ବନ୍ଧୁଗଣ ବର୍ତ୍ତମାନ ସମୟରେ ମାଳିକା ବଚନ ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ଯାହାକୁ ନେଇ ଲ୍କାଙ୍କ ମନରେ ଭୟ ସୃଷ୍ଟି ହେବାରେ ଲାଗିଲାଣି । କାହିଁକି ନା ମାହାପୁରୁଷ ଅଚ୍ୟୁତାନନ୍ଦ ଯାହା ଭବିଷ୍ୟ ବାଣୀ କରିଥିଲେ ତାହା ଦିନକୁ ଦିନ ସତ ହେବାରେ ଲାଗିଛି । ଯେମିତି ପୁରୀ ଶ୍ରୀ କ୍ଷେତ୍ରରେ ଚିଲ ଉଡିବା ଘଟଣା ହେଉ ବା ବର୍ଷା ପାଣି ପସି ସମୁଦ୍ର ଭଳି ସୃଷ୍ଟି ହେବା ଘଟଣା ହେଉ ଏ ସବୁକୁ ଦେଖିବା ପରେ ଲୋକଙ୍କ ମନରେ ଛ ନ କା ପସିଲାଣି । ତେବେ କଣ ସତରେ ସତ ହେବାକୁ ଯାଉଛି ମାଳିକା ବଚନ, ମାଡି ଆସୁଛି ମହା ବି ପ ଦ ।
ମହା ବିପଦ ପୂର୍ବରୁ ଆସିଛି ସଙ୍କେତ, ସତ ହେବାକୁ ଅଚ୍ୟୁତାନନ୍ଦଙ୍କ ଗୋଟି ଗୋଟି ବାଣୀ । ନୀଳଚକ୍ର ଉପରେ ଉଡିଲେ ଚିଲ ମହାପ୍ରଭୁଙ୍କର ଥିଲା କି ଏହା ଗୋଟିଏ ସଙ୍କେତ । ହଁ ଦର୍ଶକ ବନ୍ଧୁ ଆସୁଛି ମହା ବିପଦ ଘଣ୍ଟା ଘଣ୍ଟା ଧରି ଶ୍ରୀମନ୍ଦିର ଉପରେ ଉଡିଲେ ଚିଲ ଆଉ ଏହାକୁ ଦେଖି ଲୋକ ମାନେ ହେଲେ ଆଶ୍ଚର୍ଯ୍ୟ । ଅଦିନିଆ ଚିଲ ଉଡିବା ଦେଖି ଲୋକେ ଭୟବିତ ହୋଇଛନ୍ତି । ମହାପ୍ରଭୁଙ୍କର ଏ କି ସଙ୍କେତ ଏହା ହେଉଛି ସେହି ସମୟର ଦୃଶ୍ୟ ଯେତେବେଳେ ଶ୍ରୀମନ୍ଦିର ନୀଳ ଚକ୍ର ଉପରେ ଘେରା ମାରି ଉଡୁ ଥିଲେ ଶହ ଶହ ଚିଲ ।
ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ କେମିତି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡୁ ଛନ୍ତି ଚିଲ ମାନେ । ଶ୍ରୀ ମନ୍ଦିର ନୀଳ ଚକ୍ର ଉପରେ ଚିଲ ଉଡିବା ଅଶୁଭ ସଙ୍କେତ ଅଟେ । ଏଇ କିଛି ଦିନ ପୂର୍ବରୁ ଶ୍ରୀ ମନ୍ଦିର ବାଇଶି ପାହାଚରେ ପାଣି ପଶିଥିଲା । ଆଉ ପାଣିର ଲହଡି ଭାଙ୍ଗି ଥିଲା ବାଇଶି ପାହାଚରେ । ଯାହାକୁ ଦେଖି ଭୟଭିତ ହୋଇ ଯାଇଥିଲେ ଶ୍ରୀକ୍ଷେତ୍ର ବାସୀ । ଆଉ ଏବେ ଶ୍ରୀମନ୍ଦିର ନୀଳ ଚକ୍ର ଉପରେ ଚିଲ ଉଡିବାକୁ ଘଟଣା କୁ ନେଇ ଭୟବିତ ଅଛନ୍ତି ଓଡିଶା ବାସୀ । ଏବେ ଯେ ଏମିତି କେଉଁ ବିପଦ ଆସିବ ତାହା କାହାକୁ ବି ଜଣା ନାହିଁ ।
ତେବେ ଯେତେ ବଡ ବିପଦ ଆସୁ ନା କାହିଁକି ସବୁଥିରୁ ମହାପ୍ରଭୁ ଉଦ୍ଧାର କରିବେ ବୋଲି ବିଶ୍ଵାସ ରହିଛି । ବର୍ତ୍ତମାନ ଅକ୍ଟୋବର ୨୪ ରେ ସମ୍ଭାବ୍ୟ ବାତ୍ୟା କୁ ନେଇ ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । କାରଣ ଏହି ବାତ୍ୟା ମହାବାତ୍ୟା ର ରୂପ ନେଇପାରେ ବୋଲି ପୂର୍ବ ଅନୁମାନ କରା ଯାଉଛି । ଆଉ ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।