ଶନିବାର ଦିନ ଏହି 5ଟି ଜିନିଷ ଖାଇଲେ ହେବ ସର୍ବନାଶ- ପଡିବ ଶନିଙ୍କ କୋପ ଦୃଷ୍ଟି

ଶନିବାର ହେଉଛି ଶନିଦେବଙ୍କ ବାର । ପ୍ରତେକ ବ୍ୟକ୍ତିଙ୍କ ରାଶିରେ ସୂର୍ଯ୍ୟ ଗୋଟିଏ ମାସ ପାଇଁ, ଚନ୍ଦ୍ରମା ଦୁଇମାସ ଦୁଇଦିନ ପାଇଁ, ମଙ୍ଗଲ ଦେଢ ମାସ ପର୍ଯ୍ୟନ୍ତ, ବୁଧ କୋଡିଏ ମାସ ପର୍ଯ୍ୟନ୍ତ,  ଏବଂ ଶୁକ୍ର ଗୋଟିଏ ମାସ ରହିଥାନ୍ତି ।

ବୃହସ୍ପତି ତେର ମାସ ପର୍ଯ୍ୟନ୍ତ ରହିଥାନ୍ତି ।କିନ୍ତୁ ସାନି ଦେବା କୌଣସି ରାଶିରେ ଅଢେଇ ବର୍ଷରୁ ଆରମ୍ଭ କରି ସାଢେ ସାତ ବର୍ଷ ରହିପାରିବେ ।  ଆପଣ ମାନେ ଜାଣିଥିବେ ଶାସ୍ତ୍ର ଅନୁସାରେ ଶନିବାର ଦିନ ନ୍ୟାୟର ଦେବତା ଶାଣିଦେବଙ୍କୁ ଅର୍ପିତ କରାଯାଇଛି ।

Image Courtesy: Google

ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଦୋଷ ରହିଛି । ତେବେ ଶନିଙ୍କର ବ୍ରତ କରିବା ପାଇଁ  ଜ୍ୟୋତିଷ ମତ ଦେଇଥାନ୍ତି ।  କୁହାଯାଏକି ଶନିଦେବ ଭଲ କାମ କରୁଥିବା ଲୋକଙ୍କୁ ଭଲ ଫଳ ଓ ଖରାପ କର୍ମ କରୁଥିବା ବ୍ୟକ୍ତିଙ୍କୁ ଖରାପ ଫଳ ଦେଇଥାନ୍ତି । ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁତ କିଛି ନିୟମ ମାନି ଚଳିବାକୁ ହୋଇଥାଏ । କାରଣ ଦୁନିଆରେ ଏମିତି କେହି ବ୍ୟକ୍ତି ନହିଁ, ଯାହାଙ୍କୁ ଶନିଦେବଙ୍କ ନଜର ପଡେ ନାହିଁ ।

Image Courtesy: Google

ତେଣୁ ଆମେ ସମସ୍ତେ ସବୁ ସମୟରେ  ଶନିଦେବଙ୍କ ନିୟମ ମାନିବା ଦରକାର । କାରଣ ଯଦି ତାଙ୍କର କୋପ ଦ୍ରୁଷ୍ଟି ପଡେ ଆପଣ ବହୁତ ବଡ ଧନୀ ହୋଇଥିଲେ ମଧ୍ୟ ଭିକାରି ହୋଇଯିବେ । ଆଜି ଏହି ଲେଖାରେ ଜାଣିବା ଶନିବାରରେ କଣ ଖାଇବା ଦରକାର ଓ କଣ ଖାଇବା ଅନୁଚିତ  ଚାଲନ୍ତୁ ଜାଣିବା । ଏହାକୁ ଧ୍ୟାନର ସହିତ ଦେଖନ୍ତୁ ଟିକେ ଟିକେ ଭୁଲ ପାଇଁ କେତେଜେ ଅସୁବିଧା ଭୋଗିବାକୁ ପଡିପାରେ ଏହାକୁ ସେହି ବ୍ୟକ୍ତିହିଁ କହିପାରିବ । ତେବେ ଆମେ ସତର୍କ ହୋଇ ତାଙ୍କ ସନମାନ ଓ ନିୟମ ମାନି ବାକୁ ପଡିବ ।

Image Courtesy: Google

ତେଣୁ ଚାଲନ୍ତୁ ଗୋଟି ଗୋଟି କରି ଜାଣିବା କଣ ସବୁ ଶନିବାର ଦିନ ଖାଇବେ ନାହିଁ । ପ୍ରଥମେ ହେଉଛି କ୍ଷୀର କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ, ଯଦି ଶନିବାର ଦିନ ଆପଣ କ୍ଷୀର କିମ୍ବା ଦହିଖାଇବାକୁ ଚାହୁଛନ୍ତି ତେବେ ତାହାକୁ ସାଧା ଖାଆନ୍ତୁ ନାହିଁ । କ୍ଷୀରରେ ହଳଦୀ କିମ୍ବା ଗୁଡ ମିଶାଇ ସେବନ କରନ୍ତୁ , ଖାଲି କ୍ଷୀର ଜାତୀୟ ଦ୍ରବ୍ୟ ଖାଇଲେ ଶନିଦେବଙ୍କ ଅବମାନନା ହୋଇଥାଏ । ତେଣୁ ଆପଣ ଖାଲି କ୍ଷୀର କିମ୍ବା ଦହି ଶନିବାର ଦିନ ଖାଇବେ ନାହିଁ । ଏହି ଦିନ ଆମ୍ବ ଆଚାର ଖାଆନ୍ତୁ ନାହିଁ ।

Image Courtesy: Google

ଏହାକୁ ଖାଇବା ଦ୍ଵାରା ଶନିଦେବଙ୍କ କୋପର ଶିକାର ହେବାକୁ ପଡିପାରେ । ଆପଣ ଅନ୍ୟ କୌଣସି ଆଚାର ଖାଇପାରିବେ । କିନ୍ତୁ ଆମ୍ବ କି ପଣସର ଆଚାର ଖାଇବେ ନାହିଁ । ଏହା ଖାଇବା ଦ୍ଵାରା ଅସୁବିଧାରେ ପଡ଼ିପାରନ୍ତି । ଲାଲ ଲଙ୍କା ଏହା ଶନିଦେବ ପସନ୍ଦ କରନ୍ତି ନାହିଁ, ଆପଣ ଅନ୍ୟ ରଙ୍ଗର ଲଙ୍କା ଖାଇ ପାରିବେ । କିନ୍ତୁ ଲାଲ ରଙ୍ଗର ଲଙ୍କା କଦାପି ଖାଇବେ ନାହିଁ । ଏମିତି କରିବା ଦ୍ଵାରା ଶନିଦେବଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *