ବାଲେଶ୍ଵର ରେ ସଟ୍-ଡାଉନ କାରଣରୁ, ନିଜ ଭକ୍ତଙ୍କୁ ବଞ୍ଚାଇବା ପାଇଁ ଆସିଲେ ମହାଦେବ, ତା ପରେ ଯାହା ହେଲା…

ବନ୍ଧୁଗଣ, ଶାସ୍ତ୍ର ମାନଙ୍କରେ କୁହାଯାଇଛି ଯେ, ଭଗବାନ ସୃଷ୍ଟିର କର୍ତ୍ତା ଅଟନ୍ତି । ସେ ହିଁ ସୃଷ୍ଟି ର ପାଳନ କର୍ତ୍ତା ମଧ୍ୟ ଅଟନ୍ତି । କୁହାଯାଏ ଯେ, ଏହି ସୃଷ୍ଟି ରେ ହେଉଥିବା ସମସ୍ତ ଗତିବିଧି ତାଙ୍କ ନିର୍ଦ୍ଧେଶ ଅନୁଯାଇ ହୋଇଥାଏ । ବନ୍ଧୁଗଣ ଭଗବାନ ଙ୍କୁ ଦୁଖ ସମୟରେ ଯଦି ଆପଣ ସ୍ଵଚ୍ଛ ମନ ତଥା ନିଷ୍ଠ ର ସହିତ ଡାକନ୍ତି ତେବେ ସେ ନିଶ୍ଚୟ ଉତ୍ତର ପୂର୍ବକ ସହାୟ ହୁଅନ୍ତି । ବନ୍ଧୁଗଣ ଆଜିର ଏହି କାହାଣୀ ଏକ ଗରିବ ପରିବାରର ଅଟେ ଯିଏ କି ବାଲେଶ୍ଵର ର ସ-ଟ୍-ଡାଉନ ତଥା ଲକ-ଡାଉନ ରୁ ହାର ମାନି ଯାଇଥିଲା ।

ତାହାର ସଂପୂର୍ଣ୍ଣ ପରିବାର ଦୁଖ କଷ୍ଠ ରେ ତଥା ଭୋକ ଉପାସରେ ଯନ୍ତ୍ରଣା ପାଉଥିଲା । ସେମାନେ ବାଧ୍ୟ ହୋଇ ଆତ୍ମ ଆହୁତି ଦେବାକୁ ଯାଉଥିଲେ । ଠିକ ସେତିକି ବେଳେ ଭଗବାନ ଏମିତି ଚମତ୍କାରିତା ଦେଖାଇଲେ ଯେ ସେଠାରେ ଉପସ୍ଥିତ ଥିବା ପୋ-ଲିସ ଭାଇ ମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆସନ୍ତୁ ଜାଣିବା ଏହି ଅଲୌକିକ ଚମତ୍କାର ର ସଂପୂର୍ଣ୍ଣ କାହାଣୀ ।

ବନ୍ଧୁଗଣ କୋରନା ର ଭୟଭହ ସାରା ବିଶ୍ଵ କୁ ବହୁଳ ଭାବରେ ପ୍ରଭାଭିତ କରିଛି । ଏହି ମହାମାରୀ ସମୟରେ ଭୋକ ଉପାସରେ ଅତ୍ଯାଧିକ ମନୁଷ୍ୟ ପ୍ରା-ଣ-ଦା-ହ କରୁଛନ୍ତି । ବନ୍ଧୁଗଣ ଏହି ସତ୍ୟ ଘଟଣା ଟି ହେଉଛି ବାଲେଶ୍ଵର ର ଏକ ଗରିବ ପରିବାରର । କୋରନା ଯୋଗୁଁ ଭୋକ ଉପାସରେ ରହୁଥିଲେ ପ୍ରବୀଣ ଏବଂ ତାଙ୍କ ପରିବାର । ବହୁତ ଦିନ ଏମିତି ରହିବା ପରେ ଲୋକ ମାନଙ୍କୁ ରାସ୍ତା ରେ ଖାଦ୍ଯମାଗି ଜୀବନ ବିତାଊ ଥିଲେ ।

ମାତ୍ର ଏହି ଲକ-ଡାଉନ ରେ ତାଙ୍କୁ କୌଣସି ପ୍ରକାରର ସାହାଜ୍ଯ ମିଳି ନଥିଲା । ଧୀରେ ଧୀରେ ସେ ଏବଂ ତାଙ୍କ ପରିବାର ବର୍ଗ ଆ-ତ୍ମ-ଆ-ହୁ-ତି ଦେବେ ବୋଲି ନିଷ୍ପତ୍ତି ନେଲେ । କିନ୍ତୁ ହଟାତ ସେହି ସମୟରେ ଜଣେ କଳା ହୋଇ ଡେଙ୍ଗା ଲୋକ ବସ୍ତାରେ ବସ୍ତା ଜିନିଷ ଆଣି ପ୍ରବୀଣ କୁ ଦେଲା । ସେହି ଜିନିଷ ପ୍ରଥମେ ପ୍ରବୀଣ ନେବାକୁ ମନ କଲେ । ଏହାପରେ ସେହି ଡେଙ୍ଗା ବ୍ୟକ୍ତି ଜଣଙ୍କ କହିଲେ ଭୟ କରନାହିଁ ।

ଏହି ଜିନିଷ ଗୁଡିକୁ ନିଅ ମୁଁ ଯେ ପର୍ଯ୍ୟନ୍ତ ତୁମ୍ଭ ପାଖରେ ଅଛି ସେ ପର୍ଯ୍ୟନ୍ତ ତୁମ୍ଭକୁ ଆ-ତ୍ମ-ଆହୁତି ଦେବାକୁ ହେବ ନାହିଁ । ଏହା କହି ପ୍ରବୀଣ ଯେତେବେଳେ ବସ୍ତା କୁ ଅନାଇ ପୁନର୍ବାର ସେହି ଡେଙ୍ଗା ବ୍ୟକ୍ତି ଜଣଙ୍କୁ ଅନାଇଲା ବେଳକୁ ସେ ଉଭାନ ହୋଇ ସାରିଲେଣି । ବନ୍ଧୁଗଣ ପ୍ରବୀଣ ମହାଦେବ ଙ୍କ ଭକ୍ତ ଥିଲେ । ଗରିବ ହେଲେ ମଧ୍ୟ ତାଙ୍କ ମନରେ ଛନ୍ଦକପଟ ଆଦୌ ନଥିଲା । ଏହାପରେ ଯେତେବେଳେ ସେ ବସ୍ତା କୁ ଖୋଲନ୍ତି ସେଥିରେ କିଛି ଟଙ୍କା ଏବଂ ଖାଦ୍ଯ ପଦାର୍ଥ ଥିଲା । ପ୍ରବୀଣ ଙ୍କୁ ପଛରେ ଅନୁଭୂତି ହେଲା ଯେ , ଏହା ସ୍ଵୋୟଙ୍ଗ ଦେବଙ୍କ ଦେବ ମହାଦେବଙ୍କ କୃପା ଥିଲା ।

ଏହାପରେ ସେ ପ୍ରଭୁଙ୍କୁ ଧନ୍ୟବାଦ କରିଥିଲେ । କ୍ରମଶ ସେହି ଟଙ୍କା ଏବଂ ଖାଦ୍ଯ ପଦାର୍ଥ ରେ ତାଙ୍କ ଅବସ୍ଥା ସୁଧୁରିଲା ଏବଂ ବର୍ତ୍ତମାନ ସେ ଆନନ୍ଦମାୟ ଭାବରେ ରହୁଛନ୍ତି । ଏହି ସତ୍ୟ ଘଟଣା ଟି ଗତ ବର୍ଷ ର ଅଟେ । ବନ୍ଧୁଗଣ ଏହା ଏକ କାହାଣୀ ଭଳି ଲାଗୁଥିଲେ ମଧ୍ୟ ସତ୍ୟ ଘଟଣା ଅଟେ । ବିଶ୍ଵାସ ମୂଳରେ ଭଗବାନ । ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରସଙ୍ଗ କୁ ନେଇ କଣ ମତାମତ ଅଟେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *