ପ୍ରଥମ ଦିନ ଶାଶୁଘରେ ସ୍ବାମୀଙ୍କ ସହ କେମିତି ମଜାକଲେ ଜ୍ୟାଙ୍କଲିନ, ଦେଖନ୍ତୁ ଭିଡିଓ

ଆପଣମାନେ ଜାଣିଥିବେ ଏବେ ଏହି ଲକଡାଉନ ସମୟରେ ଆମର ବହୁ ଚର୍ଚିତ ଓଲିଉଡ ନାୟିକା ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ତେବେ ବେଳେ ବେଳେ ଦର୍ଶକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ ତାଙ୍କ ପ୍ରିୟ ଅଭିନେତ୍ରୀ ମାନେ ବିବାହ ପରେ କିପରି ନିଜର ଜୀବନ ଅତିବାହିତ କରୁଛନ୍ତି ।

ଆଜି ଆମେ ଜଣେ ଖୁବ ଚର୍ଚିତ ଓଲିଉଡ ଅଭିନେତ୍ରୀ ଜ୍ୟାକଲିନଙ୍କ ବିଷୟରେ କହିବାକୁ ଯାଉଛୁ । ସେ କିଛି ନିଆରା ପରିଚୟ କରିପାରିଛନ୍ତି । ତେବେ ଆପଣ ବୋଧେ ଜାଣିଥିବେ ହେ ଜ୍ୟାକଲିନ ଓ ତାଙ୍କ ଭଉଣୀ ସୋମାଲି ଦୁହେଁ ଯାଁଳା ଭଉଣୀ ଅଟନ୍ତି । ଦୁହେଁ ଓଡିଆ ଜଗତର ଖୁବ ଚର୍ଚିତ ଓ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ତାଙ୍କୁ ଓଡିଆ ଜଗତର ସୀତା ଓ ଗୀତା ବିଲି ମଧ୍ୟ ସମ୍ବୋଧନ କରାଯାଏ ।

ଏହା ସହିତ କିଛି ଦର୍ଶକ ସେମାନଙ୍କୁ ଟ୍ଵିନ୍ସ ଏକ୍ଟ୍ରେସ ବୋଲି ସମ୍ବୋଧନ କରିଥାନ୍ତି । ତେବେ ଯେହେତୁ ଆଜି ଆମେ ଜ୍ୟାକଲିନଙ୍କ ବିଷୟରେ କହିବାକୁ ଯାଉଛୁ ତେବେ ଆସନ୍ତୁ ଆଜି ଆମେ ତାଙ୍କ ବିଷୟରେ କିଛି ଜାଣିବା ।

ଜ୍ୟାକଲିନ ତାଙ୍କ ଅଭିନୟ, ନ୍ର୍ଯୁତ୍ୟ, ଗୀତ ମାଧ୍ୟମରେ ଦର୍ଶକଙ୍କ ମନକୁ ଜିତି ପାରିଛନ୍ତି । ସେ ଜଣେ ସୁନ୍ଦର ଅଭିନେତ୍ରୀ ସହ ସେ ସୁନ୍ଦର ଗୀତ ଓ ନୃତ୍ୟ କରି ପାରନ୍ତି । ନିକଟରେ ସେ ମ୍ୟୁଜିକ ଆଲବମ ‘ପ୍ରେମ ହୁଏ ନାହିଂରେ” ପ୍ରକାଶିତ ହୋଇଛି ।

ଯେଉଁଥିରେ ସେ ଓ ତାଙ୍କର ଟ୍ଵିନ୍ସ ଭଉଣୀ ସୋମାଲି ଅଭିନୟ କରିଛନ୍ତି । ଏହା ସହ ସେ ପୂର୍ବରୁ ଓଡିଆ ଧାରାବାହିକ ‘ମୋ ଜେଜେ ମା’ରେ ସୁନ୍ଦର ଅଭିନୟ କରି ସାରିଛନ୍ତି । ସେ ମଧ୍ୟ ସାର୍ଥକ ଟିଭି ପ୍ରଚଳିତ ରଜ କୁଇନ ୨୦୧୬ ର ବିଜେତା ଅଟନ୍ତି ।


କିନ୍ତୁ ଆପଣ ଜାଣିଛନ୍ତି କି ନିକଟ ଅତୀତରେ ଜ୍ୟାକଲିନ ପରିଡା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ସେ ନିଜ ସାସୁ ଘରେ ରହୁଛନ୍ତି ଏବନ ନିଜର ସ୍ବାମୀଙ୍କ ସହ ଖୁବ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ସେ ଶେଠୀ ଖୁସି ଥିବାର ପ୍ରମାଣ ସେ ନିଜେ ସାମାଜିକ ଗଣମାଧ୍ୟମରେ ଦେଇଛନ୍ତି । ଅର୍ଥାତ ସେ ବହୁତ ଗୁଡିଏ ଫୋଟୋ ନିଜ ସ୍ଵାମୀ ସହ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ବିବାହର ପ୍ରଥମ ଦିନର କିଛି ଭିଡିଓ ନିଜ ସ୍ଵାମୀ ସହ ପୋଷ୍ଟ କରିଛନ୍ତି,

ଯେଉଁଥିରେ ସେ ଓ ତାଙ୍କ ପ୍ରିୟା ସାଥି ଖୁସିରେ ‘ମୋ ପାଇଁ ପ୍ରେମ ତୋର ଲାଗେ ଗୋଟେ ଉପହାର’ ଗୀତା ଗାଇବାର ନଜର ଆସିଛନ୍ତି । ଏହା ଜ୍ୟାକଲିନଙ୍କ ବିବାହ ପରର କିଛି ଖବର ଏପର୍ଜ୍ଯନ୍ତ ଲୋକଲୋଚନ କୁ ଆସିଛି, ଏହାପରେ କିଛି ଅନ୍ୟ ତଥ୍ୟ ଆସିଲେ ଆମେ ଆମର ଅନୁଛେଦ ମାଧ୍ୟମରେ ଆପଣଙ୍କ ନିକଟରେ ପହଞ୍ଚାଇବୁ ।

Leave a Reply

Your email address will not be published. Required fields are marked *