ଶନିବାର ଦିନ କରନ୍ତୁ ଏହି ୭ଟି କାମ, ହେବ ଏତେ ଧନବର୍ଷା କି ସମ୍ଭାଳି ପାରିବେନି ଆପଣ

ହନୁମାନଙ୍କୁ ସଙ୍କଟ ମୋଚନ ନାମରେ ଜଣାଯାଏ ହନୁମାନ ଭକ୍ତର ଦୁଃଖ ଦୁର୍ଦ୍ଦଶା‌ ଦୂର କରିବା ପାଇଁ‌ ଜଣାଯାଏ । ଆଜିର ଦୁନିଆରେ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସି ଥାଏ । ଏହି ସମୟରେ ହନୁମାନ ଏହିସବୁ ସଙ୍କଟରୁ ରକ୍ଷା‌ କରିବେ ।

ହନୁମାନଙ୍କୁ ପ୍ରସନ୍ନ କରିବାପାଇଁ ଶନିବାର ଦିନକୁ ଶୁଭ ବୋଲି ମନାଯାଏ । ଯଦି ଏହି ଦିନରେ ଆପଣ କିଛି ଖାସ୍ ଉପାୟ କରନ୍ତି ଆପଣଙ୍କ ଜୀବନରେ ସବୁ‌ ସମସ୍ୟାର ସମାଧାନ ହୋଇଯିବ । ଏହି ଉପାୟ ଗୁଡ଼ିକ ଜାଣନ୍ତୁ‌ ।

1.ଶନିବାର ଦିନ‌ ହନୁମାନ ମନ୍ଦିର ଯାଇ ଘୋଡାର ନାଲକୁ ପୂଜା କରନ୍ତୁ । ଏହାପରେ ସେହି ଜାଗାରେ ବସି ୭ ଥର ହନୁମାନ‌ ଚାଳିଶା ପାଠ କରନ୍ତୁ । ଯଦି କଳା ଘୋଡ଼ାର ‌ନାଲ ନ ମିଳେ ତା ହେଲେ ପୁରୁଣା ଡଙ୍ଗାର କିଲରେ‌ ତିଆରି ହୋଇଥିବା ଲୁହା ମୁଦୀକୁ ବ୍ୟବହାର କରିପାରିବେ ।

2. ଶନିବାର ଦିନ ପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ଶୁଭ ମନାଯାଏ । ଏହିଦିନ କଳା ତେଲ,ଅଟା,ଚିନିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ, ଏବେ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ ।

3. ଶନିବାର ଦିନ ସକାଳୁ ଉଠି ଗଙ୍ଗା ଜଳ ରେ ଗାଧୋଇବା। ଏବେ ଏକ ତାଟିଆ ରେ ସୋରିଷ ତେଲ ନେବା ଓ ସେଥିରେ ନିଜର ଚେହେରା ଦେଖିବା।‌ଏହାପରେ ସେହି ତେଲ ଗରିବ କୁ ଦାନ କରିବା। ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ।

4. ଶନିବାର ଦିନ କୁକୁର କୁ ଖାଇବାକୁ ‌ଦେଲେ ସବୁ ସମସ୍ୟା ହୋଇଯିବ। ଏହି ଦିନ ରୁଟି କରି ସେଥିରେ ସୋରିଷ ତେଲ ଲଗାଇ କୁକୁର କୁ ଖାଇବାକୁ ଦିଅନ୍ତୁ। ଏଥିରେ ତୁମ କାମରେ ଆସୁଥିବା ବାଧା ସମାପ୍ତ ହୋଇଯିବ।

5.ଶନିବାର ଦିନ ବରଗଛ ତଳେ ଦୁଇ ସଳିତା ଥିବା ଦୀପ ଜଳାନ୍ତୁ ।‌ ଏହା ପରେ ହାତଯୋଡି ହନୁମାନଙ୍କୁ ଧ୍ୟାନ କରନ୍ତୁ। ଆପଣଙ୍କ ସବୁ ମନୋକାମନା ବହୁତ ଶୀଘ୍ର ପୂରଣ ହେବ ।

6. ଯଦି ଆପଣଙ୍କ କିଛି ବି ମନୋକାମନା ପୂରଣ ହେଉ ନାହିଁ ଆଉ ଏଥିରେ ବାରମ୍ବାର ସମସ୍ୟା ଆସୁଛି ତେବେ ଏହି ଉପାୟ କରନ୍ତୁ । ଶନିବାର ଦିନ‌ ହନୁମାନ ମନ୍ଦିର ଯାଆନ୍ତୁ ଓ ସେହିଠାରେ ୧୦୮ ଟି ପତ୍ରରେ ତିଆରି ହୋଇଥିବା ମାଳା ହନୁମାନଙ୍କୁ ଅର୍ପଣ କରନ୍ତୁ । ଧ୍ୟାନ ରଖୀବେ ସବୁ ପତ୍ର ରେ ନାଲି ସିନ୍ଦୂର ଲାଗିବା ଦରକାର । ଏମିତି କଲେ ହନୁମାନ ଶୀଘ୍ର ପ୍ରସନ୍ନ ହୋଇଯିବେ ଓ ସବୁ ସମସ୍ୟାର ସମାଧାନ କରିଦେବେ ।

7.ଶନିଵାର ଦିନ ହନୁମାନ ମନ୍ଦିରରେ ନଡ଼ିଆ,ଚଣା ଓ ଚିରୋ‌ଞୀର ପ୍ରସାଦ ଅର୍ପଣ କଲେ ଶୁଭ ହୋଇଥାଏ । ଏହା କରିବା ଦ୍ଵାରା ଆପଣଙ୍କ ସହିତ କିଛି ଅଶୁଭ ହୋଇନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *