Sidharth ଶେଷଥର ପାଇଁ Shehnaaz ଙ୍କୁ ଯାହା କହିଥିଲେ ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ: ଦେଖନ୍ତୁ Video

ବିଗ ବସରୁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ସିଦ୍ଧାର୍ଥ ଶୁକ୍ଲା ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି । ଆଜି ଗୋଟିଏ ଏମିତି ଖ-ବ-ର ଆସିଲା ଯାହା ତାଙ୍କର ଫ୍ୟାନମାନଙ୍କ ହୃଦୟ ଭାଙ୍ଗି ଦେଇଛି । ତାଙ୍କର ଫ୍ୟାନମାନେ ସ୍ଵୀକାର କରିବାକୁ ଚାହୁଁ ନାହାନ୍ତି କି ସିଦ୍ଧାର୍ଥ ଶୁକ୍ଲା ଆଜି ଆମ ଗହଣରେ ଆଉ ନାହାନ୍ତି । କହିବାକୁ ଗଲେ ଏହା ବହୁତ ବଡ ଝ-ଟ-କା ଓ ବହୁତ ବଡ କ୍ଷ-ତି ଅଟେ ବଲୀଉଡ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ।

ସିଦ୍ଧାର୍ଥ ଶୁକ୍ଲାଙ୍କ ଅଚାନକ ମୃ-ତ୍ୟୁ ଖ-ବ-ର ସାମ୍ନାକୁ ଆସିବା ସମସ୍ତଙ୍କୁ ଆଚମ୍ବିତ କରି ଦେଇଛି । ଏହା ମଧ୍ୟରେ ତାଙ୍କର ବନ୍ଧୁ ଓ ଗର୍ଲଫ୍ରେନ୍ଡ କୁହାଯାଉଥିବା ଶହନାଜ ଗିଲ ବି ଏହି ଖ-ବ-ର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଶହନାଜ ଗିଲଙ୍କ ବି ଏକ ଭିନ୍ନ ପରିଚୟ ଅଛି ।

କିନ୍ତୁ ସିଦ୍ଧାର୍ଥ ଓ ଶହନାଜ ଗିଲଙ୍କ ଯୋଡି ଯେତେବେଳେ ସାମ୍ନାକୁ ଆସେ ତେବେ ଏମାନଙ୍କର ଫ୍ୟାନମାନେ ଆହୁରି ଅଧିକ ଖୁସି ହୋଇ ଯାଆନ୍ତି । ଏହି ଯୋଡିକୁ ସମସ୍ତେ ପସନ୍ଦ କରନ୍ତି । କିଛି ଦିନ ତଳେ ହିଁ ସିଦ୍ଧାର୍ଥ ଶୁକ୍ଲା ଶହନାଜ ଗିଲଙ୍କ ସପୋର୍ଟ କରୁଥିବାର ନଜର ଆସିଥିଲେ । ସିଦ୍ଧାର୍ଥ ଶୁକ୍ଲା ଶହନାଜ ଗିଲଙ୍କ ଏକ ଫ୍ୟାନକୁ ତାଙ୍କର ହିଁ କଥା ଉପରେ ତାଙ୍କୁ ଜବାବ ଦେଇଥିବାର ନଜର ଆସିଥିଲେ ।

ଶହନାଜ ଗିଲଙ୍କୁ ସିଦ୍ଧାର୍ଥଙ୍କ ଜଣେ ଫ୍ୟାନ କ୍ଲବ ବହୁତ ଖ-ରା-ପ କଥା କହିଥିଲେ । ରିତେଶ ସିଦ୍ଧାର୍ଥ ନାମକ ଗୋଟିଏ ଫ୍ୟାନ କ୍ଲବ ଶହନାଜ ଗିଲଙ୍କୁ ଟ୍ୟା-ଗ କରି କହିଲେ କି ଆପଣଙ୍କ ଉପରେ ଓ ଆପଣଙ୍କ ଫ୍ୟାନମାନଙ୍କ ଉପରେ ଲଜ୍ୟା ଆସୁଛି ମୋତେ !

ନିଜର ପ୍ରଶଂସକମାନଙ୍କ ପାଇଁ ଦୃଢ ରୂପରେ ଛିଡା ପାଇଁ ସାହାସ ନିଜ ମଧ୍ୟରେ ରଖନ୍ତୁ ଶହନାଜ ଗିଲ । ଏହା ପରେ ସିଦ୍ଧାର୍ଥ ଶହନାଜ ଗିଲଙ୍କ ସପୋର୍ଟ ନେଇ ସେହି ଫ୍ୟାନ କ୍ଲବକୁ କହିଲେ କି, ଦୟା କରି ଶହନାଜଙ୍କୁ ଲଜ୍ଜିତ କରନ୍ତୁ ନାହିଁ ।

ଏହା ଆବଶ୍ୟକ ନୁହେଁ । ଏହା ତାଙ୍କର ଭୁଲ ନୁହେଁ । ଏହା ତାଙ୍କ FDର କିଛି ପିପିଏଲ ଅଟେ । ଯାହାକୁ ସେ ନିଜେ ବନ୍ଦ କରିବା ପାଇଁ କହିଛନ୍ତି । ପରସ୍ପର ଠାରୁ ଶିଖିବାକୁ ଚେଷ୍ଟା କର । ବୁଝି ପାରୁଛୁ । ସବୁବେଳେ ହିଁ ସିଦ୍ଧାର୍ଥ ଶହନାଜ ଗିଲଙ୍କ ସପୋର୍ଟ କରୁଥିବାର ନଜର ଆସନ୍ତି । ବିଗ ବସ ଘରେ ବି ନଜର ଆସୁଥିଲା କି ସେ ଶହନାଜ ଗିଲଙ୍କ ପ୍ରତି ବହୁତ ଭଦ୍ର ବ୍ୟବହାର ରହୁଥିଲେ । ଶହନାଜ ଗିଲଙ୍କ ସାଥ ବି ଦେଉଥିଲେ । କିନ୍ତୁ ବର୍ତ୍ତମାନ ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆରେ ନାହାନ୍ତି ।

Leave a Reply

Your email address will not be published. Required fields are marked *