ ମାନଙ୍କ ଜୀବନରେ କିଛି ନିଆରା ସ୍ଵପ୍ନ ଥାଏ । ସ୍ଵପ୍ନ ମାନଙ୍କ ମଧ୍ୟରୁ ବାହାଘର ସବୁଠୁ ନିଆରା ତଥା ସ୍ଵତନ୍ତ୍ର  ହୋଇଥାଏ । ଝିଅ ମାନଙ୍କ ମଧ୍ୟରେ ଅନନ୍ୟ ଆବେଗ ତଥା ଭୟ ରହିଥାଏ । ବୈଦିକ ଯୁଗରେ ଗୋଟେ ପ୍ରବାଦ ରହିଆସିଅଛି ଦୁହିତା  ଦୁଇ କୁଳକୁ ହିତା । ଅର୍ଥାତ ଝିଅ ମାନଙ୍କର ଜନ୍ମ ଦୁଇ ପରିବାରର ମଙ୍ଗଳ ନିମନ୍ତେ ହୋଇଥାଏ । ବାହା ଘର ପୂର୍ବରୁ ସବୁ ଝିଅ ନିଜ ଘରେ ବହୁତ ସ୍ନେହରେ ବଢିଥାନ୍ତି,  ସେମାନଙ୍କୁ ଫୁଲ ସହିତ ତୁଳନା କରାଯାଇଛି ।

ବାହାଘର ସେମାନଙ୍କର ସବୁଠୁ ସ୍ଵର୍ଗୀୟ ଓ ସୁନ୍ଦର ମୁହୂର୍ତ ହେଲେ ମଧ୍ୟ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅଗଣିତ ଉତ୍କଣ୍ଠା ଓ ଉଦବେଗ ଉଙ୍କି ମାରିଥାଏ ।

ବାହା ଘର ପୂର୍ବରୁ ସବୁ ଝିଅ ମାନଙ୍କ ମନରେ ଆଶଙ୍କା ଥାଏକି  ନିଜ ବାପା ମା ପରିବାରରୁ ପାଉଥିବା ସ୍ନେହ ଶ୍ରଦ୍ଧା ଶଶୁର ଘରୁ ପାଇବେକୀ ନହିଁ । ଝିଅ ମାନେ ନିଜ ଜୀବନ ସାଥି ଉପରେ ପ୍ରଗାଢ ବିଶ୍ବାସ ରଖି ନୂତନ ଜୀବନ ଆରମ୍ଭ କରିଥାନ୍ତି । ନିଜ ଜୀବନସାଥୀକୁ ନିଜ ଆଶା ମୁତାବକ ଭଲପାଇବା ଦେବାକୁ ଚେଷ୍ଟା କରିଥାନ୍ତି ।

ନିଜ ଶଶୁର ଘରେ ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା କରନ୍ତି । ନିଜ ଶଶୁର ଘରେ ବୋହୁ ନୁହେଁ ଝିଅ ହୋଇରହିବାକୁ ଚାହାନ୍ତି । ଜ୍ୟୋତିଷ ଶସ୍ତ୍ର ମଧ୍ୟ ଜୀବନରେ ଗୋଟେ ଅଙ୍ଗ ରୂପେ ପରିଗଣିତ ହୋଇଛି । ଜ୍ୟୋତିଷ ଶସ୍ତ୍ର ଅନୁସାରେ ଏମିତି ୬ ତି ନାମର ଝିଅ ଅଛନ୍ତି ଯେଉଁ ମାନେ ଶାଶୁଘରେ ଏକଦମ ଝିଅପରି ରହିଥାନ୍ତି । ଚଲାନ୍ତୁ ଜାଣିବା ସେହି ନାମର ଝିଅ ମାନଙ୍କ ବିଷୟରେ ।

ଡି ନାମର ଝିଅ :- ଏହି ନାମ ଝିଅ ହୃଦୟରୁ ବହୁତ ସଫା ହୋଇଥାନ୍ତି । ଏମାନେ ସବୁବେଳେ ନିଜ ଶ୍ଵଶୁର ଘର ଲୋକଙ୍କୁ ଖୁସିରେ ରଖିଥାନ୍ତି । ଏମାନେ ତାଙ୍କ ଜୀବନ ସହିତ ଜଡିତ ସମସ୍ତ ସଂପର୍କକୁ ଠିକଭାବେ ନିଭାଇ ଥାନ୍ତି ।  ଏମାନେ ଶାଶୁଘରୁ ନିଜ ମାନକ ଭଳି ଭଲପାଇବା ପାଇନଥାନ୍ତି ।

ଏ ନାମର ଝିଅ :- ଏ ନାମରେ ଥିବା ଝିଅ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନଙ୍କୁ ଗୋଟେ ସୁନ୍ଦର ପରିବାର ସହିତ ସୁନ୍ଦର ଜୀବନସାଥି ମିଳିଥାଏ । ଏମାନେ ସବୁବେଳେ ଶଶୁର ଘର ଲୋକଙ୍କୁ ଖୁସିରେ ରଖିବାକୁ ଚାହାନ୍ତି । ସବୁବେଳେ ଅନ୍ଯମାନଙ୍କର ମଙ୍ଗଳ ଚିନ୍ତା କରିଥାନ୍ତି ।  ଏମାନେ ଶ୍ଵଶୁର ଘରେ ବୋହୁ ନୁହେଁ ଝିଅ ହୋଇ ରହିଥାନ୍ତି ।

ପି ନାମର ଝିଅ :- ଏହି ଝିଅ ମାନେ ବହୁତ ଶାନ୍ତ ଓ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ତାଙ୍କ ଜୀବନ ସାଥିକୁ ଗଭୀର ଭଲପାଇବା ଦେଇଥାନ୍ତି । ଏମାନେ ତାଙ୍କ ଶ୍ଵଶୁର ଘର ଲୋକଙ୍କୁ ବହୁତ ଖୁସିରେ ରଖିଥାନ୍ତି । ଅନ୍ୟକୁ ଖୁସିରେ ରଖିବା ଉପାୟ ଏମାନଙ୍କୁ ବହୁତ ଭଲ ଭାବରେ ଜଣା ଅଛି ।

ଆର ନାମର ଝିଅ :- ଏହି ନାମର ଝିଅ ଶାଶୁଘରେ ସମସ୍ତଙ୍କର ଆଦରର ପାତ୍ର ହୋଇଥାନ୍ତି ।ଏମାନେ ସବୁବେଳେ ସତକୁ ପସନ୍ଦ କରନ୍ତି ।ଏମାନେ ମିଛର ପକ୍ଷପାତି ହୋଇନଥାନ୍ତି ।   ଏମାନେ ତାଙ୍କ ଜୀବନସାଥିଙ୍କ ସହିତ ପରିବାର ଲୋକଙ୍କୁ ନେଇ ବହୁତ ଖୁସିରେ ରହିଥାନ୍ତି ।

କେ ନାମର ଝିଅ :- ଏମାନେ ସହଜରେ ସମସ୍ତଙ୍କ ହୃଦୟ ଜିତି ଥାନ୍ତି । ଏମାନଙ୍କ ବିଶ୍ବାସକୁ ଜିତିବାକୁ ବହୁତ କଷ୍ଟ ହେଲେ ମଧ୍ୟ କିନ୍ତୁ ଏମାନେ ଅନ୍ୟର ବିଶ୍ୱାସକୁ ସହଜରେ ଜିତିଥାନ୍ତି ।  ତାଙ୍କ ପରିବାର ପ୍ରତି ଦାୟିତ୍ଵକୁ ସଠିକ ଭାବରେ ନିଭାଇ ଥାନ୍ତି ।

ଏସ  ନାମର ଝିଅ :- ଏହି ଝିଅ ମାନେ ବହୁତ ଭାଦ୍ର ହୋଇଥାନ୍ତି । ଏମାନେ ସବୁ କାମରେ ଦକ୍ଷ ହୋଇଥାନ୍ତି । ଏମାନେ ନିଜ ଶ୍ଵଶୁର ଘରର ମାନ ସନମାନ ବୃଦ୍ଧି ପାଇଁ ସବୁ କାମ କରିଥାନ୍ତି । ଶାଶୁଘରେ ରାଜ୍ କରିଥାନ୍ତି ଏହି ନାମର ଝିଅ ମାନେ ସମସ୍ତଙ୍କ ପ୍ରିୟ ହୋଇ ରହିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *