ସେଦିନ Rani Priyadarshini ଏତେ ଜୋରରେ କାନ୍ଦୁଥିଲା, ମୁଁ ତାକୁ ବୁଝାଉଥିଲି, ହେଲେ କେତେ ଜଣ କହିଲେ… Sri Kumar

ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଲାଗି ରହିଛି । ପିଣ୍ଟୁ ନନ୍ଦ ଲିଭର ଶିରୋଷିଆ ରୋଗରେ ପୀଡିତ ଥିବାରୁ ତାଙ୍କର ଅ-କା-  ଳ ବି-ୟୋ-ଗ ଘଟିଛି । ତାଙ୍କୁ ବଞ୍ଚାଇବା ପାଇଁ ସମତେ ନିଜର ଆପ୍ରାଣ ଚେଷ୍ଟା କରିଥିଲେ କିନ୍ତୁ କଥାରେ ଅଛି କପାଳ ଲିଖନ କେହି ବଦଳାଇ ପାରିବେ ନାହି । ପିଣ୍ଟୁ ନନ୍ଦଙ୍କ ଶେ-ଷ-କୃ-ତ୍ୟ ସମୟରେ ଅନେକ କଳାକାର ସାମିଲ ହୋଇଥିଲେ ।

ଆଉ ସେମାନଙ୍କ ମଧ୍ୟରୁ ଯାତ୍ରୀ ଅଭିନେତ୍ରୀ ସାମିଲ ହୋଇଥିଲେ ଆଉ ସେ ସମୟରେ କାନ୍ଦିକି ଗଡି ଯାଇଥିଲେ । ଆଉ ସେଇ ସମୟରେ କୁମାର ତାଙ୍କୁ ବୁଝାଇବାକୁ ଯାଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖିବା ପରେ କିଛି ଲୋକେ ଟ୍ରୋଲ କରିଛନ୍ତି କୁମାରଙ୍କୁ ଯାହାକୁ ନେଇ ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି କୁମାର ।

ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଶ୍ରୀକୁମାର ଗଣମାଧ୍ୟମ ଆଗରେ କହିଛନ୍ତି “ଆମେ ଯାହାକୁ ଭଲ ପାଉଥିଲୁ ପିଣ୍ଟୁ ନନ୍ଦ ସେ ତ ଆଉ ନାହାନ୍ତି । ସେ ଏବେ ସ୍ଵ-ର୍ଗରେ ଅଛନ୍ତି । କିନ୍ତୁ ଗୋଟେ କଥା ମୁଁ କହିବି ଯେଉଁ ଦିନ ପିଣ୍ଟୁ ନନ୍ଦ ଚାଲି ଗଲେ ମୁଁ ଏୟାରପୋର୍ଟ ଯାଇଥିଲି । ଓଡିଆ ଇଣ୍ଡଷ୍ଟ୍ରିର ଏତେ ବଡ ବଡ ଷ୍ଟାର କାହିଁ କେହି ତ ଆସିନ ଥିଲେ ପିଣ୍ଟୁ ଭାଇଙ୍କ ଘରକୁ ।

ସେଇଠି ତ ମାତ୍ର ହାତ ଗଣତି ଲୋକ ଥିଲେ । ସମସ୍ତେ ତ ଏତେ ବଡ ବଡ କଥା କହୁଥିଲେ ହେଲେ କିମ୍ସ ମେଡିକାଲ ଠାରୁ ଆରମ୍ଭ କରି ତାଙ୍କ ଘରକୁ ଯିବା ପର୍ଯ୍ୟନ୍ତ ହାତ ଗଣତି କିଛି ଲୋକ ଥିଲେ । ସ୍ଵ-ର୍ଗ-ଦ୍ଵା-ରକୁ ଯେବେ ନେଇକି ଗଲୁ ସେଠାରେ ବବି ଭାଇ, ମୁଁ, ରାନୀ ପ୍ରିୟଦର୍ଶିନୀ, ଗୁଡୁ ଥିଲେ । ମୁଁ ପିଣ୍ଟୁ ଭାଇଙ୍କୁ କାନ୍ଧେଇକି ନେଲି ସେହି ସମୟରେ ଗୋଟେ ପୂଜା ହୁଏ ।

ସେତେବେଳେ ବବି ଭାଇ ଆଉ ବିକାଶ ଏମାନେ ସବୁ ପାଟି କରିଲେ ସେ ରାନୀ ପ୍ରିୟଦର୍ଶନୀ ଏତେ କାନ୍ଦୁଛି କାନ୍ଦିକି କାନ୍ଥ ପାନ୍ଥରେ ବାଡେଇ ହେଇଗଲାଣି ତୁ ଯା ଟିକେ ତାକୁ କଣ୍ଟ୍ରୋଲ କର । ମୁଁ ଯାଇ ତାକୁ ବୁଝେଇଲି କହିଲି ଭଉଣୀ ଯାହା ତ ହେଇଛି ହେଇ ଗଲା ପିଣ୍ଟୁ ଭାଇ ତ ଚାଲି ଗଲାଣି ଆଉ ତୁ କଣ ଚାଲି ଯିବୁକି ତୁ ବି ବଞ୍ଚିବୁ ।

ମୁଁ ତାକୁ ବୁଝେଇକି 10 ହାତ ସେପଟକୁ ନେଇଛି ତା ଭିତରେ କିଛି ମିଡିଆ ସେ ଭିଡିଓକୁ କ୍ୟାପଚର କରି ତାକୁ ଟ୍ରୋଲ କରୁଛନ୍ତି । କଣ କହିବି ଆମ ଓଡିଶା ଲୋକଙ୍କ ଚିନ୍ତାଧାରା ଜଣେ ମରିବା ପରେ ଯେଉଁ ଏସବୁ କଥା ଆଲୋଚନା ହେଉଛି ଏସବୁ ବହୁତ ନିନ୍ଦନୀୟ ଆଉ ଲଜ୍ଜା ଜନକ” । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *