ସର୍ଜିକାଲ ଷ୍ଟ୍ରାଇକ ନୁହେଁ ଘରେ ପଶି ଶତ୍ରୁକୁ ବିନାଶ କରିବ Nagastra, ଏହାର Features ଜାଣି ଉଡିବ ହୋସ

ଶତ୍ରୁ ପାଇଁ କାଳ ସାଜିବ ସୁ-ସା-ଇ-ଡ ଡ୍ରୋନ । ସର୍ଜିକାଲ ଷ୍ଟ୍ରାଇକ ନୁହେଁ ଘରେ ପଶି ଶତ୍ରୁକୁ ବିନାଶ କରିବ ନାଗାସ୍ତ୍ର । ଅନେକ ଆଲୋଚନା ଅନେକ ବୁଝାମଣା ପରେ ବି ସୀମା ରେ ଶତ୍ରୁତା ର ଆ-ତ-ଙ୍କ-ବା-ଦୀ କାର୍ଯ୍ୟ କଳାପ କରୁ ନାହି । ଗତ କିଛି ଦିନ ତଳେ ଜାମ୍ମୁ କାଶ୍ମୀର କୁଞ୍ଜ ଠାରେ ଆ-ତ-ଙ୍କ-ବା-ଦୀ ଙ୍କ ଆକ୍ରମଣରେ 5 ଜଣ ଯବାନ ସ-ହି-ଦ ହୋଇ ଯାଇଛନ୍ତି ।

ଆଉ ଏହିଭଳି ଆ-କ୍ର-ମ-ଣର ପ୍ର-ତି-ଶୋ-ଧ ନେବା ପାଇଁ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ନାଗାସ୍ତ୍ର-1 ଡ୍ରୋନ । ଯାହାକୁ ସୁ-ସାଇଡ ଡ୍ରୋନ ବି କୁହା ଯାଉଛି । କାହିଁକି ଏହା ଅସ୍ତ୍ର ଘରେ ପଶି ଆକ୍ରମଣ କରିବ ସବୁ କିଛି ଧ୍ଵଂସ କରିଦେବ । ନାଗପୁରରରେ ଅବସ୍ଥିତ ସ୍ଵଦେଶୀ ଡିଫେନସି କମ୍ପାନୀ ସୋଲାର ଇଣ୍ଡଷ୍ଟ୍ରି ଠାରୁ 450 ନାଗାସ୍ତ୍ର କିଣୁଛି ଭାରତୀୟ ସେନା ।

ସ୍ଵଦେଶୀ ଅସ୍ତ୍ର ଶସ୍ତ୍ର ତିଆରି କରୁଥିବା ଏହି କମ୍ପାନୀ ଇଯାଇଲ ଓ ପୋଲାଣ୍ଡକୁ ପଛରେ ପକାଇ ଏହି ଡ୍ରୋନ ତିଆରି କରିବା ଡିଲକୁ ହାସଲ କରିଛି । ନାଗାସ୍ତ୍ର ହେଉଛି ଏକ ସୁ-ସାଇଡ ଡ୍ରୋନ । ତେବେ 1 ବର୍ଷ ମଧ୍ୟରେ ଏହି କମ୍ପାନୀ ଡିଲ ଅନୁଯାୟୀ ଭାରତୀୟ ସେନାକୁ ସବୁ ଡ୍ରୋନ ପ୍ରଦାନ କରିବ ।

ଗତ ବର୍ଷ ମାର୍ଚ୍ଚ 21ଓ 23ରେ ଚୀନ ସୀମା ନିକଟରେ ଲଦାଖ ଘାଟିରେ ଏହି ଡ୍ରୋନର ପରୀକ୍ଷଣ ହୋଇଛି । ଭବିଷ୍ୟତରେ ସର୍ଜିକାଲ ଷ୍ଟ୍ରାଇକ ଭଳି ଅପରେସନ କରିବାକୁ ପଡିବ ନାହି । ସୀମା ଏ ପାରିରୁ ଡ୍ରୋନ ଉଡିବ ସୀମା ଆରପାରିରେ ଶତ୍ରୁ ଶିବିରକୁ ଧ୍ଵଂସ କରିଦେବ । ଯଦି ଆମେ ଏହି ଡ୍ରୋନର ମାରିବାର କ୍ଷମତା ବିଷୟରେ କହିବା ତେବେ ନାଗାସ୍ତ୍ରର 2ଟି ଯାକ ଭ୍ୟାରିଆଣ୍ଟ 45 ମିଟର ଯାଏଁ ଉଡିପାରିବ ।

ଏହାର ଅପରେସନ ରେଞ୍ଜ 15 କିମି ରହିଛି । ଶତ୍ରୁ ଟ୍ୟାଙ୍କ, ବଙ୍କର, ଅସ୍ତ୍ର ଶସ୍ତ୍ର ଡିପୋ, ସୈନ୍ୟ ସମୂହ ଉପରେ ଘା-ତ-କ ଆ-କ୍ର-ମ-ଣ କରିପାରିବ । ଏହି ଡ୍ରୋନର 2ଟି ଭ୍ୟାରିଆଣ୍ଟ ରହିଛି । ପ୍ରଥମ କୁ ଏଲଏନ-0 କୁହା ଯାଉଥିବା ବେଳେ ଅନ୍ୟଟିକୁ ଏଲଏନ-1 କୁହା ଯାଇଛି । ଏଲଏମ-0 କୁ ହାତ ବା ଡ୍ରାଇପର ଜରିଆରେ ଉଡାଯାଏ ।

ଏହା ଏକା ଥରକେ 60 ମିଟର ଯାଏଁ ଉଡିଥାଏ । ଏହି ଡ୍ରୋନରେ 1 କିମି ଯାଏଁ ବିସ୍ପୋରକ ଭାରି କରି ରଖାଯାଇଥାଏ । ଆ-କ୍ର-ମ-ଣ କରିବା ଜାଗାରେ ଏହାର ବ୍ୟବହାର କରାଯାଏ । ଏହାର ଆ-କ୍ର-ମ-ଣରେ 20ମିଟର ରେଞ୍ଜ ଭିତରେ ଆସୁଥିବା ଶତ୍ରୁ ଶିବିର, ବଙ୍କର, ଟ୍ୟାଙ୍କର ସବୁ କିଛି ମାଟିରେ ମିସିଯାଏ ।

ଏହାର ଦ୍ଵିତୀୟ ଭ୍ୟାରିଆଣ୍ଟ ଏଲଏନ-1 90 ମିଟର ଯାଏଁ ଉଡିବାର କ୍ଷମତା ରଖିଥାଏ । ଏଥିରେ ଡିୟୁଲ ସେନ୍ସର ଲଗାଯାଇଛି । ଯାହା ସାହାର୍ଯ୍ୟରେ ଦିନ ଓ ରାତିରେ କାମ କରିହେବ । ଏହାର ଓଜନ ମାତ୍ର 11 କେଜି । ଏଥିରେ 4 କେଜିର ବିସ୍ପୋରକ ଫିଟ କରାଯାଇପାରିବ । ଏହା ଭୟଙ୍କର ବିସ୍ଫୋରଣ କରିଥାଏ । ଭାରତୀୟ ସେନା ହାତକୁ ଏହି ଡ୍ରୋନ ଆସିଲେ ଉଭୟ ଚୀନ ଓ ପାକିଷ୍ଟନର ଘରେ ପଶି ଆକ୍ରମଣ କରାଯାଇପାରିବ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *