ଶାଶୂଘରେ କିପରି ରହୁଛନ୍ତି ଓଡ଼ିଆ ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚ କୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ଏମନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । କିନ୍ତୁ ସେ ପର୍ଯ୍ୟନ୍ତ ମନୋରଞ୍ଜନ ହୋଇ ନଥାଏ ଯେ ପର୍ଯ୍ୟନ୍ତ ଗୋଟିଏ ଭଲ ଗୀତ ଦେଖିବାକୁ ମିଳି ନଥାଏ । ଏହି ଗୀତ ପଛରେ ଅନେକ ଲୋକଙ୍କ ର ହାତ ରହିଥାଏ ।

କିନ୍ତୁ ସବୁଠାରୁ ବେଶୀ ହାତ ରହିଥାଏ ଗାୟକ ଓ ଗାୟିକା ମାନଙ୍କର । ସେମାନେ ନିଜ କଣ୍ଠ ଦ୍ୱାରା ଗୀତ କୁ ସୁମଧୁର କରିପାରନ୍ତି । ତେବେ ବନ୍ଧୁଗଣ ସେହିପରି ଜଣେ ଗାୟିକା ହେଉଛନ୍ତି ଦୀପ୍ତିରେଖା ପାଢ଼ୀ । ଏହି ଗାୟିକା ଅନେକ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି ଏବଂ ଅନେକ ଭଜନ ରେ କଣ୍ଠଦାନ କରିବା ସହିତ ସ୍ୱୟଂ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କ ର ସମସ୍ତ ଗୀତ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ତେବେ ବନ୍ଧୁଗଣ ଏହି ଗାୟିକା କିଛି ମାସ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ତେବେ ବର୍ତ୍ତମାନ ସମୟରେ ଏହା ପ୍ରଶ୍ନ ଉଠିଛି ଯେ ଏହି କଣ୍ଠଶିଳ୍ପୀ ବିବାହ ପରେ ନିଜ ଶାଶୂଘରେ କିପରି ରହୁଛନ୍ତି? ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ବିଗତ କିଛି ମାସ ହେବ ଓଲିଉଡ ଇଣ୍ଡଷ୍ଟ୍ରୀ ର କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଜଣେ ବିଜନେସ ମ୍ୟାନ୍ ଙ୍କୁ ବିବାହ କରିଥିଲେ । ତେବେ ବର୍ତ୍ତମାନ ସମୟ ରେ ଏହା ପ୍ରଶ୍ନ ଉଠିଛି ଯେ ବିବାହ ପରେ କଣ୍ଠଶିଳ୍ପୀ ଦୀପ୍ତିରେଖା ନିଜ ଶାଶୂଘରେ କିପରି ରହୁଛନ୍ତି? ତେବେ ଏହି କଣ୍ଠଶିଳ୍ପୀ ଜଣକ ବିବାହ ପରେ ବର୍ତ୍ତମାନ ଭୁବନେଶ୍ୱର ରେ ରହୁଛନ୍ତି ।

ଦୀପ୍ତିରେଖା ନିଜ ଶାଶୂଘର ସଦସ୍ୟ ଙ୍କ ସହିତ ନିଜର ସମୟ ଅତିବାହିତ କରୁଛନ୍ତି ଏବଂ ଖୁସି ରେ ରହୁଛନ୍ତି । ନିଜର ପରିବାର ସଦସ୍ୟ ଙ୍କୁ ସମୟ ଦେବା ସହିତ ସେ ଦର୍ଶକ ମାନଙ୍କ ମନୋରଞ୍ଜନ ମଧ୍ୟ କରୁଛନ୍ତି । ବିବାହ ପରେ ମଧ୍ୟ ଦୀପ୍ତିରେଖା ନିଜ ସଙ୍ଗୀତ କ୍ୟାରିଅର କୁ ଜାରି ରଖିଛନ୍ତି ଏବଂ ସେଟ କୁ ଫେରିଛନ୍ତି । ଅନେକ ଗୀତ ରେ ନିଜର କଣ୍ଠଦାନ କରି ଦର୍ଶକ ମାନଙ୍କ ମନୋରଞ୍ଜନ କୁ ଜାରି ରଖିଛନ୍ତି ।

ବର୍ତ୍ତମାନ ମଧ୍ୟ ସେ ସେଟ ରେ ବ୍ୟସ୍ତ ରହୁଛନ୍ତି ଏବଂ ହୋଲି ଉପଲକ୍ଷେ ବର୍ତ୍ତମାନ ନୂଆ ନୂଆ ଗୀତ ର ଚାଲିଛି । ଏହିପରି ଅନେକ ଗୀତ ରେ ନିଜର କଣ୍ଠଦାନ କରି କଣ୍ଠଶିଳ୍ପୀ ଦୀପ୍ତିରେଖା ଦର୍ଶକ ମାନଙ୍କ ମନୋରଞ୍ଜନ କୁ ଜାରି ରଖିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *