‘ସାଥ ନିଭାନା ସାଥିଆ’ ଶୋରୁ ବାହାରିବା ପରେ, ବୟଫ୍ରେଣ୍ଡ ଦେଲେ ଧୋକା, ଜାଣନ୍ତୁ ଏବେ କେଉଁଠି ଅଛନ୍ତି ଗୋପୀ ବହୁ(Gia Manek) 

ସାଥ ନିଭାନା ଷାଠିଆ ସିରିଏଲ ବିଷୟରେ ଆପଣ ଶୁଣିବାକୁ ପାଇଥିବେ ଆଉ ଏହି ସିରିଏଲ ଆପଣ ମାନେ ଷ୍ଟାର ପ୍ଲସରେ ମଧ୍ୟ ଦେଖିବାକୁ ପାଇଥିବେ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଏହି ସିରିଏଲ ଯେତେବେଳେ ପ୍ରଥମ ଥର ଟିଭିରେ ଆସିଥିଲା ସେତେବେଳେ ଲୋକ ଏହାକୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ

ଏହି ସିରିଏଲ କାହାଣୀ ଲୋକଙ୍କୁ ବହୁତ ପସନ୍ଦ ଆସୁଥିଲା । ତେବେ ଏହି ସିରିଏଲ ପାଇଁ ଲୋକଙ୍କ ମନରେ ବହୁତ ଭଲ ପାଇବା ଥିଲା ତେବେ ଆଜିବି ଦର୍ଶକ ତା ଋଟେଲିକାସ୍ତ ଦେଖିବାକୁ ପସନ୍ଦ କରନ୍ତି । ତେବେ ଏହି ସିରିଏଲରେ ଗୋପୀ ବହୁ ଅଭିନୟ ଦୁଇଟି ଅଭିନେତ୍ରୀ କରିଥିଲେ ପ୍ରଥମେ ଗୋପି ବହୁ ଅଭିନୟ ଜିଆ ମାନେକ କରିଥିଲେ ଆଉ ତା ପରେ ଦେବୋଲିନା ଭଟାଚାର୍ଜ୍ୟ କରିଥିଲେ । ଆଜି ଆମେ ଆପଣଙ୍କୁ ଜିଆ ମାନେକ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣିଛନ୍ତି ।

ଜିଆ ମାନେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି, ସେ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ ବହୁତ ଭଲ ଭାବରେ ପସନ୍ଦ କରିଥିଲେ ଯେତେବେଳେ ସେ ଶୋ ଛାଡିଲେ ଆଉ ନୂଆ ଗୋପୀ ବହୁ ଆସିଲେ ସେହି ସମୟରେ ସିରିଏଲ ଟିଆରପି ବହୁତ କମି ଯାଇଥିଲା ଦର୍ଶକ ନୂଆ ଗୋପୀ ବହୁକୁ ସେତେ ପସନ୍ଦ କରୁ ନଥିଲେ କିନ୍ତୁ ସମୟ ଅନୁଯାଇ ଦର୍ଶକ ନୂଆ ଗୋପୀ ବହୁକୁ ମଧ୍ୟ ପସନ୍ଦ କଲେ । ଜିଆ ମାନେକ ବହୁତ ସାଧାରଣ ଝିଅ ଅଭିନୟ କରିଥିଲେ ଆଉ ତାଙ୍କ ଅଭିନୟ ଏତେ ଭଲ ଥିଲା ଯେ ଲୋକ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଥିଲେ ।

ଆଜି ଆମେ ଆପଣଙ୍କୁ ଜିଆ ମାନେକ ଜୀବନ କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣି ନଥିବେ ଜିଆ ବହୁତ ଶାନ୍ତ ଅଟନ୍ତି, ସେ ରିଅଲ ଲାଇଫରେ ସମସ୍ତଙ୍କ ସହ ବହୁତ ଭଲ ଅଟନ୍ତି କିନ୍ତୁ ତାଙ୍କ ମନ ଭାଙ୍ଗିଛି ତାହା କେବେ ଆଉ କେମିତି ଔ କିଏ ଏହା କଲା ଟା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଜିଆ ମାନେକ ସାଥ ନିଭାନା ସାଥିଆ ଛାଡିବା ପରେ ଜିନି ଓର ଯୁଯୁ ନାମ ଗୋଟେ ସିରିଏଲରେ ଦେଖା ଦେଇଥିଲେ ଯେଉଁଥିରେ ତାଙ୍କ ଅଭିନୟ ବହୁତ ଚୁଲବୁଲି ଥିଲା କିନ୍ତୁ ଜିଆ ଏହାକୁ ମଧ୍ୟ ବହୁତ ଭଲ ଭାବରେ ନିଭେଇ ଥିଲେ ଆଉ ଦର୍ଶକ ମାନଙ୍କ ମନ କିଣି ପାରିଥିଲେ । ତେବେ ଏହ ପରେ ସେ ବର୍ତମାନ ମନ ମୋହିନୀ ସିରିଏଲ ରେ କାମ କରୁଥିବାର ଦେଖା ଯାଇଛନ୍ତି ।

ସାଥ ନିଭାନା ସାଥିଆ ପରେ ଏହି କଥା ଖବର ନେଇଥିଲା ଯେ ଜିଆ ମାନେକ ନିଶାନ୍ତ ମଲକାନିଙ୍କୁ ଡେଟ କରୁଛନ୍ତି ଆଉ ବହୁତ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହବାକୁ ଯାଉଛନ୍ତି କିନ୍ତୁ କିଛି ସମୟ ପରେ ଦୁହିଙ୍କ ବ୍ରେକପ ଖବର ସାମନାକୁ ଆସିଲା ଆଉ ତା ପରେ ବର୍ତମାନ ନିଶାନ୍ତ ନିଜ କୋସ୍ତର ଗୁଡନ ତୁମସେ ନା ହୋ ପାଏଗାକୁ ଡେଟ କରିବାର ଦେଖା ଯାଇଛନ୍ତି ।

Leave a Reply

Your email address will not be published. Required fields are marked *