ସାଉଥ ସୁପର ଷ୍ଟାର Prabhas ଓ ବଲିଉଡ ଅଭିନେତ୍ରୀ Kriti Sanon ବହୁତ ଜଲ୍ଦି କରିବାକୁ ଯାଉଛନ୍ତି ମ୍ୟାରେଜ!

ବଲିଉଡ କଳାକାର ମାନେ ଯେପରି ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଲୋକପ୍ରିୟ ହାସଲ କରିଛନ୍ତି ଠିକ ସେହିପରି ସାଉଥ ସୁପର ଷ୍ଟାର ମାନେ ମଧ୍ୟ ନିଜର ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ସାଉଥ କଳାକାର ମାନେ ଅଭିନୟ ବ୍ଯତୀତ ଆକ୍ସନ, ଷ୍ଟାଇଲ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ସାଉଥ ସୁପର ଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରୀତି ସନନ ବହୁତ ଜଲ୍ଦି ମ୍ୟାରେଜ କରିବାକୁ ଯାଉଛନ୍ତି ତାହା ବିଷୟରେ କଣ ରହିଛି ସଂପୂର୍ଣ୍ଣ ବିବରଣୀ କହିବାକୁ ଯାଉଛୁ ।

ଅଭିନେତ୍ରୀ କ୍ରୀତି ସନନ ନିଜର ଅପ କମିଙ୍ଗ ଫିଲ୍ମ “ଆଦି ପୁରୁଷ” କୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମଟି ରାମାୟଣ ଉପରେ ଆଧାରିତ ହୋଇଛି । ଏହା ସହ ଫିଲ୍ମରେ ପ୍ରଭାସ କ୍ରୀତି ସନନଙ୍କ ସହ ଲିଡ ଭିମିକାରେ ନଜର ଆସିବେ । ଏହି ଫିଲ୍ମରେ ଅଭିନେତା ପ୍ରଭାସ ଶ୍ରୀରାମ ଓ କ୍ରୀତି ସନନ ମା ସୀତାଙ୍କ ଚରିତ୍ରରେ ନଜର ଆସିବେ । ଏକ ଇଣ୍ଟରବିୟୁରେ କ୍ରୀତି କହିଛନ୍ତି ଯେ ସେ ଟାଇଗର ଶ୍ରଫଙ୍କ ସହ ଡେଟ କରିବେ, କାର୍ତ୍ତିକ ଆରୟନଙ୍କ ସହ ଫ୍ରଟ କରିବା ପସନ୍ଦ କରିବେ କିନ୍ତୁ ମ୍ୟାରେଜ ପ୍ରଭାସଙ୍କ ସହ କରିବେ ।

କ୍ରୀତିଙ୍କ ଏହି ବୟାନ ଶୁଣିବା ପରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହେବା ସହ ଖୁସି ହୋଇଛନ୍ତି । ସାଉଥ ଷ୍ଟାର ପ୍ରଭାସ ଏବେ ଶିଂଗଲ ଅଛନ୍ତି । ତେବେ କ୍ରୀତିଙ୍କର ଏହି ଖୁଲାସା କରିବା ପରେ ଦୁହିଙ୍କ କେମେଷ୍ଟ୍ରିରେ କେଉଁ ରଙ୍ଗ ଆସିବ ତାହା ଦେଖିବାର ଅଛି । ଫିଲ୍ମ ଆଦି ପୁରୁଷର ଡାଇରେକସନ ସିମ ଓମରାଜ କରୁଥିବା ବେଳେ ରାବଣ ଭୂମିକାରେ ଅଭିନେତା ସେଫ ଅଲ୍ଲୀ ଖାନ ଅଛନ୍ତି । ଏହି ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ଅଭିନେତା ସନି ସିଂ ନଜର ଆସିବେ । କ୍ରୀତି ପ୍ରଭାସ ଙ୍କ ସହ କାମ କରି ଅଭୁତ ଖୁସି ଥିବାର କହିଛନ୍ତି । କ୍ରୀତି ପ୍ରଭାସଙ୍କ ବିଷୟରେ କହିଛନ୍ତି ଯେ ସେ ବହୁତ ଲାଜ କରନ୍ତି କିନ୍ତୁ ବହୁତ କଥା କହୁଥିବା ବ୍ୟକ୍ତି ଅଟନ୍ତି ।

ଦୁହିଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ରହି ଥିବାର କ୍ରୀତି କହିଛନ୍ତି । ପ୍ରଭାସ ବହୁତ ହ୍ୟାଣ୍ଡସମ ଲାଗନ୍ତି ଏ କଥା ମଧ୍ୟ କ୍ରୀତି ସନନ କହିଛନ୍ତି । ଗତ କିଛି ଦିନ ତଳେ ଅଭିନେତ୍ରୀ କ୍ରୀତି ସନନ ଫିଲ୍ମ “ମିମି” ରେ ସରୋଗେଟ ମଦର ଚରିତ୍ରରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କର ଡାଇଲଗ, ଏକ୍ସପ୍ରେସନ କିଛି ଅଲଗା ଥିଲା ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । କ୍ରୀତି ସନନ ନିଜ ଫିଲ୍ମ କ୍ଯାରିୟରକୁ ନେଇ ବହୁତ ପରିଶ୍ରମ କରିବାର ନଜର ଆସୁଛନ୍ତି । ଆଗକୁ ଅଭିନେତା ପ୍ରଭାସଙ୍କର କ୍ରୀତି କୁଲାସା କରିଥିବା ମ୍ୟାରେଜ କଥାକୁ ନେଇ କଣ ମତାମତ ରହିବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *