ଆଜି ଆମେ ଆପଣଙ୍କ ନିକଟରେ ପୁଣି ଥରେ ମାଳିକାରେ ଲିଖିତ ଭବିଷ୍ୟତ ବାଣୀକୁ ନେଇ ଆସିଛୁ । ଯାହାର ଗୋଟିଏ ଗୋଟିଏ ଶ-ବ୍ଦ ବର୍ତ୍ତମାନ ସମୟରେ ସତ୍ୟ ପ୍ରମାଣିତ ହେଉଛି ।
କ-ରୋ-ନା ମ-ହା-ମା-ରୀ ଆଜି ପୁରା ବିଶ୍ଵରେ ନିଜର ତାଣ୍ଡବ ଲୀଳା ଆରମ୍ଭ କରି ଦେଇଛି । ଏହା ବିଷୟରେ ମାଳିକାରେ ବି କୁହାଯାଇଛି । କିନ୍ତୁ ମହାପୁରୁଷ ମାଳିକାରେ କେବଳ ଭ-ୟ-ଭୀ-ତ କରୁଥିବା କଥା କହି ନାହାନ୍ତି ଏହା ସହିତ ଆଶ୍ଵସ୍ତି ମିଳିବା ବିଷୟରେ ବି ବହୁତ କିଛି କହିଛନ୍ତି । ବର୍ତ୍ତମାନ ସମୟରେ ଆପଣ ଯାହା ବି ଦେଖୁଛନ୍ତି ତାହା ବିଷୟରେ ମହା ପୁରୁଷମାନେ ବହୁତ ବର୍ଷ ପୂର୍ବେ ମାଳିକାରେ ଭବିଷ୍ୟତ ବାଣୀ କରି ଲେଖି ଯାଇଛନ୍ତି । ମହାପୁରୁଷଙ୍କ ଅନୁସାରେ କ-ରୋ-ନା କାରଣରୁ ଚାରିଆଡେ ଅଭାବ ଓ ଅସୁବିଧାର ଦେଖାଯିବ । କିନ୍ତୁ ସେଥିରୁ ମୁକ୍ତି ମଧ୍ୟ ମିଳିବ । ମହା ପୁରୁଷ କହୁଛନ୍ତି କି
କାନ୍ଧରେ କାନ୍ଧେଇ ମଡା ଫାଟିଯିବ କାନ୍ଧ ପାଚି ଚମଡା ଲୋ ଯାଇଫୁଲ ଆଲୋ ଯାଇଫୁଲ ଦେହ ହୋଇଯିବ ସରି ପୀଡା ଯାଇଫୁଲ ।
କାନ୍ଧରେ ସବ କାନ୍ଧେଇ କାନ୍ଧେଇ ଶରୀର ବିନ୍ଧା ହେବାକୁ ଲାଗିବ ଓ ଏହି କଥା କେତେ ସତ୍ୟ ଅଟେ ଏହା ଆପଣ ସମସ୍ତେ ଜାଣି ସାରିଥିବେ । ଆପଣମାନେ ଦେଖୁଥିବେ କି ବର୍ତ୍ତମାନ ସମୟରେ କ-ରୋ-ନା କାରଣରୁ କେହି ବି ଶ-ବକୁ କାନ୍ଧ ଦେଉ ନାହାନ୍ତି । ଏମିତିରେ ବହୁତ କମ ଲୋକମାନେ ଶ-ବ ର ଅ-ନ୍ତି-ମ ସଂସ୍କାର କରୁଛନ୍ତି । ଏହା ସହିତ ଦେଖିଥିବେ କି ଶ୍ମଶା-ନ-ରେ ଶ-ବର ଧାଡି ଲାଗିଛି । ମହାପୁରୁଷ ଅମ୍ଳଜାନ ଅଭାବ ବିଷୟରେ ମାଳିକାରେ ଲେଖିଛନ୍ତି ।
ମହାପୁରୁଷ ଲେଖିଲେ କି, ଶେଷକୁ ମ-ରିବେ ସେହି ତାକୁ କେହି ବୋହି ନ ଥିବେ ନାହିଁ ଲୋ ଯାଇଫୁଲ ଆଲୋ ଯାଇଫୁଲ ତାଙ୍କର ଦରଜା କବାଟ ଫିଟିବ ନାହିଁ ଲୋ ଜାପଫୁଲ ।
ଏହାର ଅର୍ଥ ମନୁଷ୍ୟର ଶେଷ ଅବସ୍ଥାରେ ତାକୁ ବୋହିବା ପାଇଁ ଏହି ସଂସାରରେ ଆଉ କେହି ବି ନ ଥିବେ । ସେଥିପାଇଁ ମହାପୁରୁଷଙ୍କ କହିବା ଅନୁସାରେ ଅଧର୍ମର ରାସ୍ତାକୁ ଛାଡି ଧର୍ମ ରାସ୍ତାକୁ ଯାଆନ୍ତୁ । କହିଦେଉଛୁ କି ମାଳିକା ଅନୁସାରେ ଏହି ରୋ-ଗ ଆଉ ଅଳ୍ପ ଦିନ ପାଇଁ ଅଛି ।
ଅର୍ଥାତ ୨୦୧୯ରେ ଆରମ୍ଭ ହୋଇଥିବା କ-ରୋ-ନା ମ-ହା-ମା-ରୀ ଏହି ବର୍ଷ ଅର୍ଥାତ ୨୦୨୧ ସେପ୍ଟେମେବର ମାସରେ ଅ-ନ୍ତ ହୋଇଯିବ । ସମସ୍ତେ କ-ରୋ-ନାରୁ ମୁକ୍ତ ହୋଇଯିବେ । ଏହା ମଧ୍ୟରେ କିନ୍ତୁ ଆପଣଙ୍କୁ ନାନା ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିବ । ଘରେ ଘରେ ଏହି ରୋ-ଗ ହେବ । କେତେକ ଲୋକମାନଙ୍କର ଅକାଳ ବିୟୋଗ ହେବେ । କିନ୍ତୁ ବର୍ତ୍ତମାନ ସମୟରେ ଓଡିଶାରେ ମୃତ୍ୟୁ ହାର ବହୁତ କମ ଅଛି । ଯାହାକି ଏକ ଭଲ ଖବର ଅଟେ ।
କିନ୍ତୁ ଏହା ମଧ୍ୟରେ କିଛି ମହାନ ମହାନ ଲୋକମାନେ ମୃତ୍ୟୁ ବରଣ କରିବେ । କିନ୍ତୁ ଆଉ ୪ ମାସ ପରେ ଏହି ରୋ-ଗ ସାଧାରଣ ହୋଇଯିବ । ଏହା ମଧ୍ୟରେ ଲୋକମାନଙ୍କ ଶରୀରରେ ରୋ-ଗ ପ୍ରତିରୋଧକ ଶକ୍ତି ଜାଗ୍ରତ ହେବ । କିନ୍ତୁ ଏଥିରେ ଅତ୍ୟଧିକ ଭୟଭୀୟ ହେବାର କୌଣସି କଥା ନାହିଁ ।
ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।