ସତ ହୋଇଗଲା Delhi ଡାକ୍ତରଙ୍କ କଥା ! ଯାହା କହିଥିଲେ ତାହା ହିଁ ହେଲା Pintu Nanda ଙ୍କ ସହ…

ବନ୍ଧୁଗଣ ଭୁବେଶ୍ଵର ରୁ ଦିଲ୍ଲୀ ଗଲା ପରେ ଲିଭର ଟ୍ରାନ୍ସ ପ୍ଳାଣ୍ଟ ହେବା ପରେ ଅଭିନେତା ପିଣ୍ଟୁ ନନ୍ଦ ସୁସ୍ଥ ହୋଇଯିବେ । ଆଉ କିଛି ଦିନ ପରେ ସେହି ଡାକ୍ତର କହିଥିଲେ ଯାହା ଆଗକୁ ଯାଇ ସତ ହେଲା । ଆଉ ତାହା ହିଁ ହେଲା ଆଉ ପିଣ୍ଟୁ ଙ୍କ ଜୀବନ ଚାଲିଗଲା । କହିବାକୁ ଗଲେ ପିଣ୍ଟୁଙ୍କ ଜୀବନର ପ୍ରତେକ ମୂହୁର୍ତ୍ତ ଦିନକୁ ଦିନ କମି ଯାଉଥିଲା ।

ଦିଲ୍ଲୀରେ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରା ଯାଇଥିବା ବେଳେ ହଠାତ ପିଣ୍ଟୁ ଙ୍କ ଲିଭର ରୁ ରକ୍ତ ବାହାରିବା ଆରମ୍ଭ ହୋଇ ଯାଇଥିଲା । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଡାକ୍ତର । ତେବେ ଡାକ୍ତର କହିଥିଲେ ସଙ୍ଗେ ସଙ୍ଗେ ତାଙ୍କର ଲିଭର ଟ୍ରାନ୍ସ ପ୍ଳାଣ୍ଟ କରାଯାଉ । ଆଉ ସଙ୍ଗେ ସଙ୍ଗେ ଘର ଲୋକଙ୍କ ଟେଷ୍ଟ କରା ଯାଇଥିଲା । ଲିଭର ବ୍ଲଡ଼ ଗ୍ରୁପ କାହାର ବି ମିଶି ନ ଥିଲା ଯାହା ବଡ ସମସ୍ଯା ଥିଲା ।

ସେପଟେ ପିଣ୍ଟୁ ନନ୍ଦ ଯନ୍ତ୍ରଣା ରେ ଛଟପଟ ହୋଇ ପଚାରୁଥିଲେ ଲିଭର କାହା ସହ ମ୍ଯାଚ ହେଲା କି ନାହି । ଡାକ୍ତର ବଡ ଦୁଖରେ ତାଙ୍କର ହଟା ଧରି କହୁଥିଲେ ପରିବାରର କାହାର ବ୍ଲଡ଼ ଗ୍ରୁପ ମିଶୁ ନାହି ତୁମେ ଦୟା କରି ହାଇଦ୍ରାବାଦ ଚାଲି ଯାଅ । ଏ କଥା ଶୁଣିବା ପରେ ପିଣ୍ଟୁ ନନ୍ଦ ଭାଙ୍ଗି ପଡିଥିଲେ । ଡାକ୍ତର କହିଥିଲେ ଲିଭର ସଂପୂର୍ଣ୍ଣ ବନ୍ଦ ହେବା ଅଗାରୁ ତୁମେ ହାଇଦ୍ରାବାଦ ଚାଲି ଯାଅ । ନଚେତ ଜୀବନ ପ୍ରତି ବିପଦ ଅଛି ।

ଆଉ ସଙ୍ଗେ ସଙ୍ଗେ ତାଙ୍କୁ ହାଇଦ୍ରାବାଦ ନିଆଗଲା । ବୋଧେ ଦିଲ୍ଲୀ ଡାକ୍ତର ଯାହା କହିଥିଲେ ତାହା ହିଁ ଘଟିଯିବ କେହି କେବେ ଭାବି ନ ଥିଲେ । ହାଇଦ୍ରାବାଦର ଯଶୋଦା ମେଡିକାଲ ରେ ରୋଗୀକୁ ଲିଭର ମିଳିଯାଏ । ଏ କଥା ସମସ୍ତେ ଜାଣିଛନ୍ତି । କିନ୍ତୁ ଲାଇନରେ ନାମକୁ ରଖିବାକୁ ପଡେ । ରୋଗୀର ବୟସ ସହ କେବେ ମେଡିକାଲରେ ଆଡମିସନ ହୋଇଛି ଏ ସବୁକୁ ଦେଖି ରୋଗୀକୁ ଲିଭର ଦିଆଯାଏ ।

ସେହି ହିସାବରେ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ହୋଇଥାନ୍ତା । କିନ୍ତୁ ସମୟ କଣ ଥିଲା । କାରଣ ଯଶୋଦା ମେଡିକାଲ ଭାରତର କୋଣ ଅନୁକୋଣରେ ଭଲ ଯୋଗାଯୋଗରେ ରହିଥାଏ । ଯେଉଁଠି ବି ବ୍ଲଡ଼ ଗ୍ରୁପ ମିଶେ ବ୍ୟକ୍ତି ଆସନ୍ତୁ ଆଉ ଲିଭର ଡୋନେଟ କରନ୍ତି । ଆଉ ପିଣ୍ଟୁ ବି ସୁସ୍ଥ ହୋଇଥାନ୍ତେ । ଡୋନର ମିଳି ଯାଇ ଥାନ୍ତା । କିନ୍ତୁ ସମୟ ଲାଗିଥାନ୍ତା । ଯେମିତି ଦିଲ୍ଲୀ ଡାକ୍ତର କହିଥିଲେ ହାତରେ ବହୁତ କମ ସମୟ ଅଛି ।

ଆଉ ଠିକ ସେତିକି ସମୟରେ ଲିଭର ମିଳି ନ ଥିଲା । ଆଉ ପିଣ୍ଟୁ ଙ୍କ ଜୀବନ ଚାଲିଗଲା ।  ପିଣ୍ଟୁ ହାଇଦ୍ରାବାଦରେ ପହଞ୍ଚିବା ପରେ ଗୋଟେ ଫୋଟୋ ସାମ୍ନାକୁ ଆସିଥିଲା ଯେବେ ତାଙ୍କୁ ଲଣ୍ଡା କରାଯାଇ ନ ଥିଲା । ତା ପରେ କିକିତ୍ସା ଚାଲିଲା ଆଉ ତାଙ୍କୁ ଲଣ୍ଡା କରାଯାଇଥିଲା । କିନ୍ତୁ ଦୁଖର ବିଷୟ ଲିଭର ମିଳିପାରିଲା ନାହି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *