ଶନିବାର ଦିନ ମରିଗଲେ ବି ଏହି 5ଟି ଜିନିଷ ଖାଆନ୍ତୁ ନାହିଁ, ନହେଲେ ଆପଣଙ୍କୁ ଲାଗିବ ଶନିଦଶା… ଜଲ୍ଦି ସତର୍କ ହୁଅନ୍ତୁ ନହେଲେ ପସ୍ତେଇବେ

ବନ୍ଧୁଗଣ ଶନିବାର ହେଉଛି ଶନିଦେବଙ୍କ ପ୍ରିୟ ବାର । ପ୍ରତେକ ବ୍ୟକ୍ତିଙ୍କ ରାଶିରେ ସୂର୍ଯ୍ୟ ଗୋଟେ ମାସ ପାଇଁ, ଚନ୍ଦ୍ରମା ଦୁଇ ମାସ ଯାଏଁ, ମଙ୍ଗଳ ଦେଢ ମାସ ଯାଏଁ, ବୁଧ ଗୋଟେ ମାସ ଯାଏଁ ଓ ଶୁକ୍ର ଗୋଟେ ମାସ ରହିଥାନ୍ତି । କିନ୍ତୁ ବୃହସ୍ପତି ୧୩ ମାସ ଯାଏଁ ରହିଥାନ୍ତି । କିନ୍ତୁ ଶନିଦେବ କୌଣସି ରାଶିରେ ଅଢେଇ ବର୍ଷରୁ ଆରମ୍ଭ କରି ସାଢେ ସାତ ବର୍ଷ ଯାଏଁ ରହିଥାନ୍ତି । ଆପଣ ମାନେ ଜାଣିଥିବେ ଶାସ୍ତ୍ର ଅନୁଯାୟୀ ସନିବାରକୁ ଶନିଦେବଙ୍କୁ ସମର୍ପିତ କରାଯାଇଛି ।

ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନି ଦୋଷ ରହିଥାଏ ତେବେ ଏହାର ପ୍ରତିକାର କରାଯାଏ । ଆଜି ଆମେ ଆପଣଙ୍କୁ ଶନିବାର ଦିନ କେଉଁ କେଉଁ ଜିନିଷ ଖାଇଲେ ସର୍ବନାଶ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- କ୍ଷୀର : ଶନିବାର ଦିନ ଆପଣ କ୍ଷୀର ବା ଦହି ଖାଇବାକୁ ଚାହୁଁଛନ୍ତି ଏବେ ତାହା ସାଧା ଖାଆନ୍ତୁ ନାହି । କ୍ଷୀର ରେ ଆପଣ ହଳଦୀ ବା ଗୁଡ ମିଶାଇ ସେବନ କରି ପାରିବେ । ଖାଲି କ୍ଷୀର ବା କ୍ଷୀର ଜାତୀୟ ଖାଦ୍ୟ ଖାଇଲେ ତାହା ଶନିଦେବ ଙ୍କ ଅବମନାନା ହୋଇଥାଏ । ତେଣୁ ଏପରି ଭୁଲ କରିବା ଉଚିତ ନୁହେଁ ।

୨- ଆମ୍ବ ଆଚାର : ଭୁଲରେ ବି ଶନିବାର ଦିନ ଆମ୍ବ ଆଚାର ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଶନିଦେବ ଙ୍କ କୋପର ଶିକାର ହେବାକୁ ପଡିଥାଏ । ଆପଣ ଅନ୍ୟ କୌଣସି ଆଚାର ଖାଇ ପାରିବେ । କିନ୍ତୁ ପଣସ ବ ଆମ୍ବ ଆଚାର ଖାଇବା ଉଚିତ ନୁହେଁ ।

୩- ନାଲି ଲଙ୍କା : ଶନିଦେବ ଙ୍କ ନାପସନ୍ଦର ଜିନିଷ ହେଉଛି ନାଲି ଲଙ୍କା । ତେଣୁ ଭୁଲରେ ବି ଶନିବାର ଦିନ ନାଲି ଲଙ୍କା ଖାଇବା ଉଚିତ ନୁହେଁ । ଆପଣ ଅନ୍ୟ କୌଣସି ଲଙ୍କା ଖାଇ ପାରିବେ । ଏପରି କରିବା ଦ୍ଵାରା ଶନିଦେବ ଙ୍କ କୁଦୃଷ୍ଟି ବ୍ୟକ୍ତି ଉପରେ ପଡିଥାଏ ।

୪- ଡାଲି ଜାତୀୟ ଖାଦ୍ୟ : ଶନିବାର ଦିନ ଚନ, ବିରି, ମୁଗ ଡାଲି ଖାଇ ପାରିବେ । କିନ୍ତୁ ମସୁର ଡାଲି ଶନିବାର ଦିନ ଭୁଲରେ କାହାଇବା ଉଚିତ ନୁହେଁ । କାରଣ ମସୁର ଡାଲି ସହ ମଙ୍ଗଳ ଗ୍ରହଙ୍କର ସମ୍ପର୍କ ରହିଛି । ତେଣୁ ମସୁର ଡାଲି ଖାଇବା ଦ୍ଵାରା ଶନିଦେବଙ୍କ କୋପ ଦ୍ରୁଷ୍ଟି ପଡିଥାଏ । ଏହା ସହ ଅନେକ ଅସୁବଧା ଭୋଗ କରିବାକୁ ପଡିଥାଏ ।

୫- ନିଶା ଦ୍ରବ୍ଯ : ଶନିବାର ଦିନ ଭୁଲରେ ବି ନିଶା ଦ୍ରବ୍ଯ ସେବନ କରିବା ଉଚିତ ନୁହେଁ । ଏମିତି କରିଲେ ଶନିଦେବ ଙ୍କ କୋପ ଦ୍ରୁଷ୍ଟି ର ଶିକାର ହେବାକୁ ପଡିଥାଏ । ଏହା ସହ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ହୋଇଥାଏ । ଶନିବାର ଦିନ ଶନିଦେବ ଙ୍କୁ ଶନି ମନ୍ଦିର ଯାଇ ସୋରିଷ ତେଲର ଦୀପ ଅର୍ପଣ କରିଲେ ତାଙ୍କର ଶୁଭ ଦ୍ରୁଷ୍ଟି ପଡିଥାଏ । ତେଣୁ ଶନିବାର ଦିନ ଏହି ସବୁ ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *