କେବଳ 7 ଦିନ ଖାଇନିୟନ୍ତୁ, 7 ଦିନରେ ପେଟ ଓ ଅନ୍ତର ଚର୍ବି ବରଫ ଭଳି ତରଳିଯିବ- Lose Fat

ବନ୍ଧୁଗଣ ଉତ୍ତମ ସ୍ୱାସ୍ଥ୍ୟର କାମନା ପ୍ରାୟ ସମସ୍ତେ କରିଥାନ୍ତି । ଯଦି ଆପଣ ନିଜର ଶରୀରର ସନ୍ତୁଳନ ସଠିକ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଉପାୟଟିକୁ ଗ୍ରହଣ କରନ୍ତୁ । ଏହି ଜିନିଷଟି ଆପଣଙ୍କ ଶରୀରର ପେଟ ଏବଂ ଅଣ୍ଟାର ଚର୍ବିକୁ କମାଇଦେବ । ଆପଣଙ୍କୁ କୌଣସି ଡାଏଟର ଆବଶ୍ୟକ ନାହିଁ କିମ୍ବା କୌଣସି ବ୍ୟାୟାମ କରିବାର ଆବଶ୍ୟକ ନାହିଁ । ଏହାକୁ ଯଦି ଆପଣ ସାତଦିନ ପର୍ଯ୍ୟନ୍ତ ଲଗାତାର ସେବନ କରନ୍ତି ତେବେ ବହୁତ ଧୃତ ଗତିରେ ପେଟ ଏବଂ ଅଣ୍ଟାରେ ଥିବା ଚର୍ବି ସବୁ କମିଯିବ ।

ବନ୍ଧୁଗଣ ସେହି ଜିନିଷଟି ହେଉଛି ରସୁଣ, ଏହାର ୭ଟି କୋଲ ଆପଣଙ୍କୁ ନେବାକୁ ଅଛି । ବନ୍ଧୁଗଣ ଏହା ଭାବନ୍ତୁନାହିଁ ଯେ ଆପଣଙ୍କୁ ଏହି ୭ଟି କୋଲା ଗୋଟିଏ ଦିନରେ ଖାଇବାକୁ ଅଛି । ଏହି ୭ଟି କୋଲା ୭ ଦିନରେ ଖାଇବାକୁ ହେବ । ଅର୍ଥାତ ଗୋଟିଏ କୋଲା ଗୋଟିଏ ଦିନରେ ଖାଇବାକୁ ହେବ । ବନ୍ଧୁଗଣ ଅଧିକାଂଶ ବ୍ୟକ୍ତିଙ୍କୁ ରସୁଣର ଗନ୍ଧ ପସନ୍ଦ ଆସିନଥାଏ । ସେମାନେ ଖାଇବାକୁ ମଧ୍ୟ ପସନ୍ଦ କରିନଥାନ୍ତି । ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କୁ ଏହିଭଳି କଞ୍ଚା ଖାଇବା ଭଲ ଲାଗିନଥାଏ, ସେମାନେ ଏହାକୁ ଟିକେ ଗ୍ଯାସରେ ରୋଷ୍ଟ କରିନେବେ ଏହା ଫଳରେ ରସୁଣ ଚୋବାଇବା ସହଜ ହେବା ସଙ୍ଗେ ସଙ୍ଗେ ଏହାର ଗନ୍ଧ ମଧ୍ୟ କିଛି ମାତ୍ରାରେ କମିଯାଇଥାଏ ।

ବନ୍ଧୁଗଣ ରସୁଣ ଆମ ଶରୀର ପାଇଁ ବହୁତ ଉପକାର କରିଥାଏ । ଏଥିରେ ଆଣ୍ଟିବାଇରେଲ ପ୍ରୋପୋଟୀ ରହିଥାଏ । ଏହା ଫଳରେ ଶରୀରର ମେଟାବୋଲିଯମକୁ ବୁଷ୍ଟ କରିଥାଏ । ମେଟାବୋଲିଯମ ସଠିକ ରହିଲେ ଆମେ ଯାହା ଖାଦ୍ଯ ଖାଇଥାଉ, ସେ ତାକୁ ଫ୍ୟାଟରେ ପରିଣତ ହେବାକୁ ଦେଇ ନଥାଏ । ଏହା ଫଳରେ ଆମେ ଯେଉଁ ଖାଦ୍ଯ ଖାଇଲେ ତାହା ଶକ୍ତିରେ ପରିଣତ ହୋଇଥାଏ । ବନ୍ଧୁଗଣ ରସୁଣ ବହୁତ ପ୍ରକାରର ଉପକାର କରିଥାଏ । କ୍ୟାନ ସର ଭଳି ଖତରନାକ ବିମାରିକୁ ମଧ୍ୟ ସଠିକ କରିଦେଇଥାଏ ।

ଯାହାର ବ୍ଲଡ଼ପ୍ରେସର ରହିଥାଏ, ସେମାନେ ନୀତିଦିନ ରସୁଣ ସେବନ କରିବା ଦ୍ଵାରା ତାହା ନିୟନ୍ତ୍ରଣ କରିଥାଏ । ଏହା ଶିରା-ପ୍ରଶିରାରେ ଥିବା ବ୍ଲକେଜ ଗୁଡିକୁ ଅଟକାଇଥାଏ । ଯେଉଁ ମାନେ ହାର୍ଟ ରୋଗୀ ଅଟନ୍ତି ସେମାନେ ମଧ୍ୟ ଦିନକୁ ଗୋଟିଏ କୋଲା ରସୁଣ ସେବନ କରିବା ଉଚିତ । ବନ୍ଧୁଗଣ ସକାଳ ଉଠିବା ମାତ୍ରେ ପ୍ରଥମେ ଖାଲିପେଟରେ କିଛି ଗରମ ପାଣି ସହିତ ଗୋଟିଏ କୋଲା ରସୁଣର ସେବନ କରନ୍ତୁ । ଯେଉଁଭଳି ଗରମ ଉତାପରେ ଆପଣ ଚାହା ସେବନ କରନ୍ତି । ସେହିଭଳି ଅଳ୍ପ ଉଷୁମ ପାଣି ସାଙ୍ଗରେ ରସୁଣ ନେବେ ।

ବନ୍ଧୁଗଣ ଏହିଭଳି ଭାବରେ ଆପଣ ନୀତିଦିନ ରସୁଣକୁ ଗରମ ପାଣି ସହିତ ସେବନ କରି ପାରିବେ । ଏହା ଦ୍ଵାରା ଆପଣଙ୍କ ଶରୀରରେ ଥିବା ଚର୍ବି ସବୁର କ୍ଷେୟ ଘଟିଥାଏ । ଯଦି ଆପଣ କଞ୍ଚା ରସୁଣର ସେବନ ନକରି ପାରନ୍ତି ତେବେ ଆପଣ ରସୁଣକୁ ହାଲକା ଆଞ୍ଚରେ ଚୁଲି କିମ୍ବା ଗ୍ଯାସରେ ପ୍ୟାନ ଅଥବା ତାୱାରେ ଭାଜନ୍ତୁ । ଏହାର ରଙ୍ଗ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଯିବେ ଏବଂ ତାକୁ ରଖି ସେବନ କରିବେ । ଏପରି କରିବା ଦ୍ଵାରା ଆପଣଙ୍କର ଚର୍ବି ଜାତୀୟ ସମସ୍ଯା ରହିବ ନାହିଁ । ଆପଣଙ୍କୁ ଯଦି ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *