ସତହେଲା Malika Bachana ! ବାଗେଶ୍ଵର ଧାମରେ ଜନ୍ମ ହେଲେ ପ୍ରଭୁ ହନୁମାନ !

ବାଗେଶ୍ଵର ଧାମରେ ଜନ୍ମ ନେଇଛନ୍ତି ପ୍ରଭୁ ହନୁମାନ । ଯାହା ପରେ ଏବେ ସବୁଆଡେ ଦୌଡି ଯାଉଛନ୍ତି ଭକ୍ତ ମାନେ । ଏ ବାଗେଶ୍ଵର ଧାମକୁ ସମସ୍ତେ ଦୌଡୁଛନ୍ତି । ତେବେ ମାଳିକାରେ କୁହା ଯାଇଥିଲା ପ୍ରଭୁ ହନୁମାନ ଏହି ଧରା ପ୍ରୁଷ୍ଠରେ ପୁଣି ଥରେ ଜନ୍ମ ନେବେ । ଆଉ ବାଗେଶ୍ଵର ଧାମ ସହରରେ ଜନ୍ମ ନେଇଛନ୍ତି ଏବେ ପ୍ରଭୁ ହନୁମାନ । ଏହି କଥା ଏବେ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି ।

ଆଉ କଳିଯୁଗକୁ ଫେରିଛନ୍ତି ପ୍ରଭୁ ହନୁମାନ । ଯାହାକୁ ନେଇ ଅନେକ ଚର୍ଚ୍ଚା ହେବା ସହ ଏବେ ସବୁଆଡେ ଏହି ଖବର ବୁଲୁଛି । ଏଠାରେ କହି ରଖିବାକୁ ଚାହିଁବୁ ପ୍ରଭୁ ହନୁମାନଙ୍କୁ ଅମର ବର ମିଳିଛି । ହେଲେ ମଣିଷ ରୂପରେ ଜନ୍ମ ହୋଇଥିବା ସବୁ ଭଗବାନ ବି ଦିନେ ନା ଦିନେ ଧରା ପ୍ରୁଷ୍ଠାରେ ଦେ-ହ-ତ୍ୟା-ଗ କରିଥାନ୍ତି । ଆଉ ପୁଣି ଥରେ ଜନ୍ମ ନେଇଥାନ୍ତି ।

ଏହି କଥାକୁ ମାଳିକାରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଯେ ହନୁମାନେ ଏ କଳିଯୁଗରେ ପୁଣି ଥରେ ଜନ୍ମ ନେବେ । ଆଉ ନିଜ ଭକ୍ତଙ୍କୁ ବଞ୍ଚାଇବେ ଆଉ ଶତ୍ରୁଙ୍କୁ ଉଚିତ ଶିକ୍ଷା ଦେବେ । ଏବେ ଜଣା ପଡିଛି ବାଗେଶ୍ଵର ଧାମରେ କୁଆଡେ ପ୍ରଭୁ ହନୁମାନ ଜନ୍ମ ନେଇଛନ୍ତି ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବାଗେଶ୍ଵର ଧାମ ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ପାଖକୁ ଏବେ ସମସ୍ତେ ଦୌଡୁଛନ୍ତି ।

ତାଙ୍କ ପାଖକୁ ଜଣେ ମହିଳା ଆସି କହିଥିଲେ ତାଙ୍କର ପିଲା ଛୁଆ ହେଉ ନାହି । ଆଉ ମିଳିଥିବା ସୂଚନା ଅନୁଯାୟୀ ମହିଳାଙ୍କ କୋଳରୁ ଏବେ କୁଆଡେ ପ୍ରଭୁ ହନୁମାନ ଜନ୍ମ ନେଇଛନ୍ତି । ଯେଉଁ ପୁଅଟି ଜନ୍ମ ହୋଇଛି ତାର ଚେହରା ଦେଖିବାକୁ ପ୍ରଭୁ ହନୁମାନଙ୍କ ପରି ଯାହା ମାଳିକାରେ କୁହା ଯାଇଥିବା କିଛି କଥା ଆଉ ବର୍ତ୍ତମାନର ଘଟଣାକୁ ଦେଖିଲେ ଲାଗୁଛି ବହୁତ ବଡ ସମ୍ପର୍କ ରହିଛି ।

ମାଳିକାରେ ଯାହା କୁହା ଯାଇଛି ଆଗାମୀ ସମୟରେ ଏ ସବୁ ମେଳ ଖାଇ ଯାଉଛି । ପଶ୍ଚିମ ଦିଗରୁ ଶତ୍ରୁମାନେ ଆସିବେ କଟକରେ ଆକ୍ରମଣ କରିବେ ଆଉ ସେହି ସମୟରେ ପ୍ରଭୁ ହନୁମାନ ଜନ୍ମ ନେଇ ସାରିଥିବେ । ଆଉ ସେତେବେଳେ ଶତ୍ରୁ ଭକ୍ତଙ୍କୁ ଆକ୍ରମଣ କରୁଥିବେ । ଯେଉଁ ସମୟରେ ପ୍ରହୁ ହନୁମାନ ବଞ୍ଚାଇବା ପାଇଁ ଭକ୍ତ ମାନଙ୍କ ପାଖକୁ ଆସିବେ ।

ଏଭଳି କିଛି ମାଳିକା ରେ ଲେଖା ଯାଇଥିବା ବେଳେ ବାଗେଶ୍ଵର ଧାମରେ ପ୍ରଭୁ ହନୁମାନ ଜନ୍ମ ନେଇଥିବା ନେଇ ବଡ ଚର୍ଚ୍ଚା ହେଉଛି । ଆପଣ ବି ଆଣିଥିବେ ମାଳିକାର ବହୁତ କଥା ଅନେକ ସମୟରେ ସତ ହୋଇଛି । ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କଣ ସତରେ କଟକରେ ଶତ୍ରୁ ଆକ୍ରମଣ କରିବେ । ଆଉ ନିଜ ଭକ୍ତ ଙ୍କୁ ବଞ୍ଚାଇବା ଲାଗି ପ୍ରଭୁ ହନୁମାନ ଆସିବେ ଆଉ ଶତ୍ରୁ ମାନଙ୍କୁ ଉଚିତ ଶିକ୍ଷା ଦେବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବ ଆଡ ।

Leave a Reply

Your email address will not be published. Required fields are marked *